Browsing daily archive

October 18, 2020

ସିରିଜ୍ ବୋମାମାଡ଼

ଜଟଣୀ,୧୮/୧୦(ଏସ ଏସ ନିୟୁଜ) ଜଟଣୀର ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମାମାଡ଼ ହୋଇଥିବାର ଜଣାପଡିଛି ।୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବୋମା ପକାଇ ଫେରାର ହୋଇଯାଇଛନ୍ତି ।ଏହି ଘଟଣାରେ ଜଣେ ଆହତ ହୋଇଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବାର ସନ୍ଦେହ କରାଯାଉଛି।ଘଟଣ। ପରେ  ଖବର ପାଇ ଜଟଣୀ ପୋଲିସ ତଦନ୍ତ ଆରମ୍ଭ କରିଛି।  

କଂଗ୍ରେସ ନିଯୁକ୍ତ କଲା ଜିଲ୍ଲାସଭାପତି

ଭୁବନେଶ୍ବର,୧୮/୧୦(ଏସ ଏସ ନିୟୁଜ )ରାଜ୍ୟ କଂଗ୍ରେସର ୩୩ଟି ସାଂଗଠନିକ ଜିଲ୍ଲା ଲାଗି ସଭାପତି ନିଯୁକ୍ତ କରିଛି।ଭୁବନେଶ୍ବରରୁ ବିଶ୍ବଜିତ ଦାଶ,ଖୋର୍ଦ୍ଧାରୁ ସୁରେଶ ରାଉତରାୟ,କେନ୍ଦୁଝରରୁ ବିପ୍ଳବ ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସିଟିରୁ ଗିରିବାଳା ବେହେରା,କୋରାପୁଟରୁ ମୀନାକ୍ଷୀ ବାହିନୀପତି ,ଢ଼େଙ୍କାନାଳରୁ ସରୋଜ ପଟ୍ଟନାୟକ, ଗଞ୍ଜାମରୁ ରମେଶ ଜେନା,ବଲାଙ୍ଗିରରୁ ଦିଲ୍ଲୀପ ବେହେରା, ବରଗଡ଼ରୁ ନିହାର ମହାନନ୍ଦ, ବାଲେଶ୍ବରରୁ ସଂଜୀବ ଗିରି,ଭଦ୍ରକରୁ ସୁବ୍ରତ ଦାସ, , ବୌଦ୍ଧରୁ ନବକିଶୋର ମିଶ୍ର,  ଦେବଗଡ଼ରୁ ଉମାଶଙ୍କର ସାହୁ,ଅନୁଗୁଳରୁ ବିପ୍ଳବ ଜେନା, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି,କନ୍ଧମାଳରୁ […]

ଗାନ୍ଧୀ ପୀଠରୁ ଗୋପବନ୍ଧୁ ପୀଠକୁ ପଦଯାତ୍ରା

ଡେଲାଙ୍ଗ ୧୮/୧୦ (ଏସଏସନିୟୁଜ ) ଡେଲାଙ୍ଗ ବ୍ଲକର ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନର ଅବାହକ ଅନୁପ କୁମାର ପରିଡାଙ୍କ ନେତୃତ୍ୱରେ ଆଜି ପ୍ରତିଷ୍ଠାନ ପକ୍ଷରୁ ନିଶାନିବାରଣ ଓ କରୋନା ସଚେତନତା ପଦଯାତ୍ରା ଶୁଭଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନର ସମସ୍ତ ସଦଶ୍ୟ ବେରବୋଇ ଗାନ୍ଧୀ ପୀଠରେ ପହଂଚି ପିଠକୁ ପରିସ୍କାର ପରିଚ୍ଛନତା କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପର୍ତ୍ତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ,ପ୍ରଦୀପ ପ୍ରଜ୍ଜଳନ କରି  ରାମଧ୍ୱନୀ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କସ୍ତୁରବା […]

ସାବଧାନ ଆଗରେ ଅଛି ଅଶୁଭ ଗୃହ

ଆଜି ରାତିର ଗପ–ସାବଧାନ,ଆଗରେ ଅଛି ଅଶୁଭ ଗୃହ ମୁହଁରେ ଉଦାସ ଭାବକୁ ନେଇ ଅରଣ୍ୟ ମାର୍ଗରେ ଜଣେ ବ୍ୟକ୍ତି ଯାଉଥିଲେ । ମନକୁ ମନ କିଛି କଥା ମଧ୍ୟ ସେ କହୁଥାନ୍ତି । ହଠାତ୍ ଜଣେ ବୁଢା କାନ୍ଦି କାନ୍ଦି ଆସି ତାଙ୍କ ନିକଟରେ ପହଁଚିଲା ।ବ୍ୟକ୍ତି ଜଣକ ବୁଢାକୁ ପଚାରିଲେ, “କାନ୍ଦୁଛ କାହିଁକି? ବୁଢା କହିଲା, ମୋ ଦୁଃଖ ବିଷୟ ଜାଣି ତୁମର କ’ଣ ବା ଲାଭ ହେବ? ତୁମେ କ’ଣ ତାହା ଦୂର କରି […]

ସ୍କୁଲ ବନ୍ଦ ନିଷ୍ପତ୍ତି ବେନିୟମ ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଖବର ଆଜିର,ତାରିଖ ୧୮/୧୦/୨୦ ରବିବାର। ୧-ଆଇପିଏଲ୍‌-୧୩: ଚେନ୍ନାଇ ସୁପରକିଙ୍ଗସକୁ ୫ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ । ୨-ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୭ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୩-ସରିଲା ଯୁକ୍ତ୨ ନାମଲେଖା: ୧.୨୨ ଲକ୍ଷ ସିଟ୍ ଖାଲି । ୪-୧୫ ମିନିଟ୍ ବଢ଼ିଲା ‘ରେଡ଼ିଓ ପାଠଶାଳା’ କାର୍ଯ୍ୟକ୍ରମ ଅବଧି । ୫-୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଦେଶରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା, କରୋନା […]

ଆଜିର ରାଶିଫଳ

ଅକ୍ଟୋବର ୧୮ ତାରିଖ ୨୦୨୦ମସିହା(ରବିବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ,ମେଷ ରାଶି ର ଘାତବାର ,ଆଜି ଦ୍ଵିତୀୟାର ର ଆକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। […]