Browsing daily archive

October 7, 2020

ଭାଇରାଲ ହେଲା ଭିଡିଓ,ଛୁଇଁଲା ମିଲିୟନ୍‌

ଭୁବନେଶ୍ବର ,୭/୧୦ (ସତ୍ୟସନ୍ଧାନଡେସ୍କ) ଭାଇରାଲ ହେଲା ଭିଡିଓ,ଛୁଇଁଲା ମିଲିୟନ୍ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ ।ଏହି ଭିଡିଓଟିକୁ ବହୁମାତ୍ରାରେ ଲୋକମାନଙ୍କର ଫସନ୍ଦ ମିଳିବା ସହ ୬.୬ମିଲିୟନ ଭ୍ୟୁ ମିଳିଥିବାର ଜାତୀୟ ଗଣମାଧ୍ୟମରେ ପ୍ରଚାର ହୋଇଛି ।ଥାଇଲାଣ୍ଡରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ର ନୀୟମକୁ କେତେକ ଦୋକାନୀ ନିଆରା ଢଙ୍ଗରେ ପାଳିଛନ୍ତି ।ସେମାନଙ୍କ ଦୋକାନର ପ୍ରବେଶପଥରେ ଏକ ସ୍ୱୟଂ ଚାଳିତ ପରଦା ଲଗାଇଛନ୍ତି ।ଯାହାଦ୍ୱାରା କି ଶରୀରର ତାପମାତ୍ରା ସହ ଚେହେରାକୁ ସ୍କାନ୍ […]

ପୋଖରିରେ ଗଲା ୨ ନାବାଳିକାଙ୍କ ଜିବନ

ଡେଲାଙ୍ଗ,୭/୧୦(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡପଡା ଗ୍ରାମରେ ପୋଖରୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯୟୀ ସକାଳ ୧୦ ସମୟରେ ଗଣ୍ଡପଡା ଗ୍ରାମର ବିରଞ୍ଚି ବେହେରାଙ୍କ ୧୦ ବର୍ଷର ଝିଅ ଲିଜା ବେହେରା ଓ ବିଜୟ ବେହେରାଙ୍କ ୫ ବର୍ଷର ଝିଅ ଦୀପ୍ତି ବେହେରା ଗ୍ରାମରେ ଥିବା ପୋଖରୀକୁ ଗାଧୋଇ ଯାଇଥିଲେ । ପିଲାମାନେ ଘରକୁ ନଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ । ଅନ୍ୟ ପଟେ ଗ୍ରାମର କେତେକ […]

ଜଳୁଛି ପେଟ୍ରୋଲ ପମ୍ପ୍

ଭୁବନେଶ୍ବର,୭/୧୦(ଏସ ଏସ ନିୟୁଜ ) ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ହୋଇଛି । ପେଟ୍ରୋଲ ପମ୍ପରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହାପରେ ନିଆଁ ଲାଗିଯାଇଥିବା ଜଣାପଡିଛି । ଇଣ୍ଡିଆନ ଅଏଲ ଏହି ପେଟ୍ରୋଲ ପମ୍ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେଉନଥିବା ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପଏଣ୍ଟରେ ନିଆଁ ଧାସ ବହୁତ ଦୂରରୁ ଦେଖାଯାଉଛି । ନିଆଁର ଆକାରର ଅତି ଭୟଙ୍କର ଜଣାପଡୁଛି । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ୩ଟି […]

ଗୋଡିସାହି ବିଦ୍ୟୁତ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ବିଦ୍ୟୁତ ଶୁଳ୍କ ମୂଲ୍ୟବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଗୋଡିସାହି ବିଦ୍ୟୁତ ଅଫିସ୍ ସମ୍ମୁଖରେ ବିକ୍ଷୋଭ ବାରଙ୍ଗ,୭/୧୦(ଏସ ଏସ ନିୟୁଜ ) କରୋନା ରିସ୍ଥିତିରେ ଜନସାଧାରଣ ସମସ୍ତ ଦିଗରୁ ଖରା ପରିସ୍ଥିତିରେଥିବାବେଳେ ସରକାର କରୋନା କଟକଣାର ଆଳରେ କରୋନାକୁ ଢାଲ କରି ସମସ୍ତପ୍ରକାର ଜନବିରୋଧି ନୀତି ଆଣି କମ୍ପାନୀମାନଙ୍କର  ମୁନାଫା ଅର୍ଜନର ସୁଯୋଗ ସୃଷ୍ଟି କରୁଛନ୍ତି । ଏହିଭଳି ଏକ ଭୟଙ୍କର ପରିସ୍ଥିତିରେ ଲୋକଙ୍କ ବିରୁଦ୍ଧରେ କମ୍ପାନୀପାଇଁ କାମ କରୁଛନ୍ତି । ଦୀର୍ଘ ଛଆମାସରୁ ଉର୍ଦ୍ଧ କଟକଣାଭିତରେ […]

ଆଜିର ରାଶିଫଳ

ଅକ୍ଟୋବର ୦୭ ତାରିଖ ୨୦୨୦ମସିହା(ବୁଧବାର),ଆଶ୍ଵିନ-ମଳ କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ,ନକ୍ଷତ୍ର-ରୋହିଣୀ,ବିଛା ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଆଜିର ରାଶିଫଳ । ମେଷ:-କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ଆସିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:- ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର […]

ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର

ଖବର ଆଜି ସକାଳର,ତାରିଖ ୦୭/୧୦/୨୦ ବୁଧବାର ୧-ରୟାଲ୍ସକୁ ମାତ୍ ଦେଲା ରୋହିତ ବାହିନୀ । ବୁମରାହଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ସ୍ମିଥ ସେନା, ୫୭ ରନରେ ବଡ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ । ୨-ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର ହେବ : ଗଣଶିକ୍ଷା ମନ୍ତ୍ରୀ. ୩-ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ମାମଲା: ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ। ୪-ରାଜ୍ୟ କର୍ମଚାରୀଙ୍କୁ ଅବସର […]