Browsing monthly archive

December 2020

ନୂଆ ବର୍ଷ ପାଇଁ ନାଇଟ କର୍ଫୁ

ଭୁବନେଶ୍ୱର,୩୧/୧୨(ଏସ ଏସ ନିୟୁଜ)ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟରେ ଲାଗୁ ହୋଇଛି ପୁଣି କରୋନା କଟକଣା। ଜିରୋନାଇଟ ଭିଡି ଏଡାଇବା ପାଇଁ ଟୁଇନ ସିଟି ଭୁବନେଶ୍ୱର ଏବଂ କଟକରେ ୧୪୪ ଧାରା ଜାରି କରାଯାଇଛି । ଆଜି ରାତିରୁ ଏହା ଲାଗୁ ହେବା ନେଇ ସମ୍ବାଦିକ ସମ୍ମିନଳୀରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି,ଏହି ସମୟରେ କେବଳ  ହୋଇପାରିବ ଜରୁରୀକାଳୀନ ସାମଗ୍ରୀର ପରିବହନ ,କରୋନା ସ୍ଥିତିକୁ ଦେଖି  କମି ସିନେରେଟଟ ପୋଲିସ ପକ୍ଷରୁ ଏହି କଟକଣା କରାଯାଇଛି, […]

ଆଜିର ରାଶିଫଳ

ପୌଷମାସ-କୃଷ୍ଣପକ୍ଷ,ତିଥି-ପ୍ରତିପଦ,କନ୍ୟା ରାଶି ର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶି ର ଘାତବାର,ଦ୍ୱିତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ଓ ବୋଇତିି କଖାରୁ ଭକ୍ଷଣ ନିଷେଧ। ମେଷ – ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ  କରନ୍ତୁ ନାହିଁ  ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ  ନୂତନ କାର୍ଯ୍ୟଆରମ୍ଭ କରନ୍ତୁ ନାହିଁ ଜ୍ଝ କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ବୃଷ – ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ  […]

ଆଜିର ଅନୁଚିନ୍ତା

➡️କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡିଥାଏ ।ହୁଏତ ସେଥିପାଇଁ କିଛି ଲୋକ ନୂଆ ସାଥିଟିଏ ପାଇଗଲେ ପୁରୁଣା ସାଥିଟିକୁ ହରାଇ ଦିଅନ୍ତି । ➡️ଏ ଜୀବନରେ କିଏ ଭରଷା ପାଇଁ କାନ୍ଦିଥାଏ ପୁଣି କିଏ ଭରଷା କରି କାନ୍ଦିଥାଏ । ➡️ସଂସାରରେ କେବେ ମଧ୍ୟ ତିନୋଟି ଜିନିଷ ଲୁଚି ରହିପାରେ ନାହିଁ ।ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ । ➡️ଜଣେ ପୁରୁଷ ତା ସ୍ତ୍ରୀ ଠାରୁ ୩ ଟି ଜିନିଷରେ ଅଧିକ ହେବା ଉଚିତ୍ ।ବୟସ, […]

ନଇଁଲେ ସରକାର,ନରମିଲେ ଚାଷୀ

୧. ଜାନୁଆରୀ ପାଇଁ ରାଜ୍ୟସରକାରଙ୍କ ଅନଲକ୍ ଗାଇଡ଼ଲାଇନ୍ ଜାରି କରାଯାଇଛି। ◆୫୦% ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍ ଓ ଥିଏଟର ◆ନୂଆବର୍ଷ ପାଳନ ନେଇ ସାରା ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ୍ ମନା। ◆ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖର ସମସ୍ତ ଉତ୍ସବାନୁଷ୍ଠାନରେ ରୋକ୍ ଲାଗିଲା। ◆ବିବାହ କାର୍ଯ୍ୟରେ ସର୍ବାଧିକ ୨ଶହ ଲୋକଙ୍କୁ ଏକାଠି ପାଇଁ ଅନୁମତି ◆ଦାହ ସଂସ୍କାର, ମୃତକର୍ମ ପାଇଁ ସର୍ବାଧିକ ଶହେ ଲୋକଙ୍କୁ ଅନୁମତି ◆ସର୍ବାଧିକ ୨ଶହ ଲୋକଙ୍କୁ ନେଇ […]

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୋହିତ

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍ ପିରିୟଡ୍ ଶେଷ କରିଛନ୍ତି। ଭାରତୀୟ ଦଳରେ ବୁଧବାର ଯୋଗ ଦେଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଆଇପିଏଲ ପରଠୁ କ୍ରିକେଟରୁ ଦୂରେଇ ରହିଥିବା ରୋହିତ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଛନ୍ତି ଜାତୀୟ ଦଳକୁ। ସେ ସାମିଲ ହୋଇଥିବାରୁ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇଛି।

ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢିଲା

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଅବଧି ବଢ଼ାଇଲେ କେନ୍ଦ୍ର ସରକାର । ୩୧ ଡିସେମ୍ବର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ସହ  ସାଧାରଣ ଟିକସଦାତାଙ୍କ ଆଇଟି ରିଟର୍ଣ୍ଣ ଅବଧି ଜାନୁଆରୀ ୧୦ ଯାଏଁ ବୃଦ୍ଧି କରିଛନ୍ତି  । ପୂର୍ବରୁ ୨ ଥର ଅବଧି ବୃଦ୍ଧି କରାଯାଇ ଡିସେମ୍ବର ୩୧ କରାଯାଇଥିଲା   । ସେହିଭଳିଭାବେ ଅଡିଟ ଯୁକ୍ତ ଆକାଉଣ୍ଟ ରିଟର୍ଣ୍ଣ ଅବଧି ଓ ଇଣ୍ଟରନ୍ୟାସନାଲ ଟ୍ରାଞ୍ଜାକସନ୍ ରିଟର୍ଣ୍ଣ ଅବଧି  ଫ୍ରେବୁଆରୀ  ୧୫ ଯାଏ ବୃଦ୍ଧି କରାଯାