Browsing monthly archive

October 2020

ଜାରି ହେଲା ଅନଲକ୍ ୬.୦ : ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

ଭୁବନେଶ୍ଵର :୩୧/୧୦(ଏସଏସଏନ୍)  ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬.୦ ର  ଗାଇଡ୍ ଲାଇନ୍ ଜାରି କରାଯାଇଛି।ନଭେମ୍ବର ମାସରେ ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରହିବ।ଅନ୍ୟପକ୍ଷରେ ସିନେମା ହଲ୍, ଥିଏଟର, ଅଡିଟୋରିୟମ ଓ ସୁଇମିଂ ପୁଲ୍ ମଧ୍ୟ ନଭେମ୍ବର ୧୫ଯାଏଁ ବନ୍ଦ ରହିବ। କେବଳ […]

ଲୌହମାନବଙ୍କୁ ଅତି ପାଖରୁ ଦେଖିବେ ପର୍ଯ୍ୟଟକ

ଖବର ଆଜିର,ତାରିଖ ୩୧/୧୦/୨୦ ଶନିବାର ୧-ପଞ୍ଜାବର ବିଜୟଧାରାରେ ଲାଗିଲା ବ୍ରେକ୍, ୭ ଓ୍ୱିକେଟରେ ଜିତିଲା ରାଜସ୍ଥାନ । ୨-ସମୟସୀମା ସରିଆସୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର ଅଭିଯାନ ଜୋର୍‌ଦାର୍ ହେଉଛି। କିନ୍ତୁ ଏହା ଭିତରେ ସାମାଜିକ ଦୂରତ୍ୱ ମାନୁଛନ୍ତି କି ସବୁ ଦଳ, ସେମାନଙ୍କର ନେତା, କର୍ମୀ ? ୩-ଭାରତରେ ସଂପୂର୍ଣ୍ଣ ଋପେ ବନ୍ଦ ହେଲା ‘ପବଜି’, କମ୍ପାନୀ ପକ୍ଷରୁ ଦିଆଗଲା ସୂଚନା । ୪-ଆମେରିକା ନିର୍ବାଚନ ଦେଶରେ ନାଗରିକ ଅଶାନ୍ତି ଆଣିବ: ଜୁକେରବର୍ଗ । ୫-କଟକର ଐତିହାସିକ […]

କୁମାରପୁର୍ଣିମା ଆପଣଙ୍କ ପାଇଁ କଣ ନେଇ ଆସିଛି ଜାଣନ୍ତୁ?

ଅକ୍ଟୋବର ୩୧ ତାରିଖ ୨୦୨୦ମସିହା(ଶନିବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା, ମେଷ ରାଶି ର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତ ବାର, ଆଜିପୂର୍ଣ୍ଣିମା ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ।  ମେଷ :-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ-:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ […]

ଚଳିତ ବର୍ଷ ହେବନି ଐତିହାସିକ ବାଲିଯାତ୍ରା ମହୋତ୍ସବ, ବୋଇତ ବନ୍ଦାଣ ଓ ଧବଳେଶ୍ବର ପିଠରେ ବଡ ଓଷା ବନ୍ଦ ପାଇଁ ନିଷ୍ପତି

କଟକ :-୩୦/୧୦(ଏସଏସଏନ୍) ଚଳିତବର୍ଷ କଟକ ରେ ହେବନି ଐତିହାସିକ ବାଲିଯାତ୍ରା ।ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୁଚନା ଦେଇଛନ୍ତି । ଖାଲି ବାଲିଯାତ୍ରା ନୁହେଁ ଚଳିତ ବର୍ଷ  କାର୍ତ୍ତୀକ ପୁର୍ଣ୍ଣିମାରେ ସାମୂହିକ ବୋଇତ ବନ୍ଦାଣ ମଧ୍ୟ ବାରଣ ଅଛି । ତାସହିତ ଧବଳେଶ୍ବରଙ୍କ ବଡ ଓଷା ବନ୍ଦ ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।  କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ଏଭଳି ନିଷ୍ପତି ନିଆଯାଇଛି  । କୌଣସି ପରିସ୍ଥିତିରେ ଏହି […]

ଆଜି ଦିନସାରାର ଖବର

ଆଜି ଦିନସାରାର ଖବର ସଂକ୍ଷେପରେ,ତାରିଖ : ୩୦/୧୦/୨୦୨୦ (ଶୁକ୍ରବାର) ??ନଭେମ୍ବରରୁ ଖୋଲିପାରେ ସିନେମା ହଲ୍ । ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଲେଣି ହଲ୍ ମାଲିକ। ପ୍ରେକ୍ଷାଳୟର ସିଟ୍ ସାନିଟାଇଜ୍ କରାଯିବା ସହ ଭିତର ସଫାସୁତୁରା କରାଯାଇଛି । ??ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଶୀତରେ ବି ଥମିବାର ନାଁ ନେଉ ନାହିଁ। ଚୀନ ରକ୍ଷା ମନ୍ତ୍ରାଳୟ କହିଛି ଲଦାଖରେ ହାଡଭଙ୍ଗା ଶୀତରେ ଯବାନଙ୍କୁ ସୁରକ୍ଷିତ ରଖିବା ତଥା ଏହାର ମୁକାବିଲା କରିବା […]

