ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ବର,୧୭/୧୦(ଏସ ଏସ ନିୟୁଜ ) ପୋଲିସ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟକୁ ଦାଦାବଟି ମାଗୁ ଥିବାରୁ ଗିରଫ କରିଥିବା ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କୁ ଠାରୁ ରାଜା ଦାଦାବଟି ନେଉଥିଲା। ତେବେ ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଉଛି।

Comments (0)
Add Comment