ଆଜିର ରାଶିଫଳ
ଅକ୍ଟୋବର ୦୨ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ମଳ କୃଷ୍ଣପକ୍ଷତିଥି-ପ୍ରତିପଦ , ନକ୍ଷତ୍ର-ଉତ୍ତରଭାଦ୍ର ,ଧନୁ ରାଶି ର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନ ରାଶିର ଘାତବାର , ଆଜି ପ୍ରତିପଦାର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଆଜିର ରାଶିଫଳ ।ମେଷ-ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯିବାର ଆଶଙ୍କା ରହିଛି। ନିଜ ବ୍ୟବହାର ପାଇଁ ନିକଟ ସମ୍ପର୍କୀୟମାନେ ଦୂରେଇଯାଇ ପାରନ୍ତି। ପାରିବାରିକ ମତାନ୍ତରକୁ କେନ୍ଦ୍ରକରି ନୂତନ କର୍ମସସ୍ଥାନ ପାଇଁ ମନ ବଳିପାରେ।ବୃଷ-ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହେବାର […]