Browsing daily archive

October 8, 2020

କୋଭିଡ ହସ୍ପିଟାଲରେ ନାଗସାପ

ମେଣ୍ଢାଶାଳ,୮/୧୦(ଏସ୍‌ଏସ୍‌ନିୟୁଜ)ଜାମୁଝରୀଠାରେ ରହିଛି ମହାତ୍ମାଗାନ୍ଧୀ ଜେଲଏକାଡେମୀ । ଏହି ଜେଲଏକାଡେମୀ ଗତକଛିଦିନ ହେବ କୋଭିଡ ହସ୍ପିଟାଲର କାର୍ଯ୍ୟ କରୁଛି । ହସ୍ପିଟାଲର ପରିସର ଷ୍ଟାପ ବିଶ୍ରାମକକ୍ଷରୁ ଏକ ନାଗସାପ ବୁଲୁଥିବାର ଗୁରୁବାରଦିନ କିଛି କର୍ମଚାରୀାମନେ ଦେଖିବାକୁ ପାଇଥିଲେ । ଏହାପରେ ଷ୍ଟାପ୍‌ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।କିଛିସମୟପାଇଁ ଷ୍ଟାପମାନେ ଭୟଭିତ ହୋଇ ଏଣେତେଣେ ବୁଲିବାକୁ ଲାଗିଥିଲେ ।ମେଣ୍ଢାଶାଳ ଗ୍ରାମର ସାପଧରାଳି ବୁଲୁପାତ୍ରକୁ ସାପଟିକୁ ଧରିବାପାଇଁ ଡକାଯାଇଥିଲା । ବୁଲୁ କୋଭିଡ ହସ୍ପିଟାଲରେ ପହଂଚିବାସହ ଷ୍ଟାପବିଶ୍ରାମସ୍ଥଳୀରେ ପହଁଚିବା […]

ଆଜିର ରାଶିଫଳ

ଅକ୍ଟୋବର ୦୮ ତାରିଖ ୨୦୨୦ମସିହା(ଗୁରୁବାର) ଆଶ୍ଵିନ-ମଳକୃଷ୍ଣପକ୍ଷ, ତିଥି-ଷଷ୍ଠୀ , ନକ୍ଷତ୍ର-ମୃଗଶିରା ,ବିଛା ରାଶି ର ଘାତଚନ୍ଦ୍ର , ତୁଳା ଓ କୁମ୍ଭ ରାଶିର ଘାତବାର , ଆଜି ଷଷ୍ଠୀ ର ଏକୋଦିଷ୍ଟ ଶ୍ରାଦ୍ଧ, ଆଜିର ରାଶିଫଳ। ମେଷ- ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ […]

ଗୋଟିଏ ଦିନର ପ୍ରଧାନମନ୍ତ୍ରୀ

ଖବର ଆଜିର,ତାରିଖ ୦୮/୧୦/୨୦ ଗୁରୁବାର। ୧-ଇଣ୍ଡିଆନ୍ ପ୍ରିମିୟର ଲିଗ୍‌-୨୦୨୦ : ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ‌। ୨-୧୬ ବର୍ଷୀୟ ଯୁବତୀ ଗୋଟିଏ ଦିନ ପାଇଁ ହେଲେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର। ୩-ୟୁଜିସି ଜାରି କଲା ଦେଶର ୨୪ଟି ବିଶ୍ବବିଦ୍ୟାଳୟ ତାଲିକା : ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ। ୪-ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ପ୍ରତ୍ୟାହାର ଦାବି : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି। […]