Browsing daily archive

November 22, 2020

ଶୀତରେ ହେବ ବର୍ଷା,ସୃଷ୍ଟି ହେଲା ଲଘୁଚାପ

ଆଜି ସକାଳର ଖବର,ତାରିଖ ୨୨-୧୧-୨୦ ରବିବାର। ୧-ବରଗଡ଼ ସ୍ବାସ୍ଥ୍ୟସେବାରେ ଅବ୍ୟବସ୍ଥା,ଅତି ବିପଜ୍ଜନକ ଭାବେ ଜଣେ ଅଟୋ ରିକ୍ସାରେ ଓ ଆଉଜଣେ ଡାକ୍ତରଖାନା ପରିସରରେ ଥିବା ମାତୃମଙ୍ଗଳ କେନ୍ଦ୍ରର ବାରଣ୍ଡାରେ ପ୍ରସବ କରିଥିଲେ । ୨-ଶୀତରେ ବର୍ଷା: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪୮ଘଣ୍ଟାରେ ନେବ ଅବପାତର ରୂପ,ଆଜିଠୁ ଘଡଘଡି ସାଙ୍ଗକୁ ବର୍ଷା ସମ୍ଭାବନା ୩-ଏବେ କରୋନାରେ ଫୁସଫୁସର ହେବନି କ୍ଷତି, ଭାରତୀୟ-ଆମେରିକୀୟ ଡାକ୍ତର ପାଇଲେ ଭାଇରସର ଚିକିତ୍ସା ପଦ୍ଧତି । ୪-ଅନ୍ଧାରରେ ଡୁବିଲା ଆମେରିକୀୟ ସହର ୟୁଟିଗବିକ୍, […]

ଭାରସମ୍ୟ ହରାଇ ଓଲଟିଲା ୪୦୭

ବାରଙ୍ଗ,୨୧/୧୧(ଏସଏସନିୟୁଜ) ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ୪୦୭ ।ଦୀର୍ଘ ସମୟଧରି ରାସ୍ତାରେ ଗାଡିଟି ପଡିରହିଥିବାରୁ ଯାତାୟତରେ ବାଧକ ସାଜିଥିଲା । ପରେ କ୍ରେନ୍ ଆସି ଗାଡିକୁ ଉଠାଇବାପରେ ଯାତାୟତ ସ୍ୱାଭାବିକ ହୋଇଥିଲା ।ଏହିପରି ଏକ ଘଟଣା ଆଜି ମଧ୍ୟାନ୍ନରେ ରାଜଧାନୀ ଉପକଣ୍ଠ ଢାୱାଗ୍ରାମମୁଣ୍ଡରେ ଘଟିଛି ।ଭୁବନେଶ୍ୱର ବ୍ଲକରୁ କଂଟ୍ରୋଲଚାଉଳ ନେଇ ୫ପଂଚାୟତକୁ ଅସୁଥିଲା ଓଆର୦୨-ଏପି-୭୧୨୧ନଂ ୪୦୭ ।ଢାୱା ଗ୍ରାମକୁ ୬୨ବସ୍ତା କଂଟ୍ରୋଲ ସାମଗ୍ରୀ ନେଇ ଡିଲରକୁ ଦେବାକୁ ଆସୁଥିବାବେଳେ ଢାୱା-ଖୈରାପଡା ରାସ୍ତାର ଦାସମଣିଆ ବାଙ୍କ ପାଖରେ ଗାଡିଟି […]

ଅଁଳାନବମୀ ପାଇଁ ନୀତି ନିଘଣ୍ଟ ହେଲା

ସାକ୍ଷୀଗୋପାଳ,୨୨/୧୧(ଏସ ଏସ ନିୟୁଜ ) ସୋମବାର ହେଉଛି ପବିତ୍ର ଅଁଳାନବମୀ ।ଏଥିପାଇ ଚଳଚଞ୍ଚଳ ହୋଇଉଠିଥାନ୍ତା ସାକ୍ଷୀଗୋପିନାଥଙ୍କ ମନ୍ଦିର ।କିନ୍ତୁ କାରୋନା କଟକଣା ପାଇ ସବୁ ଫିକା ପଡିଗଲା ।ଏଥର ବିନା ଭକ୍ତରେ ମନ୍ଦିରରେ ଅଁଳାନବମୀ ପୂଜା ହେବ,ରାଧା ପଦ ଦର୍ଶନ ପାଇ ମଧ୍ୟ ପ୍ରଶାସନ ପକ୍ଷରୁ କଟକଣା ମଧ୍ୟ ଜାରି କରାଯାଇଛି । ଡାକବାଜି ଜନ୍ତ୍ର ଦ୍ଵାରା ସାଧାରଣ ଲୋକଙ୍କୁ ସୂଚନା ଦିଆଯିବା ସହ ୧୪୪ ଜାରି ପାଇ କୁହାସରିଲାଣି । ଆରପଟେ ସେବାୟତ ସଂଘର ନିସ୍ପତିକ୍ରମେ […]

ଆଜିର ରାଶିଫଳ

ନଭେମ୍ବର ୨୨ ତାରିଖ ୨୦୨୦ ମସିହା(ରବିବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ମେଷ ରାଶି ର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ ,ଆଜି ନଡ଼ିଆ ଭକ୍ଷଣ ନିଷେଧ,  ଆଜିର ରାଶିଫଳ। ମେଷ:-ଆଜି ଦିନରୁ ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତ ହେବାରୁ ମନୋବଳ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର […]