Browsing monthly archive

November 2020

ସତ୍ୟବାଦୀ ପୋଲିସ ଜବତ କଲା ୬୦ ଲକ୍ଷ ଟଙ୍କାର ଧଳା ଜହର

ସାକ୍ଷୀଗୋପାଳ,୧/୧୧(ଏସ ଏସ ନିୟୁଜ)ସତ୍ୟବାଦୀ ଥାନା ପୋଲିସ  ପେଟୋଲିଂ ବେଳେ ବ୍ରାଉନ ସୁଗାର ଧରିବାରେ ସକ୍ଷମ  ହୋଇଛନ୍ତି ।ପୋଲିସ ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରେ ପ୍ରାଟୋଲିଂ କରୁଥିବା ବେଳେ ଭୁବନେଶ୍ୱର ଆଡୁ  ଆସୁଥିବା ଏକ ଧଳା ରଙ୍ଗର ହୁଣ୍ଡାଇ କାରକୁ ରୋକିଥିଲ୍ଲେ  । କାରଟିକୁ ଯାଞ୍ଚ ବେଳେ ୩୦୨ ଗ୍ରାମ ର ବ୍ରାଉନ ସୁଗାର  ଜବତ କରିଥିଲେ ।କାରରେ ବସିଥିବା ଡ୍ରାଇଭରକୁମିଶାଇ ୫ଜଣଙ୍କୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣକରିଛି ।ପୁରୀ ଏସପି ଅଖିଳେଶ୍ୱ ସିଂଙ୍କ […]

ଭାଷଣ ବେଳେ ଭୁଶୁଡିଲା ମଞ୍ଚ

ଖବର ଆଜିରତାରିଖ ୦୧-୧୧-୨୦ ରବିବାର । ୧-କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା ହାଇଦ୍ରାବାଦ, ମୁମ୍ବାଇ ପରେ ୩ଟି ଦଳକୁ ନେଇ ସସପେନ୍ସ । ୨-ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ୩-ନଭେମ୍ବରରେ ସ୍କୁଲ୍ ଖୋଲିବା ନେଇ ସରକାର ଠୋସ୍ ନିଷ୍ପତ୍ତି ଜଣାଇଲେ ନାହିଁ। ୧୫ ତାରିଖ ପରେ ବିଦ୍ୟାଳୟ ଓ ଗଣଶିକ୍ଷା […]

ଆଜିର ରାଶିଫଳ

ନଭେମ୍ବର ୦୧ ତାରିଖ ୨୦୨୦ ମସିହା(ରବିବାର),କାର୍ତ୍ତିକ-କୃଷ୍ଣପକ୍ଷ,ତିଥି-ପ୍ରତିପଦ ,ବିଛା ରାଶି ର ଘାତଚନ୍ଦ,ମେଷ ରାଶିର ଘାତ ବାର ,ପ୍ରତିପଦ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ଆଜିର ରାଶିଫଳ । ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ। ଧର୍ମକାର୍ଯ୍ୟରେ ରୁଚି ବଢ଼ିବ, ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ, କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ  । ପରିବାରରେ ଆମୋଦ-ପ୍ରମୋଦରେ ସମୟ […]