Browsing daily archive

October 19, 2020

୯ ଟି ପୁଜା ମଣ୍ଡପକୁ ମିଳିଲା ଅନୁମତି

କଟକ .୧୯/୧୦(ଏସ ଏସ ନିୟୁଜ)ଶେଷରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ହାଇକୋର୍ଟ୍ ରେ ଚାଲିଥିବା ଦୁର୍ଗା ପୂଜା ମାମଲାରେ ପୁର୍ଣ୍ଣୃଚ୍ଛେଦ ପଡିଛି। କଟକରେ ୯ ଗୋଟି ପୁଜା ମଣ୍ଡପକୁ ପୁଜା କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ୍। ଏଥିସହ ରାଜ୍ୟର ସମସ୍ତ ପୁଜା ମଣ୍ଡପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମା ଦୁର୍ଗାଙ୍କ ପୂଜା କରାଯିବ। ଆଉ ୯ ଗୋଟି ପୁଜା ମଣ୍ଡପର ଅନୁରୋଧ କ୍ରମେ ୧୨ ଫୁଟ୍ ଉଚ୍ଚତାର ମୂର୍ତ୍ତି […]

ଧରାହେଲା ମଦ, ଗିରଫ ହେଲେ ୪

ଡେଲାଙ୍ଗ ୧୯/୧୦ (ଏସଏସନିୟୁଜ) ଡେଲାଙ୍ଗ ପୋଲିସ ଚୋରା ମଦ ବିକ୍ରୟ କରିବା ଘଟଣାରେ ଆଜି ୪ ଜଣଙ୍କୁ ଚୋରାମଦ ସହିତ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଲ୍ୟାଣପୁର ବଜାର,ଡେଲାଙ୍ଗ ହାଟ ବଜାର,ଡେଲାଙ୍ଗ ଷ୍ଟେସନ ବଜାରରେ ବେଆଇନ୍ ଭାବେ ଚୋରାମଦ ବିକ୍ରୟ ହେଉଥିବାର ପୋଲିସ ନିକଟରେ ଅଭଯୋଗ ହେଉଥିଲା । ପୋଲିସ ଚୋରା ମଦକାର କାରୁଥିବା ଅଭିଯୁକ୍ତ ମାନଙ୍କୁ ଧରୀବା ପାଇଁ ଏକ ଟିମ ପ୍ରସ୍ତୁତ କରିଥିଲା । ଡେଲାଙ୍ଗ ଥାନା […]

ମହିଳା ମହାସଂଘ ବୈଠକ

ଡେଲାଙ୍ଗ ୧୯/୧୦(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ପରିସରରେ ଆଜି ମହିଳାମହାସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରୁ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ଆକାଳ ବିୟୋକୁରେ ୨ ମିନିଟ ନିରବ ପାର୍ଥନା କରାଯାଇ ଥିଲା । ଏହି ଅବସରରେ ମହିଳା ମହାସଂଘ ସଭାପତି ବିଦୁଲତା ସ୍ୱାଇଁ ,ସମ୍ପାଦିକା ବାସନ୍ତୀ ସାହୁ,ବନିତା ଦାସ, ସ୍ୱର୍ଣ୍ଣମୟୀ ଜେନା ,ପ୍ରତିମା ଦାସ,ଶୁଭଲକ୍ଷ୍ମୀ ସ୍ୱାଇଁ,କଳ୍ପନା ପରିଡା,ଆଶାଲତା ସୁନ୍ଦରାୟ, ଉଶାରାଣୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦଶ୍ୟ ମାନେ […]

ଜାତୀୟ ରାଜପଥରେ ଜଳିଗଲା ଟ୍ରକ୍

କଟକ,୧୯/୧୦(ଏସ ଏସନିୟୁଜ ) ଭୁବନେଶ୍ୱର ଜାତୀୟ ରାଜପଥରେ ଜଳିଗଲା ଏକ ଟ୍ରକ୍। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠସ୍ଥ ପାହାଳରେ ଘଟିଛି ଏହି ଘଟଣା। ଏକ ବାଲି ବୋଝେଇ ଟ୍ରକ୍ ଜଳିଯାଇଥିବାର ଖବର ମିଳିଛି । ଟ୍ରକଟି କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ହାଠତ୍ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା। ଏହା ଦେଖି ଡ୍ରାଇଭର୍ ଓ ହେଲପର୍ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ତା’ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇଁ […]

୨୬ରେ କଂଗ୍ରେସର ଦେଶବ୍ୟାପୀ ବିରୋଧ

ଖବର ଆଜି ସକାଳର,ତାରିଖ ୧୯/୧୦/୨୦ ସୋମବାର। ୧-ରୋମାଞ୍ଚକର ଦ୍ବିତୀୟ ସୁପର ଓଭରରେ ‌ମୁମ୍ବାଇ ଇଣ୍ଡିଆନସ୍‌କୁ ପରାସ୍ତ କଲା କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ୨-ଆଇପିଏଲ୍‌ରେ ସୁପର ଓଭର, ସନ୍‌ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷରେ ଜିତିଲା କଲକାତା ନାଇଟ୍ ରାଇଡର୍ସ। ୩-ଲଘୁଚାପ ପ୍ରଭାବରେ ଆଜିଠୁ ୨୨ ଯାଏଁ ପ୍ରବଳ ବର୍ଷା ସମ୍ଭାବନା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଅନୁମାନ । ୫ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି । ସମ୍ଭାବ୍ୟ ବନ୍ୟା ନେଇ ଜଳସମ୍ପଦ ବିଭାଗ ସଜାଗ […]

ସୋମବାରର ରାଶିଫଳ

ଅକ୍ଟୋବର ୧୯ ତାରିଖ ୨୦୨୦ମସିହା(ସୋମବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ତୃତୀୟା ,ମିଥୁନ ରାଶି ର ଘାତବାର , ଆଜି ତୃତିୟାର ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ । ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । […]