Browsing daily archive

October 12, 2020

କର୍ମୀ କଲେ ତିଳତର୍ପଣ

ଡେଲାଙ୍ଗ ,୧୨/୧୦ (ଏସଏସନିୟୁଜ) ଦୟାନଦୀର ବସନ୍ତ ପୁର ଘାଟରେ ସୋମବାର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଡେଲାଙ୍ଗ ବ୍ଲକ ସ୍ତରୀୟ ଦଶାକ ଶୁଦ୍ଧିକ୍ରୀୟା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୨୧ଟି ପଂଚାୟତର ବିଜୁଜନତା ଦଳର ପ୍ରତିନିଧି,କର୍ମୀ ଓ ଅନ୍ତରିକତା ସହ ଭଲାଉଥିବା ଶତାଧିକ ମହିଳା ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମୁହଁରେ ମାସ୍କ ଲଗାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କେତେକ କର୍ମୀ ଏହି ଘାଟ ରେ ମୁଣ୍ଡନ ହେବା ସହିତ ତିଳତର୍ପଣ କରିଥିଲେ । […]

ସରିଲା ଗେଣ୍ଡାଳିଆ ଗଣନା

ବାରଙ୍ଗ,୧୨/୧୦(ଏସ ଏସ ନିୟୁଜ )ସବୁ ବର୍ଷ ଭଳି ଚଳିତ ବର୍ଷ ନନ୍ଦନକାନନରେ ରବିବାର ଦିନ ଗେଣ୍ଡାଳିଆ ପକ୍ଷୀ ଗଣନା ସରିଛି ।ନନ୍ଦନକାନନ ପର୍ଯ୍ୟଟନ ପରିଚାଳନା ଦାୟିତ୍ବରେ ଥିବା ସହକାରୀ ନିର୍ଦେଶକ ଅମୁଲ୍ୟକୁମାରପରିଡା ଙ୍କ ତତ୍ବାବଧାନରେ ୟୁନିଭରସିଟିର ଜୁଲୋଜି ବିଭାଗର ମୁଖ୍ୟ ଶିବପରିଡା,ଶିକ୍ଷ।ଅଧିକାରୀ ମିଲ୍ ନ କୁମାର ପଣ୍ଡା ,ୟୁନିଭରସିଟିର କିଛି ପିଲାଙ୍କୁ ନେଇ ଗଠିତ ଏକ ଟିମ ଏହି ଗଣନାରେ ସାମିଲ ହୋଇଥିଲେ । ନନ୍ଦନକାନନର ବିଭିର୍ଣ ସ୍ଥାନ ଶିଶୁରେଳଗାଡି,ସିମ୍ପାଞି ଖୁଆଡ ପାଖ,କୁମ୍ଭିରଟାଙ୍କି,ରୋପୱେ ଓ କାଞିଆକୁଳ ରେ […]

ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨/୧୦(ଏସ ଏସ ନିୟୁଜ ) ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ରାଜନୀତିଜ୍ଞ ଶରତ କୁମାର କରଙ୍କ ସୋମବାର ଦେହାନ୍ତ ହୋଇଛି।୮୧ ବର୍ଷ ବୟସ୍କ କରଙ୍କର ସ୍ବାସ୍ଥ୍ୟାବସ୍ଥା ଖରପ ଥିବାରୁ ଗତ କିଛି ଦିନ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଅପରାହ୍ନ ସମୟରେ ତାଙ୍କର ମୃତ୍ୟୁ ହୋଇଛି ।୨୦୦୦ରୁ ୨୦୦୪ ଯାଏ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ। ସେ ଓଡ଼ିଶା ବିଧାନସଭାକୁ ୩ ଥର ନିର୍ବାଚିତ ହୋଇଥିବା ବେଳେ […]

ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ

ଖବର ଆଜିସକାଳର,ତାରିଖ ୧୨/୧୦/୨୦ ସୋମବାର। ୧-ଆଇପିଏଲ୍ -୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍। ୨-ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ୩-ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାରଛାତ୍ରଛାତ୍ରୀ। ୪-୬୮ଟି ଶିକ୍ଷାନୁଷ୍ଠାନ ପାଇଁ ଆଜିଠୁ ଏକକ ପିଜି ପ୍ରବେଶିକା। ୫-ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ପ୍ରବଳ […]

ଆଜିର ରାଶିଫଳ

ଅକ୍ଟୋବର ୧୨ ତାରିଖ ୨୦୨୦ମସିହା(ସୋମବାର)ଆଶ୍ଵିନ-ମଳ କୃଷ୍ଣପକ୍ଷ, ତିଥି-ଦଶମୀ , ମିଥୁନ ରାଶି ର ଘାତବାର , ଆଜିଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ। ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ […]