Browsing monthly archive

November 2020

ସରିଲା ସୁଟିଂ,ଉନ୍ମୋଚନକୁ ଅପେକ୍ଷା …

ବାରଙ୍ଗ,୩୦/୧୧(ଏସ୍‌ଏସ୍‌ନିୟୁଜ)ଭୁବନେଶ୍ୱର ଉତର ନିର୍ବାଚନମଣ୍ଡଳୀର ଢାୱା ଗ୍ରାମରେ ଅବସ୍ଥାପିତ କରିଛନ୍ତି ପାଖାପାଖି ୧୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କ ଆରାଧ୍ୟ ଶୈବପୀଠ ବାବା ସୋମନାଥ ମନ୍ଦିର ।ଏହି ପୀଠର ଅଧିଷ୍ଠିତ ଠାକୁର ବାବା ସୋମନାଥ ମନ୍ଦିରରେ ବାରମାସରେ ୧୩ପର୍ବ ଭଳି ଭିନ୍ନଭିନ୍ନ ଯାନିଯାତ୍ରା ଲାଗିରହିଥାଏ ।ବହୁ ଅଲୈାକିକ ଘଟଣାକ୍ରମ ସହ କିମ୍ବଦନ୍ତୀକୁ ବୁକୁରେ ଜାବୁଡି ଧରି ଦଣ୍ଡାୟମାନ ହୋଇଛି ଏହି ପୀଠ । ଏହି ପୀଠର ମହାନ୍ତ୍ୟ ଓ ମହିମାକୁ ସାଧାରଣ ରେ ପହଁଚାଇବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ।ଏହାଭିତରେ […]

ଆ-କା-ମା-ବୈ ର ବିଶେଷତ୍ଵ

ଆ-କା-ମା-ବୈ-କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରେ ଡଙ୍ଗା ଭସାଇବା ବେଳେ ସାଧାରଣତଃ ବୋଲା ଯାଇଥାଏ।ଆ-କା-ମା-ଭୈ, ପାନ ଗୁଆ ଖାଇ।ପାନ ଗୁଆ ତୋର, ମାସିକ ଧରମ ମୋର। ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଭୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, […]

ଆଜିର ରାଶିଫଳ

ନଭେମ୍ବର ୩୦ ତାରିଖ ୨୦୨୦ ମସିହା(ସୋମବାର)କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା,ମିଥୁନ ରାଶି ର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଶ୍ରାଦ୍ଧ,ଆମିଷ ଓ ପାଣିକଖାରୁ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। ବୃଷ-ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ […]

ମହାପଂଚୁକରେ ସଙ୍କୀର୍ତ୍ତନ ମହୋତ୍ସବ

ବାରଙ୍ଗ,୨୯/୧୧(ଏସଏସନିୟୁଜ) ଭୁବନେଶ୍ୱର ବ୍ଲକର ଦାଢା ପଞ୍ଚାୟତ ଅନ୍ତର୍ଗତ ମା ସାଥିଭଉଣି କୁତାମଚଣ୍ଡି ମନ୍ଦିର ପରିସରରେ ଆଜି ମହାପଞ୍ଚୁକ ଉପଲକ୍ଷେ ଏକ ସଙ୍କୀର୍ତ୍ତନ ମହୋତ୍ସବର ଆୟୋଜନ ହୋଇଯାଇଛି। ଗତ ବର୍ଷ ଠାରୁ ଶୁଭାରମ୍ଭ ହୋଇଥିବା ୫୨ ମଣ୍ଡଳ ମହକାର୍ତିକ ସଙ୍କୀର୍ତ୍ତନ ମହୋତ୍ସବର ଦ୍ଵିତୀୟ ବାର୍ଷିକ ମହୋତ୍ସବ କରୋନା ମହାମାରୀ ସମୟରେ ସାମାଜିକ ଦୁରତ୍ଵ ରକ୍ଷାକାରୀ ଆଜି ଏହି ମନ୍ଦିର ପରିସରରେ ଅନୁଷ୍ଠିତ ହେଲା। ଏହି କାର୍ଯ୍ୟକ୍ରମର ସଂଯୋଜକ ବସନ୍ତ କୁମାର ମହାପାତ୍ର, ସଭାପତି ଭଗବାନ ଜେନା, ୫୨ ମଣ୍ଡଳର […]

ଦଳରୁ ବହିଷ୍କାର ହେଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର,୨୯/୧୧(ଏସଏସନିୟୁଜ)ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରାଯାଇ ଥିବା ନେଇ ଆଜି ଏକ ପ୍ରେସ ବାର୍ତ୍ତା ଯୋଗେ ଦଳ ତରଫରୁ ସୂଚନା ଦିଆଯାଇଛି ।ଦଳ ବିରୋଧୀ କାର୍ଯ୍ୟ ପାଇ ତାଙ୍କୁ ଆଗରୁ ତୃତୀୟ ମହଲାରୁ ତାଙ୍କୁ ସତର୍କ ଓ ତାଗିଦ କରାଯାଇଥିଲା ।ଆଇଏଫଏସ ଅଭୟ ପାଠକଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦଳ ପକ୍ଷରୁ ରବିବାର ଏକ ପ୍ରେସ […]

ଡଙ୍ଗାଭସାରେ ରୋକ ଲଗାଇଲା ପୋଲିସ

ଭୁବନେଶ୍ବର,୨୯/୧୧(ଏସଏସନିୟୁଜ)ଡଙ୍ଗାଭସାରେ  ଡଙ୍ଗା ଭସା ଇବା  ଓ ବୋଇତ ବନ୍ଦାଣରେରୋକ ଲଗାଇଲା କମିସିନେରେଟ  ପୋଲିସ ।କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ବଢିଭୋରୁ ଆସି ବିଭିର୍ଣ ପୋଖରୀ ,ଜଳାଶୟରେ ଡଙ୍ଗା ଭସାଇବା  ଉପରେ କଟକଣା  କରାଯାଇଛି  ।  ଏହା ସହ ଡଙ୍ଗାଭସା ଇ ମନ୍ଦିରକୁ ନଯିବାକୁ ପୋଲିସ ସତର୍କ ସହ ବାରଣ ମଧ୍ୟ କରିଛି  । ମହାମାରୀ କରୋନ ପାଇ ଏହି  ନିଷେଧାଦେଶ ଲଗାଯାଇଛି।ଏଥିନିମନ୍ତେ ବିଭିର୍ଣ ସ୍ତାନରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯିବାର ବ୍ୟବସ୍ତା ଥିବାବେଳେ ନିୟମ ଉଲଙ୍ଘନ କଲେ କାର୍ଯ୍ଯନୁଷ୍ଟାନ ଗ୍ରହଣ କରାଯିବ ସହ […]

ଚାଷୀଙ୍କ ଚରମବାଣୀ

ଖବର ଆଜିର,ତାରିଖ ୨୯-୧୧-୨୦ ରବିବାର । ୧-୨ୟ ଦିନିକିଆ ଆଜି; ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ । ୨-ଧନୀ ରାଷ୍ଟ୍ରରେ ଶିକ୍ଷିତ ପ୍ରବାସୀଙ୍କ ତାଲିକାରେ ଭାରତୀୟ ଶୀର୍ଷରେ । ୩-ଛୋଟ ଋଣକାରୀଙ୍କୁ ବଡ ଝଟକା ! ଲୋନ ମୋରାଟୋରିୟମ ବଢାଇବାକୁ କେନ୍ଦ୍ରର ବିରୋଧ, କହିଲେ- ବଢିବ ମୁସ୍କିଲ ୪-ଗଞ୍ଜାମକୁ ଲମ୍ବିଛି ‘ପାଠକ’ ଚେର; ବ୍ରହ୍ମପୁର ବ୍ୟାଙ୍କରେ ଜମା ହୋଇଛି ଟଙ୍କା । ୫-କୃଷକଙ୍କ ଆନ୍ଦୋଳନ ଜୋରଦାର : ଆଲୋଚନା ପାଇଁ ସରକାର ପ୍ରସ୍ତୁତ-ଅମିତ ଶାହା . ୬-ସରକାରଙ୍କୁ […]

ଆଜିର ରାଶିଫଳ

ନଭେମ୍ବର ୨୯ ତାରିଖ ୨୦୨୦ ମସିହା(ରବିବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ,ବିଛା ରାଶିର ଘାତଚନ୍ଦ୍ର, ମେଷ ରାଶି ର ଘାତବାର,ପୂର୍ଣ୍ଣିମାର ପ୍ରାବଣ ଶ୍ରାଦ୍ଧ, ଆମିଷ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ। […]

ମାଓବାଦୀଙ୍କ ପାଇଁ ଓଡିଶା ପୁଲିସର ସହୃଦୟତା

ମାଲକାନାଗିରି,୨୮/୧୧(ଏସ୍‌ଏସ୍‌ନିୟୁଜ)ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଓଡିଶା ପୁଲିସର ଏସ.ଓ,ଜି ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଘଟଣାରେ ଜଣେ ମାଓବାଦୀ ପୁଲିସ ଗୁଳିରେ ଆଘାତପ୍ରାପ୍ତ ହେବାପରେ ଘଟଣାସ୍ଥଳରୁ ତାକୁ ଏସ.ଓ.ଜି ଯବାନଙ୍କଦ୍ୱାରା ସ୍ତାନାନ୍ତର କରାଯାଇଥିଲା ।ତାଙ୍କୁ ତତ୍‌କାଳ ୧୫୦କି.ମି ଦୁର ମାଲକାନାଗିରି ସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିସ୍‌ା ସେବା ପ୍ରଦାନ କରାଯାଇଥିଲା । ୧୫୦କି.ମିର ଏହି ଦୀର୍ଘ ଯାତ୍ରାକୁ ପୁଲିସର ଯବାନମାନେ କିଛିବାଟ ପାଦରେ ଚାଲିକରି,କିଛିବାଟ ଦୁଇଚକିଆରେ ଏବଂ କିଛିବାଟ ୪ଚକିଆ ଗାଡରେ ବୋହିକରି ଆଣିଥିଲେ ।ଏହି […]

ରେଳଧାରଣାରୁ ଉଦ୍ଧାର ହେଲା ଖଣ୍ଡବିଖଣ୍ଡିତ ମୃତଦେହ

ବାରଙ୍ଗ,୨୮/୧୧(ଏସଏସନିୟୁଜ) ନରାଜ-ମାର୍ଥାପୁର ଷ୍ଟେସନ ପାଖ ରେଳଧାରଣାରୁ ଜଣେ ବସ କଣ୍ଡକ୍ଟରଙ୍କର ମୃତଦେହକୁ ଶନିବାର ସକାଳେ ଜବତ କରିଛି ବାରଙ୍ଗ ଜିଆରପିଫାଣ୍ଡିପୋଲିସ ।ମୃତ ବସ କଣ୍ଡକ୍ଟର ବାଙ୍କୀ କୁସପଙ୍ଗୀ ଗ୍ରାମର ଶୁଶାନ୍ତସ୍ୱାଇଁ(୪୦) ଅଟନ୍ତି ।ସେ ଏହି ଷ୍ଟେସନ ପାଖରେ ଏକ ଗ୍ରାମର ବସ କଣ୍ଡକ୍ଟରଭାବେ କାର୍ଯ୍ୟ କରୁଥିଲେ ।ଆଜି ସକାଳ ସୁଶାନ୍ତ ମୁହଁରେ ଗାମୁଛା ଗୁଡାଇ ରେଳଧାରଣା ଉପରକୁ ଚଢି ବାରଙ୍ଗ ପଟରୁ ଆସୁଥିବା ତାଳଚେର ବି ମାଲବାହୀ ଟ୍ରେନ ଆଗକୁ ପଳାଇଆସିଥିଲେ ।ଫଳରେ ଟ୍ରେନ ଧକ୍କାରେ ତାଙ୍କ […]