Browsing daily archive

October 17, 2020

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର,୧୭/୧୦(ଏସ ଏସ ନିୟୁଜ ) ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଦାଦାବଟି ମାଗୁ ଥିବାରୁ ଗିରଫ କରିଥିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କୁ ଠାରୁ ରାଜା ଦାଦାବଟି ନେଉଥିଲା। ତେବେ ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି।

ଆଉ ଏକ ଲଘୁଚାପ୧୯ ରେ

ଭୁବନେଶ୍ବର,୧୭/୧୦(ଏସ ଏସ ନିୟୁଜ ) ପୁଣି ଆସୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ୧୯ ତାରିଖରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ୨୦ତାରିଖରେ ଅଧିକ ଘନୀଭୂତ ହୋଇ ୨୧ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ବର୍ଷା ଜାରି ରହିବା ସହ  ଘଣ୍ଟା ପ୍ରତି ୪୦ରୁ ୫୦ କିମି […]

କାୟାକଳ୍ପ ପୁରସ୍କାର ବିତରଣୀ ଉତ୍ସବ

ଡେଲାଙ୍ଗ ୧୬/୧୦ (ଏସଏସନିୟୁଜ) ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟାକେନ୍ଦ୍ର ଗୃହ ଏବଂ ପରିସର ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ ଉଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ଡେଲାଙ୍ଗ ଗୋଷ୍ଠିସ୍ୱସ୍ଥ୍ୟ କେନ୍ଦ୍ରକୁ ମିଳିଥିବା କାୟାକଳ୍ପ ପୁରସ୍କାର ଅବସରରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାରରେ ସହ ଭାଗିତା ଦେଇଥିବା କର୍ମଚାରୀ ମାନଙ୍କୁ କାୟାକଳ୍ପ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବ ଅବସରରେ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର […]

ଚମକିଲେ ଓଡ଼ିଆ ପୁଅ

ଆଜି ସକାଳର ଖବର ,ତାରିଖ ୧୭/୧୦/୨୦ ଶନିବାର। ୧-କ୍ୱିଣ୍ଟନ୍ ଡିକକଙ୍କ ଧୂଆଁଧାର ବ୍ୟାଟିଂ । ୮ ୱିକେଟରେ କୋଲକାତାକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୨ ଅଙ୍କ ପାଇ ପଏଣ୍ଟ ଟେବୁଲ ଶୀର୍ଷରେ ମୁମ୍ବାଇଟ୍ଟ। ୨-ଚମକିଲେ ଓଡ଼ିଆ ପୁଅ । ନିଟ୍ ପରୀକ୍ଷାରେ ଟପ୍ପର ହେଲେ ରାଉରକେଲାର ସୋଏବ, ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ ।ଓଡ଼ିଶାର ୨୦ ହଜାର ଛାତ୍ରଛାତ୍ରୀଙ୍କୁ ର‍୍ୟାଙ୍କ୍‌। ୩-ଆସନ୍ତା ୧୯ରୁ ଆଉ ଏକ ଲଘୁଚାପ !  ଲଘୁଚାପ ଜନିତ ପ୍ରବଳ ବର୍ଷା […]

ଆଜିର ରାଶିଫଳ

ଅକ୍ଟୋବର ୧୭ ତାରିଖ ୨୦୨୦ମସିହା(ଶନିବାର)ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ପ୍ରତିପଦ , ନକ୍ଷତ୍ର-ଚିତ୍ରା , ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର , ଆଜିପ୍ରତିପଦର ର ଆକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ :-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ […]