Browsing daily archive

November 20, 2020

ବାରଙ୍ଗରେ ପୁଣି କରୋନାର ଭୟ ,୮ପଜିଟିଭ ଚିହ୍ନଟ

ବାରଙ୍ଗ,୨୦/୧୧(ଏସ୍‌ଏସ୍‌ନିୟୁଜ)ପୁଣି ବାରଙ୍ଗରେ କରୋନା ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଦୀର୍ଘଦିନର ବ୍ୟବଧାନ ପରେ କରୋନାକୁ ନେଇ ବାରଙ୍ଗ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି ବାରଙ୍ଗ ଅଂଚଳରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଲୋକ ମାନେ ଛାନିଆ ହୋଇପଡିଛନ୍ତି ।ଗତକିଛିଦିନ ହେବ ବାରଙ୍ଗବ୍ଲକର ବେଲ ଗଛିଆ ପଂଚାୟତରେ କେତେକ ଲୋକ ଜ୍ୱରରେ ଆକ୍ରନ୍ତ ହୋଇଔଷଧ ଖାଉଥିଲେ ମଧ୍ୟ ଜ୍ୱର କମିନଥିଲା । ଏ ବିଷୟରେ ବ୍ଲକ ପ୍ରଶାସନ ସୁଚନା ପାଇ […]

କେରଳର ଆଇପିଏସ୍ କେସିଙ୍ଗାର ଏସଡିପିଓ

କେସିଙ୍ଗା,୨୦/୧୧(ଏସଏସନିୟୁଜ) ଆତଙ୍କବାଦ ବିରୋଧୀ ତାଲିମ ଚାନ୍ଦକାରେ ଥିବା SOG କେନ୍ଦ୍ରରେ ଶେଷ ହେବା ପରେ କେରଳର ଆଇପିଏସ୍ ଏସ୍ ସୁଶ୍ରୀ କେସିଙ୍ଗା ସବ୍ ଡିଭିଜନର ଏସଡିପିଓ ଭାବରେ ଦାୟିତ୍ ଗ୍ରହଣ କରିଛନ୍ତି। ୨୦୧୮ ବ୍ୟାଚ୍ ର ଏହି ଆଇପିଏସ୍ ଅଫିସର ସିଭିଲ ସର୍ଭିସ ପରୀକ୍ଷାରେ ୧୫୧ ପଦବୀ ହାସଲ କରିଥିଲେ।ତାଙ୍କ ଘର କେରଳର କୋଲାମ ସହରରେ ହୋଇଥିବା ବେଳେ ତାଙ୍କ ପିତା ସୁନୀଲ କୁମାର ଜଣେ ଅବସରପ୍ରାପ୍ତ CRPF ଅଧିକାରୀ ଥିଲେ । ଏହାସହିତ ତାମିଲନାଡୁର ଅଭିଲାଶ […]

ଆଜିର ରାଶିଫଳ

ନଭେମ୍ବର ୨୦ ତାରିଖ ୨୦୨୦ ମସିହା(ଶୁକ୍ରବାର)କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ , ସିଂହ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ , ଆଜି ନିମ୍ବ ଭକ୍ଷଣ ନିଷେଧ,ଆଜିର ରାଶିଫଳ । ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ […]

ହାତ ଆଉ ହାତୀଠୁ ଅଲଗା..

ଆଜି ସକାଳର ଖବର,ତାରିଖ ୨୦-୧୧-୨୦ ଶୁକ୍ରବାର ।  ୧-ପୁଣି ତେଜିଲା ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବି: ଅନଶନକାରୀ ଙ୍କୁ ପୋଲିସ ଉଠାଇ ନେଲା । ୨-କଟକର ସୁନା ଋଣ ସଂସ୍ଥାରେ ରହସ୍ୟମୟ ଲୁଟ । ବନ୍ଧୁକ ଦେଖାଇ ୧୦ ମିନିଟରେ ଲୁଟିନେଲେ ୧୦ କୋଟିରୁ ଅଧିକ ଟଙ୍କା, ୨୦ ମିନିଟ ପୂର୍ବରୁ ଖୋଲିଥିଲା ଶାଖା । ୩-ପିଓକେରେ ଭାରତ ପକ୍ଷରୁ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ହୋଇନାହିଁ : ଲେଫ୍ଟନାଣ୍ଟ ଜେନେରାଲ୍ ପରମଜିତ୍ ସିଂ ୪-ବିଧାନସଭା ଶୀତ ଅଧିବେଶନ […]