Browsing monthly archive

October 2020

ଆଜିର ଦିନଟି କିପରି କଟିବ ଜାଣନ୍ତୁ ?

ଅକ୍ଟୋବର ୨୫ ତାରିଖ ୨୦୨୦ମସିହା(ରବିବାର)ଆଶ୍ଵିନ-ଶୁକ୍ଳପକ୍ଷତିଥି-ନବମୀ, ନକ୍ଷତ୍ର-ଧନିଷ୍ଟା , ସିଂହ ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତ ବାର, ଆଜି ଦଶମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜି ଲାଉ , କଳମଶାଗ ଭକ୍ଷଣ ନିଷେଧ,ଆଜିର ରାଶିଫଳ । ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ […]

ମୁକ୍ତିଲାଭ କଲା ମହାଯୋଗୀ ସୋମନାଥ ଦିଅନ୍ତି ମୁକ୍ତି

ବାରଙ୍ଗ,୨୧/୧୦(ଏସ୍‌ଏସ୍‌ନିୟୁଜ)ପବିତ୍ର ଦୁର୍ଗାପୂଜା ଅବସରରେ ମାଯୋଗମାୟା ଟ୍ରାଭେଲ୍ସ ଓ ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ୍ ର ମିଳିତ ଉଦ୍ୟମରେ ମୁକ୍ତିଲାଭ କରିଛି ଭାବପୁର୍ଣ ଓଡିଆ ଭଜନ ମହାଯୋଗୀ ସୋମନାଥ ଦିଅନ୍ତି ମୁକ୍ତି । ସତ୍ୟସନ୍ଧାନ ୱେବ୍‌ଚ୍ୟାନେଲ୍ ର ମୁଖ୍ୟ ସମ୍ପାଦକ ତ୍ରିଲୋଚନ ରାଉତ, ବିଜେଡି ଭୁବନେଶ୍ୱରଜିଲ୍ଲାସାଧାରଣ ସମ୍ପାଦକତଥା ବରିମୁଣ୍ଡ ପଂଚାୟତର ସରପଂଚ ବିରେନ୍ଦ୍ରଜେନା, ବାବା ସୋମନାଥ ସେନାର ବରିଷ୍ଠ ସଦସ୍ୟ ବଳରାମ ସାହୁ, ଶ୍ରୀଶ୍ରୀ ସୋମନାଥଦେବ ମହାଯଜ୍ଞକମିଟିର ସଦସ୍ୟ ପ୍ରମୋଦକୁମାରପ୍ରଧାନ. ଶିକ୍ଷାବିତ୍ ରବିନ୍ଦ୍ରକୁମାର ପଣ୍ଡା, ମୁରବୀ ବସନ୍ତକୁମାର ପଣ୍ଡା, ବାବା ସୋମନାଥ […]

ଟିକା ଆଶା ଦେଖାଇଲେ

ଖବର ଆଜିର,ତାରିଖ ୨୪/୧୦/୨୦ ଶନିବାର। ୧-ମୁମ୍ବାଇ ସମ୍ମୁଖରେ ଧୋନୀ ବାହିନୀର ଆତ୍ମସମର୍ପଣ, ୧୦ ଓ୍ଵିକେଟ୍‌ରେ ମ୍ୟାଚ୍ ହାରି ପ୍ଲେଅଫ ଦୌଡରୁ ବାଦ୍ ପଡିଲା ଚେନ୍ନାଇ ସୁପର କିଙ୍ଗ୍ସ । ୨-ଟିକା ଆଶା ଦେଖାଇଲେ :- ଡାଟାବେସ୍ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଲେ ସରକାର । ୩-‘ସ୍ପୁଟନିକ୍‌-ଭି’ରେ ସାମିଲ ହେବେ ୧୦୦ ଭାରତୀୟ । ୪-ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ, ପ୍ରଥମ ଥର ପାଇଁ ଦୁଇ ମାସ ମଧ୍ୟରେ ସକ୍ରିୟ କରୋନା ମାମଲା ୭ ଲକ୍ଷ ତଳେ […]

ଆଜିର ରାଶିଫଳ

ଅକ୍ଟୋବର ୨୪ ତାରିଖ ୨୦୨୦ମସିହା(ଶନିବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ , ସିଂହ ରାଶି ର ଘାତଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟା ରାଶି ର ଘାତବାର , ଆଜି ନବମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜିର ରାଶିଫଳ । ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର […]

ଆଜିର ରାଶିଫଳ

ଅକ୍ଟୋବର ୨୩ ତାରିଖ ୨୦୨୦ମସିହା(ଶୁକ୍ରବାର),ଆଶ୍ଵିନ-ଶୁକ୍ଳପକ୍ଷ,ତିଥି-ସପ୍ତମୀ, ନକ୍ଷତ୍ର-ଉତ୍ତରାଷ, ସିଂହ ରାଶି ର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,ଆଜି ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ, ଆଜିର ରାଶିଫଳ । ମେଷ: –ଆଶାବାଦୀ ହୋଇପାରନ୍ତି। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ […]

ବିହାର ନିର୍ବାଚନ- ବିଜେପି କହିଲା, ଭୋଟ ଦେଲେ ମିଳିବ ମାଗଣା ଟିକା

ଖବର ଆଜିର,ତାରିଖ ୨୩/୧୦/୨୦ ଶୁକ୍ରବାର। ୧-ରାଜସ୍ଥାନ ରୟାଲ୍ସକୁ ୮ ଉଇକେଟରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ୍ । ୨-ରାସନ କାର୍ଡ ଆବେଦନଠୁ ଧାନ ସଂଗ୍ରହ ପଞ୍ଜୀକରଣ : ଏବେ ଅନ୍‌ଲାଇନ୍ । ୩-ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା ।ଉଦ୍‌ଘାଟନର ମାତ୍ର ଅଢେଇ ମାସ ମଧ୍ୟରେ ଖରାପ ହୋଇଗଲା ବୁର୍ଲା ରକ୍ତଭଣ୍ଡାର ପ୍ଲାଜମା ଷ୍ଟୋରେଜ ଫ୍ରିଜ। ୪-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଅସାଧୁ ବେପାରିଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ, […]

ଅସଲି ଭିତରେ ନକଲି…. ଧରାପଡିଲା ଚୋରା କାରବାର ଗିରଫ ହେଲେ ମ୍ୟାନେଜର ଓ ସୁପରଭାଇଜର

ଚନ୍ଦକା ,୨୨/୧୦(ଏସ ଏସ ନିୟୁଜ)ଅନ୍ୟ କମ୍ପାନୀର ଲୋଗୋକୁ ନକଲ  କରି ପାନୀୟ ଜଳ ତିଆରି କରୁଥିବା ଅଭିଯୋଗରେ ଗୁରୁବାର ଦିନ ଚନ୍ଦକାଥାନା ପୋଲିସ ଏକ କମ୍ପାନୀର ମ୍ୟାନେଜର ଓ ସୁପରଭାଇଜରକୁ ଗିରଫ କରିବା ସହ ପାନୀୟ ଜଳ ଉପ୍ତାଦନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଛି।ପ୍ରକାସ ଯେ ,ଚନ୍ଦକାଥାନା ଅନ୍ତର୍ଗତ ମେଣ୍ଢାଶାଳ ଗ୍ରାମ ପାଖରେ ଥିବା ଗ୍ରାମଡିହଠାରେ ଲକ୍ଷ୍ମୀପାନୀୟ ନାମକ ଏକ କମ୍ପାନୀ ପାନୀୟ ଜଳ ତିଆରି କରି ବିକ୍ରୟ କରୁଥିଲା ।ଏହି କମ୍ପାନୀ ବିସଲାରି ଠାରୁ […]

ଶାବକ ଜନ୍ମ କଲା ମଣିପୁର

ବାରଙ୍ଗ,୨୨/୧୦(ଏସଏସନିୟୁଜ) ଗୁରୁବାରଦିନ ନନ୍ଦନକାନନରେ ଏକ ମଣିପୁର ହରିଣ ଗୋଟିଏ ଶାବକ ଜନ୍ମ ଦେଇଛି । ଜନ୍ମଦେବାପରେ ମାଆ ଓ ଛୁଆ ଉଭୟ ସୁସ୍ଥରେ ଖୁଆଡ ୩୬ବି ରେ ବିଚରଣ କରୁଥିବାର ଦେଖିବାକୁ ମିଳିଛି ।ମାଆ ଓ ଛୁଆ  ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ନନ୍ଦନକାନନରେ ୧୪ରେ ପହଁଚିଛି ।ସେଥିମଧ୍ୟରେ ୬ଅଣ୍ଡିରା,୫ମାଇ ଓ ୩ଜଣଙ୍କର ଲିଙ୍ଗ ନିରୁପଣ ହୋଇପାରିନଥିବାର ଜଣାପଡିଛି ।  

ଚୋରା ମରମ ଚାଳଣରେ ବେଳେ ଧରାପଡିଲା ଟ୍ରାକ୍ଟର

ଡେଲାଙ୍ଗ୨୧/୧୦(ଏସଏସନିୟୁଜ) ଡେଲାଙ୍ଗ ପୁଲିସ ଆଜି ଚୋରା ମରମ ଚାଲଣ ଘଟଣାରେ ଜଣକୁ ଗିରଫ କରିବା ସହିତ ଏକ ମୋରମ ବୋଝେଇ ଟ୍ରାକ୍ଟର ଜବତ କରିଛି । ଡେଲାଙ୍ଗ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୁଆପଦା ଗ୍ରାମ ନିକବର୍ତ୍ତି ଅଂଚଳରୁ ଏକ ଟ୍ରାକ୍ଟରରେ ମୋରମ ଆସୁଥିବାର ପୁଲିସ ଦେଖିବାକୁ ପାଇଥିଲା । ପୋଲିସ ଗାଡିକୁ ଅଟକାଇ କାଗଜ ପତ୍ର ତନଖିବା ପରେ ଚୋରା ମୋରମ ଚାଲଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏହି ଘଟଣାରେ କୁଆପଦା ଗ୍ରାମର […]

ସହାୟତାର ହାତ ବଢାଇଲେ ଡ.ପ୍ରତିଭା ମହାରଥି

ଡେଲାଙ୍ଗ ୨୧/୧୦ (ଏସଏସନିୟୁଜ) ଡେଲାଙ୍ଗ ଥାନା ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମରେ ଦୁଇ ନାବାଳିକା ପୋଖରୀ ବୁଡି ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ଡେଲାଙ୍ଗ- ପିପିଲିର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଧର୍ମପତ୍ନୀ ଡଃ.ପ୍ରତିଭା ମହାରଥି । ପ୍ରକାସ ଥାଉକି ଗତ ୭ ଅକ୍ଟୋବର ବୁଧବାର ସକାଳ ୯.୩୦ରେ ଗଣ୍ଡପଡା ଗ୍ରାମର ବିରଂଚି ବେହେରା ଙ୍କ ଝିଅ ଲିଜାରାଣୀ (୧୦) ଓ ବିଜୟ ବେହେରାଙ୍କ ଝିଅ […]