Browsing daily archive

October 11, 2020

ଅଧା ରହିଗଲା ସାଗ ତୋଳା

ମେଣ୍ଢାଶାଳ.୧୧/୧୦(ଏସ୍‌ଏସ୍‌ନିୟୁଜ) ଘରେ କହିକି ଯାଇଥିଲେ ଯାଉଛି ସାଗ ଆଣିବାକୁ ,ଆସିଲେ ସାଗ ଭାଜି ସାଙ୍ଗହୋଇ ଖାଇବା ।କିନ୍ତୁ ଅଧାରହିଗଲା ସାଗତୋଳା,ବିଧିର ବିଧାନ ଥିଲା ଅଲଗା ।ରାସ୍ତାରେ ଯାଉଥିବାବେଲେ ଏକ ବାଇକ ଧକ୍କାଦେବାରୁ ମୃତ୍ୟୁ ହୋଇଥିଲା ।ଏହିଭଳି ଏକ ଘଟଣା ଘଟିଛି ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳ ଗ୍ରାମମୁଣ୍ଡରେ । ମେଣ୍ଢାଶାଳ ଗ୍ରାମ ଉପରଭୋଇସାହିର ସତ୍ୟଭମାଭୋଇ ଓ ସୁମାଭୋଇ ଗାଁରୁ ବାହାରି ସାଗ ତୋଳିବାକୁ ଯାଉଥିଲେ । ଚନ୍ଦକାପିତାପଲ୍ଲୀ ରାସ୍ତାରେ ଯାଉଥିବାବେଲେ ଚନ୍ଦକାପଟରୁ ଏକଯୁବକ ଦ୍ରୁତଗତିରେ ଏକ ବାଇକ ଚଳାଇ […]

ଡରଉଛି କୁନି ଭୂତୁଣୀ

ଆଜି ରାତିର ଗପ-କୁନି ଭୂତୁଣୀ ଏହି କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ । କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ । ଯେଉଁ କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍ । ଗୋଟିଏ ଜଙ୍ଗଲରେ ଖାଲି ଭୂତ ପିଶାଚମାନେ ରହୁଥାନ୍ତି । ସେମାନଙ୍କ ମଧ୍ୟରେ କୁନି ଭୂତୁଣୀଟିଏ ବି ଥାଏ । ଥରେ ତା,ର ଦୁଷ୍ଟାମୀ ଯୋଗୁଁ ତ.ମା ତାକୁ ଖୁବ୍ ଗାଳି ଦେବାରୁ ସେ ରାଗିଯାଇ ନିଜର ମାକୁ […]

ଗ୍ୟାସ୍ କଟରରେ କାଟି ATMରୁ ନେଇଗଲେ ୨୮ ଲକ୍ଷ

ଭୁବନେଶ୍ୱର,୧୧/୧୦(ଏସ ଏସ ନିୟୁଜ )ରାଜଧାନୀ ଭୁବନେଶ୍ୱରରେ ମାତିଲେ ATM ଲୁଟେରା। ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ATMରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍ ପହଞ୍ଚି ଛାନ୍‌ଭିନ୍ […]

ଦନେଇସୋରା ମାଳରେ ବାରହା କରୁଛି ଉପଦ୍ରବ

ମେଣ୍ଢାଶାଳ,୧୧/୧୦(ଏସ୍‌ଏସ୍‌ନିୟୁଜ) ମେଣ୍ଢାଶାଳ ଗ୍ରାମ ଧାନବିଲରେ ପଶି ଗତ କିଛି ଦିନ ହେବ ବାରହାପଲ୍ଲ ଧାନଫସଲ ନଷ୍ଟ କରୁଛନ୍ତି ।ଶୁକ୍ରବାର ବିଳମ୍ଭିତ ରାତିରେ ୨୦ଟିକିଆ ବାର୍‌ହା ପଲ୍ଗଲ ନିକଟସ୍ଥ ଦେଉଳିଆ ପାହଡରୁ ଗଡି ଗ୍ରାମର ପ୍ରତାପସାମନ୍ତରାୟ ଓ ଘନଶ୍ୟାମପଢିହାରୀଙ୍କ ଧାନଖାଇ ଦଳିମକଚି ନଷ୍ଟ କରିଛନ୍ତି ।ମେଣ୍ଢାଶାଳର ଏହି ଅଂଚଳ ସିଟିଫରେଷ୍ଟପାତ୍ରପଡା ଅଧିନରେ ରହିଛି ।ପ୍ରତ୍ୟେକ ବର୍ଷ ଏହି ଦନେଇସୋରାମାଳରେ ବାରହା ଉପଦ୍ରବ ଯୋଗୁ ଧାନଫସଲ ନଷ୍ଟ ହେଉଛି ।ଗତବର୍ଷଠାରୁ ଭଟ ବେହେରାନାମକ ଜଣେ ଗରିବ ଚାଷୀ କ୍ଷତିପୁରଣ ପାଇଁ […]

ମହାପ୍ରସାଦର ମହକ ଟାଣିଆଣିଲା …

ଖବର ଆଜି ସକାଳର,ତାରିଖ ୧୧/୧୦/୨୦ ରବିବାର । ୧-ଅବଢା ମୁଠିଏ ମୋତେ ମିଳୁ ମହାବାହୁ । ମହାପ୍ରସାଦର ମହକ ଟାଣିଆଣିଲା ବଡଦାଣ୍ଡକୁ, ମନଭରି ଅବଢା ଖାଇଲେ ବିଦେଶୀ ଦମ୍ପତ୍ତି । ୨-ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ, ୩୭ ରନରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ୩-କୋଲକାତାର ରୋମାଞ୍ଚକର ବିଜୟ । ୨ ରନରେ ପଞ୍ଜାବକୁ ହରାଇଲା କୋଲକାତା ନାଇଟ ରାଇଡର୍ସ । ୪-ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା। ୫-ସିବିଆଇ ହାତକୁ ଗଲା ହାଥରସ ଦୁଷ୍କର୍ମ ଓ […]

କଣ କହୁଛି ଆପଣଙ୍କ ରାଶି ଜାଣନ୍ତୁ ?

ଅକ୍ଟୋବର ୧୧ ତାରିଖ ୨୦୨୦ମସିହା(ରବିବାର), ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ନବମୀ , ମେଷ ରାଶି ର ଘାତବାର , ଆଜି ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ଆଜିର ରାଶିଫଳ । ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ। […]