Browsing monthly archive

October 2020

ଆଜିର ରାଶିଫଳ

ଅକ୍ଟୋବର ୨୮ ତାରିଖ ୨୦୨୦ମସିହା(ବୁଧବାର).ଆଶ୍ଵିନ-ଶୁକ୍ଳପକ୍ଷ.ତିଥି-ଦ୍ୱାଦଶୀ . ଧନୁ ରାଶି ର ଘାତଚନ୍ଦ୍ର.କର୍କଟ ରାଶିର ଘାତ ବାର . ଆଜି ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ. ପୋଇ. ବାଇଗଣ ଭକ୍ଷଣ ନିଷେଧ .ଆଜିର ରାଶିଫଳ । ମେଷ:-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ […]

ଖୁବ୍ ଶୀଘ୍ର ବଢ଼ିବ ପେଟ୍ରୋଲ ଏବଂ ଡିଜେଲ ଦର

ଆଜିର ଖବର,ତାରିଖ – ୨୮/୧୦/୨୦୨୦(ବୁଧବାର) ୧. ନୂଆଦିଲ୍ଲୀ: କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍ ୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍ ୫ ନିର୍ଦ୍ଦେଶାବଳି ନ‌ଭେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ୨. ବୈଜୟନ୍ତ-ବାହାମାସ୍ ଲିଙ୍କ୍ ନେଇ ଗର୍ଜିଲା ‘ପାଥ୍’ । ୩. ଭାରତ-ଆମେରିକା ୨+୨ ବୈଠକ, ଯେ କୌଣସି ବିପଦ ପାଇଁ ଭାରତ ସହ ରହିଛୁ: ପମ୍ପିଓ । ୪. ନୂଆଦିଲ୍ଲୀ: ଅଙ୍ଗନବାଡ଼ି କର୍ମୀଙ୍କୁ ପ୍ରି-ପ୍ରାଇମେରି ଶିକ୍ଷକ […]

କେନ୍ଦ୍ର ଜାରି କଲା ଅନଲକ୍-୬

ନୂଆଦିଲ୍ଲୀ,୨୭/୧୦(ସତ୍ୟସନ୍ଧାନ ଡେସ୍କ) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଅନଲକ୍ ୬ ପାଇଁ  ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଏହି ନିୟମ ନଭେମ୍ବର ୩୦ ପର୍ଯ୍ୟନ୍ତ ଲାଗୁ ରହିବ । କରୋନା ଭାଇରସ୍ ପର୍ଯ୍ୟାୟକୁ ଧ୍ୟାନରେ ରଖି ପୂର୍ବ ନିର୍ଦ୍ଦେଶାବଳୀକୁ ବଢାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏଥିରେ ବ୍ୟକ୍ତି ଏବଂ ସାମଗ୍ରୀର ଆନ୍ତ ରାଜ୍ୟ ତଥା ଆନ୍ତରାଜ୍ୟ ଗତିବିଧି ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଏହିପରି ଗତିବିଧି ପାଇଁ କୌଣସି ପୃଥକ ଅନୁମତି , […]

ଆଜିର ରାଶିଫଳ

ଅକ୍ଟୋବର ୨୭ ତାରିଖ ୨୦୨୦ମସିହା(ମଙ୍ଗଳବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଏକାଦଶୀ, ଧନୁ ରାଶି ର ଘାତଚନ୍ଦ୍ର,ମକର ରାଶିର ଘାତ ବାର, ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଆଜିର ରାଶିଫଳ। ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। […]

ବାପା ପେଟରେ ପବଜୀ ଛୁରୀ

ଖବର ଆଜିର,ତାରିଖ ୨୭/୧୦/୨୦ ମଙ୍ଗଳବାର। ୧-ବାପା ପେଟରେ ପବଜୀ ଛୁରୀ । ପବଜୀ ଖେଳ ପାଇଁ ବାପାକୁ ଛୁରୀ ଭୁସିଦେଲା ପୁଅ ।–ଗୁଜୁରାଟର ସୁରଟର ଜବାହରନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା । ୨-ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ । ୩-ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କୁ ବିଶ୍ରାମ । ୩ ଫର୍ମାଟର ମଙ୍ଗ ଧରିଲେ ବିରାଟ କୋହଲି । ୪-ପ୍ରଚାର […]

ମନ୍ତ୍ରଶକ୍ତି…

ଆଜି ରାତିର ଗପ –ମନ୍ତ୍ରଶକ୍ତି… ପୁରୁଣା କାଳର କଥା । ସେତେବେଳେ ତ ନେପାଳରେ ପ୍ରତ୍ୟେକ ଲୋକଙ୍କର କିଛି ନା କିଛି ମନ୍ତ୍ର ଶକ୍ତି ଥାଏ । ଗୋଟିଏ ଗ୍ରାମରେ ବର୍ଦ୍ଧନ ନାମରେ ଜଣେ ବୃଦ୍ଧ ଥାଏ । ସେ ପଶୁ ଚରାଇ ତା’ ପେଟ ପୋଷେ । ଦିନେ ପଶୁ ଚରାଇବା ବେଳେ ତାକୁ ବହୁତ ଶୋଷ ଲାଗିଲା ବାରୁ ନିକଟସ୍ଥ କୁଅକୁ ପାଣି ପିଇବାକୁ ଗଲା । ଦେଖିଲା ସେ ଗ୍ରାମର କେତେକ ଲୋକ […]

ଆଜିର ଦିନଟି କିପରି କଟିବ ଜାଣନ୍ତୁ ?

ଅକ୍ଟୋବର ୨୬ ତାରିଖ ୨୦୨୦ମସିହା(ସୋମବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଦଶମୀ ,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର, ଆଜି ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, କଳମଶାଗ , ଶିମ୍ବ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ:-ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ […]

ଓଡ଼ିଶାରେ ବି ଟିକା ରାଜନୀତି

ଖବର ଆଜିର,ତାରିଖ ୨୬/୧୦/୨୦ ସୋମବାର। ୧-ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ । ୨-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌। ୩-ଓଡ଼ିଶାରେ ବି ଟିକା ରାଜନୀତି; ବିଜେଡି-ବିଜେପି ମୁହାଁମୁହିଁ: ବିହାରରେ ଯଦି ମାଗଣା, ଓଡ଼ିଶାରେ ? ୪-ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କଲା ବିଜେପି, ପିଆଜ ଦର ବୃଦ୍ଧି ପ୍ରସଙ୍ଗ ପିଆଜ ମିସନ୍ ନେଇ ପ୍ରଶ୍ନ ଉଠାଇଲା […]

ମନ୍ଦିରରେ ପଡିଲା ତାଲା

ବାରଙ୍ଗ,୨୫/୧୦(ଏସ୍‌ଏସ୍‌ନିୟୁଜ) ମନ୍ଦିରରେ ପଡିଲା ତାଲା ।ଏହି ଭଳି ଏକ ଘଟଣା ଘଟିଛି ବାରଙ୍ଗ କନକଦୁର୍ଗାଙ୍କ ମନ୍ଦିରରେ ।ଯାହାଫଳରେ ସର୍ବପୁରାତନ ମନ୍ଦିର ମା କନକଦୁର୍ଗାଙ୍କ ନିତୀକାନ୍ତିରେ ବ୍ୟାଘାତ ସୃଷ୍ଟି ହୋଇଛି । ଦଶହରା ପାଇଁ ଏହି ପୀଠ ଚଳଚଂଚଳ ହୋଇଉଠିଥାଏ ।କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ଚଳିତ ବର୍ଷ ମନ୍ଦିରରେ ତାଲା ପକାଇଛି ।ଫଳରେ ବହୁ ଭକ୍ତ ନିରାଶ ହୋଇ ଫେରିଥିବାର ଦେଖିବାକୁ ମିଳିଛି ।ପ୍ରାୟତଃ ନବମୀ ଓ ଦଶମୀରେ ଏହି ଜାଗାରେ ଗାଡି ପୁଜା ହୋଇଥାଏ […]

ବିନା ଭକ୍ତ, ରକ୍ତରେ ହେଲା ଛତର ଯାତ୍ରା

ଖବର ଆଜିର,ତାରିଖ ୨୫/୧୦/୨୦ ରବିବାର। ୧-ରୋମାଞ୍ଚକର ମ୍ୟାଚ । ହାଇଦ୍ରାବାଦ ହାତରୁ ମ୍ୟାଚ ଛଡାଇନେଲା ପଞ୍ଜାବ । ୧୨ ରନରେ ବିଜୟ ହାସଲ କଲା ରାହୁଲ ବାହିନୀ । ୨-ବ୍ୟାଟିଂ ପରେ ବୋଲିଂରେ ଚମତ୍କାର । ୫୯ ରନରେ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର୍ସ । ୩-ବାଲେଶ୍ୱରରେ ଜମୁଛି ପ୍ରଚାର : ବଡ ଘୋଷଣା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବିଜେଡି ପ୍ରଚାରରେ ୩ ମନ୍ତ୍ରୀ । ୪-ଚୀନ୍ […]