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

ଖବର ଆଜିସକାଳର,ତାରିଖ ୩୦/୧୦/୨୦ ଶୁକ୍ରବାର। ୧-ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ୨-ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ କରୋନା ଟିକା – ପ୍ରଧାନମନ୍ତ୍ରୀ ମୋଦୀ । ୩-ଅନୁଭୂତ ହେଲାଣି ଶୀତ : ସୋନପୁର ଓ ଅନୁଗୁଳରେ ୧୩ ଡିଗ୍ରିକୁ ଖସିଲା ପାରଦ । ୪-ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ […]

ଆଜିର ରାଶିଫଳ

ଅକ୍ଟୋବର ୩୦ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ, ମେଷ ରାଶି ର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତ ବାର , ଆଜିଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜି ବିରି ସନ୍ଧ୍ୟା ଘ ୦୫/୫୦ ଗତେ ଆମିଷ ଭକ୍ଷଣ ନିଷେଧ,ଆଜିର ରାଶିଫଳ । ମେଷ:-ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ […]

ଆଜିର ରାଶିଫଳ

ଅକ୍ଟୋବର ୨୯ ତାରିଖ ୨୦୨୦ମସିହା(ଗୁରୁବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ , ଧନୁ ରାଶି ର ଘାତଚନ୍ଦ୍ର,ତୁଳା ଓ ଧନୁ ରାଶିର ଘାତ ବାର ,ଆଜିଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜିର ରାଶିଫଳ। ମେଷ-ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଇନ ଅଦାଲତ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ବ୍ୟବସାୟରେ ଝଗଡ଼ା ଓ ଯାତ୍ରାରେ ସଙ୍କଟର […]

ଚମକିଲେ ସୂର୍ଯ୍ୟକୁମାର

ଖବର ଆଜିର,ତାରିଖ ୨୯/୧୦/୨୦ ଗୁରୁବାର। ୧-ଚମକିଲେ ସୂର୍ଯ୍ୟକୁମାର,ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍‌ରେ ମାତ୍ ଦେଲା ମୁମ୍ଵାଇ ଇଣ୍ଡିଆନ୍ସ, ଓଚଖରେ ପ୍ରଥମ ଦଳ ଭାବେ ପ୍ଲେଅଫ୍‌ରେ ପ୍ରବେଶ କଲା ଡିଫେଣ୍ଡିଂ ଚାମ୍ପିଅନ । ୨-କରୋନା ସଂକ୍ରମଣର ସଙ୍କଟ ଭିତରେ ଭୋଟ ଦେଲା ବିହାର । ପ୍ରଥମ ପର୍ଯ୍ୟାୟରେ ୭୧ଟି ଆସନ ପାଇଁ ମତଦାନ । କଟକଣା ଭିତରେ ୧୬ଜିଲ୍ଲାର ୧ ହଜାର ୬୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ୩-ଡ଼ାକ୍ତରୀ ପ୍ରବେଶିକାରେ ଟପ୍ପର ପ୍ରସଙ୍ଗ: ଆକାଂକ୍ଷାଙ୍କୁ ଯୁଗ୍ମ ଟପ୍ପର ଘୋଷଣା […]

ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂ ନମ୍ବର

ଭୁବନେଶ୍ବର ,୨୮/୧୦(ଏସ ଏସ ନିୟୁଜ )ଆଜିଠାରୁ କାମ କରିବ ନାହିଁ ଇଣ୍ଡେନ ସିଲିଣ୍ଡର ବୁକିଂର ପୁରୁଣା ନମ୍ବର।ଇଣ୍ଡେନ ଏବେ ତା ଉପଭୋକ୍ତାଙ୍କୁ ଏସଏମଏସ ଜରିଆରେ ମେସେଜ ପଠାଇ ଏ ସମ୍ପର୍କରେ ତଥ୍ୟ ପ୍ରଦାନ କରିବ। ଗ୍ରାହକଙ୍କୁ ସେମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଏହି ତଥ୍ୟ ପଠାଯିବ। ଏହା ସହ ଗ୍ୟାସ ବୁକିଂର ନୂଆ ନମ୍ବର ମଧ୍ୟ ସେୟାର କରାଯିବ। ଇଣ୍ଡେନ ଗ୍ୟାସ ଉପଭୋକ୍ତା ହୋଇଥିଲେ ୭୭୧୮୯୫୫୫୫୫ରେ କଲ୍ କରି ଗ୍ୟାସ୍ ସିଲିଣ୍ଡର ବୁକ୍ କରିବାକୁ ହେବ।ଯଦି ଫୋନ […]