Browsing monthly archive

November 2020

ତ୍ରିଶୂଳିଆ ଛକରୁ ଧରାହେଲା ବ୍ରାଉନ ସୁଗାର

ବାରଙ୍ଗ,୨୮/୧୧(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ଶୁକ୍ରବାର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଛକ ଠାରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପଟିଆ ଅଞ୍ଚଳର ରାମଚନ୍ଦ୍ର ପାତ୍ର।ଗିରଫ ଯୁବକଙ୍କ ଠାରୁ OR02-Z-2753 ନମ୍ବର ହିରୋହୋଣ୍ଡା ଗାଡିକୁ ମଧ୍ୟ ଜବତ କରାଯାଇଛି।କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀଜଗଦୀଶ ଚନ୍ଦ୍ର ସାମଲଙ୍କୁ ନେଇ ଗଠିତ ୬ଜଣିଆ ଟିମ ଚଢାଉ କରିଥିଲେ ।ଚଢାଉ […]

ଯବାନଙ୍କ ସାହସିକତା ପାଇ ଡକାୟତି ଉଦ୍ୟମ ବ୍ୟର୍ଥ ହେଲା

ଶୁକ୍ରବାର ସନ୍ଧ୍ୟାରେ ଭୁବନ ଥାନା ଅଧୀନରେ ଥିବା ନୀଳକଣ୍ଠପୁର ନିକଟରେ କେତେକ ଅପରାଧୀ ଏକ ବସକୁ ପିଛାକରି କିଛି ମନ୍ଦ ଉଦେଶ୍ୟ ପାଇଁ ଉଦ୍ୟମ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ସହିତ ଗାଡି ଅଟକାଇ ବସ ଭିତରକୁ ପ୍ରବେଶ କରିଥିଲେ ଏବଂ ଅନ୍ୟମାନେ ତଳେ ରହିଥିଲେ ।ଜଣେ ଓ.ଏସ.ଏ.ପି ଯବାନ ହିମାଂଶୁ ଶେଖର ପାତ୍ର ଯିଏକି ଛୁଟି ନେଇ ସେହି ବସରେ ଯାତ୍ରା କରୁଥିଲେ ସେ ତାଙ୍କ ଦୃଷ୍ଟାନ୍ତ ମୂଳକ ସାହାସିକତା ପ୍ରଦର୍ଶନ ସ୍ୱରୂପ […]

ଆଜିର ରାଶିଫଳ

ନଭେମ୍ବର ୨୮ ତାରିଖ ୨୦୨୦ ମସିହା(ଶନିବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ,ମେଷ ରାଶିର ଘାତଚନ୍ଦ୍ର, ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ,ବାଇଗଣ ବିରି ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି। ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ […]

ଅଭୟକାନ୍ତଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ

ଖବର ଆଜିର,ତାରିଖ ୨୮-୧୧-୨୦ ଶନିବାର ୧-ନାଗାର୍ଜୁନ ବେଶରେ ମହାପ୍ରଭୁ,ଦର୍ଶନ ରୁ ବଞ୍ଚିତ ଭକ୍ତ । ୨-ଅଭୟକାନ୍ତଙ୍କ ଉପରେ ଆକ୍ସନ । ଚାକିରିରୁ ନିଲମ୍ବିତ ହେଲେ ଆଇଏଫଏସ ଅଭୟକାନ୍ତ ପାଠକ । ୩-‘ଆଉଟ୍ ଅଫ୍ ଟର୍ଣ୍ଣ’ ପଦୋନ୍ନତି ବ୍ୟବସ୍ଥାକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ । ୪-ପରୀ ହତ୍ୟା ମାମଲା : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଉଦବେଗ, ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ । ୫-ଆଜି କୋଭିଡ ଟୀକା ପ୍ରସ୍ତୁତି ସମୀକ୍ଷା କରିବା ପାଇଁ […]

ଆଜିର ରାଶିଫଳ

ନଭେମ୍ବର ୨୭ ତାରିଖ ୨୦୨୦ ମସିହା(ଶୁକ୍ରବାର),କାର୍ତ୍ତିକ-ଶୁକ୍ଳପକ୍ଷ,ତିଥି-ଦ୍ୱାଦଶୀ ,ମେଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶି ର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ପ୍ରାବଣ ଶ୍ରାଦ୍ଧ , ପୋଇ , ବାଇଗଣ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ। ନୂଆ […]

ନାଗାର୍ଜୁନ ବେଶ ପାଇଁ ରାତି ୨ଟାରୁ ଲାଗିଲା କଟକଣା

ଖବର ଆଜିର,ତାରିଖ ୨୭-୧୧-୨୦ ଶୁକ୍ରବାର । ୧-କଟକ ସୁନା ଲୁଟ୍ ଘଟଣାର ପର୍ଦ୍ଦାଫାଶ ପରେ ରାଉରକେଲା ଲୁଟ୍ ଘଟଣାର ଖିଅ ଖୋଜୁଛି ପୁଲିସ୍ । କେମିତି ଧରାପଡ଼ିଲେ ଲୁଟେରା, କେମିତି ହୋଇଥିଲା ଲୁଟ୍ଟ୍ଟଦୁଇଟି ଲୁଟରେ ଥିଲା ସମାନତା । ୨-ପରୀ ହତ୍ୟା ମାମଲାକୁ ନେଇ ଦିନ ତମାମ ବନ୍ଦ ରହିଲା ବିଧାନସଭା । ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଅଡି ରହିଲେ ବିରୋଧୀ । ମନ୍ତ୍ରୀ କହିଲେ, ଘଟଣାକୁ ନେଇ କରାନଯାଉ ରାଜନୀତି, ଦୋଷୀ ଯିଏ ଥିବ […]

ଶ୍ରୀ ଦୁର୍ଗା ଘିଅ କମ୍ପାନୀରେ ପୋଲିସର ଚଢାଉ

କଟକ,୨୬/୧୧(ଏସଏସନିୟୁଜ) କଟକ ମାଲଗୋଦାମଥାନା ପୋଲିସ ଏକ ଘିଅ କମ୍ପାନୀ ଉପରେ ଚଢାଉ କରି ଅପମିଶ୍ରଣ ଘିଅ ଜବତ କରିବା ସହ କମ୍ପାନୀର ମାଲିକ ନରସିଂହ ଦାସ ଓ ଅନ୍ୟ ଜଣେ କର୍ମଚାରୀ କୁ ପୋଲିସ ଗିରଫ କରି ପଚରାଉଚରା ଚଳାଇଛି । ପ୍ରକାସଯେ,କଟକ ସଦରଥାନା ଅନ୍ତର୍ଗତ ହରିଅନ୍ତା ପଞ୍ଚାୟତ ବାଇଁଲୋହାଟ ନିକଟସ୍ଥ , ରାହୁରା ଠାରେ ଶ୍ରୀ ଦୁର୍ଗା ନାମରେ ଏକ ଘିଅ କମ୍ପାନୀ ଚାଲିବା ସହ କଟକରେ ଏହି ବ୍ରାଣ୍ଡ ର ଘିଅ ଯୋଗାଣ କରାଯାଉଥିଲା […]

ଉଦ୍ଧାର ହେଲା ୧୦ଫୁଟିଆ ଅଜଗର

ବାରଙ୍ଗ,୨୬/୧୧(ଏସଏସନିୟୁଜ) ନରାଜ ପାଖରୁ ଏକ ୧୦ଫୁଟ ଲମ୍ବ ର ଅଜଗର ସାପ କୁ ଉଦ୍ଧାର କରିଛନ୍ତି ପିପୁଲ ଫର ଆନିମାଲ ସଦସ୍ୟ ।ଜାଗା ସଫା କରିବା ସମୟରେ ୩୦ କେଜି ଓଜନ ର ଏହି ସାପଟିକୁ ଦେଖି ଭୟଭୀତ ହେବ ସହ ସ୍ଥାନୀୟଲୋକେ ପିପୁଲ ଫର ଆନିମଲକୁ ଖବର ଦେଇଥିଲେ।ଖବର ପାଇ ପିପୁଲ ଫର ଆନିମଲର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳେ […]

ଧର୍ମଘଟରେ ସାମିଲ ହେଲା ଅନମୋଲ ବିସ୍କୁଟସ୍ ୱାର୍କରସ ୟୁନିଅନ

ଚନ୍ଦକା,୨୬/୧୧(ଏସଏସନିୟୁଜ)ଗୁରୁବାର ଭାରତ ବନ୍ଦ ପରିପ୍ରେକ୍ଷୀରେ ଟି ୟୁ ସି ଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଧର୍ମଘଟ ପ୍ରଦର୍ଶନ କରାଯାଇଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ-କୃଷକ ମାରଣନିତି ବାତିଲ,୧୪,୩୭୯ ସ୍କୁଲ ଉଛେଦ ବାତିଲ,ନୂତନ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ଏବଂ ସମସ୍ତ ଠିକା ,ଅସ୍ଥାୟୀ, ପ୍ରବାସୀ,ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜିକରଣ ଓ ଉପଯୁକ୍ତ ସାମାଜିକ ନିରାପତ୍ତା ଦାବିରେ ଦେଶବ୍ୟାପୀ ଶ୍ରମିକ ମାନଙ୍କର ବିକ୍ଷୋଭ ଚାଲିଛି।ସେହିପରି କର୍ପୋରେଟିକରଣ, ତାଲା ବନ୍ଦ ସମୟରେ ଦରମା କାଟ,ଶ୍ରମିକ ଛଟେଇ,୧୨ ଘଣ୍ଟିଆ କାର୍ଯ୍ୟ ଦିବସ […]

୩ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

ଭୁବନେଶ୍ବର୨୬/୧୧(ଏସଏସନିୟୁଜ) କୋରାପୁଟ ଜିଲ୍ଲା ସୁନାବେଡା ବସଷ୍ଟାଣ୍ଡରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ନକଲି ନୋଟ୍ ଜବତ କରି ଜଣଙ୍କୁ ଗିରଫ କରିଛି। ସୁନାବେଡା ବସଷ୍ଟାଣ୍ଡରୁ ୩ ଲକ୍ଷ ୨୮ ହଜାର ୩୦୦ ଟଙ୍କାର ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ନୋଟ୍ ରଖିଥିବା ଅଭିଯୋଗରେ କୋରାପୁଟ ନନ୍ଦପୁରର ଯୁବକ ଅନାମ ଖିଲୋକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସୁନାବେଡା ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି ।