Browsing daily archive

October 20, 2020

ଦାଦାବଟିକୁ ନା

ଭୁବନେଶ୍ବର ,୨୦/୧୦(ଏସ ଏସ ନିୟୁଜ)“ଦାଦାବଟିକୁ ନା” ମିଶନ ଆରମ୍ଭ କରିଛି କମିସିନେରେଟ ପୋଲିସ । ଦ୍ବୈତ ନଗରୀକୁ ଦାଦାବଟି ମୁକ୍ତ ଉଦେଶ୍ୟରେ  ଆରମ୍ଭ ହୋଇଥିବାଏହି ନୂଆ କାର୍ଯ୍ୟକ୍ରମ ରେ ଏକ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ୯୩୮୯୧୦୦୦ ଜାରି କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଭୁବନେଶ୍ୱର ଏବଂ କଟକରେ ଏହି ହେଲ୍ପଲାଇନ୍ ନମ୍ବର କାମ କରିବ।ସହ ଏହି ନମ୍ବରକୁ ଫୋନ କରି,ଏସଏମ୍ଏସ୍, ମେସେଜ ମାଧ୍ୟମରେ ଅଭିଯୋଗ କରିପାରିବେ  ଓ ଏହାକୁ  ସଫଳ କରିବାକୁ  ସହଯୋଗ କାମନା କରିଛନ୍ତି […]

କରୋନା ବିରୋଧରେ ଲଢ଼େଇର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୦/୧୦(ଏସ ଏସ ନିୟୁଜ )କାରୋନା ଭାକସିନ ଓ ମେଡ଼ିସିନ୍ ଆସିବା ପର୍ଯ୍ୟନ୍ତ ଆମକୁ ସାବଧାନ ହୋଇ ରହିବାକୁ ପଡିବ। ସହ ସଚେତନ ରହିଲେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।ଆଜି ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରି କହିଛନ୍ତି ଯେ , ପୂର୍ବାପେକ୍ଷା ପଜିଟିଭ ହାର କମିଛି, ଆଗକୁ ଆହୁରି ମଧ୍ୟ କମିବ। ଆମକୁ ସମସ୍ତ କୋଭିଡ ନିୟମାବଳୀ ମାନି ଚଳିବାକୁ ପଡିବ। ଶୀତ ଋତୁରେ କରୋନା ତାର […]

ଭିଜିଲାନ୍ସ ଜାଲରେ ପଡିଲେ ଯନ୍ତ୍ରୀ

ଭୁବନେଶ୍ୱର,୨୦/୧୦(ଏସ ଏସ ନିୟୁଜ)ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭୁବନେଶ୍ୱର ଜିପିଏଚ୍ ଡିଭିଜନ୍-୨ର ଯନ୍ତ୍ରୀ ରବିନ୍ଦ୍ର ପ୍ରଧାନଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭଯୋଗରେ ଚଢଉ। ଏକକାଳୀନ ୬ଟି ସ୍ଥନାରେ ଚଢାଉ କରୁଛି ବିଭାଗ। ଏଥିମଧ୍ୟରେ ନୟାପଲ୍ଲୀରେ ଥିବା ଦୁଇମହଲା କୋଠା, ବାଲିଅନ୍ତାର କାଞ୍ଚିଲୋରେ ଥିବା ଏକ ଆପାର୍ଟମେଣ୍ଟର ପ୍ଲଟ୍ ନଂ-୫୧, ନହରକଣ୍ଟାରେ ଥିବା ଏକମହଲା ଘର, ତାଙ୍କର ସରକାରୀ କାର‌୍ୟ୍ୟାଳୟ, ଖୁରୁଣ୍ଟିରେ ଥିବା ସଂପର୍କୀୟଙ୍କ ଘର ଏବଂ ବ୍ରହ୍ମପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗରରେ […]

ଆଜିର ରାଶିଫଳ

ଅକ୍ଟୋବର ୨୦ ତାରିଖ ୨୦୨୦ମସିହା(ମଙ୍ଗଳବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର, ମକର ରାଶି ର ଘାତବାର , ଆଜି ପଞ୍ଚମୀର ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ଓ ଚତୁର୍ଥୀ ର ଏକୋଦିଷ୍ଟ ଶ୍ରାଦ୍ଧ,ଆଜିର ରାଶିଫଳ। ମେଷ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ। ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ। […]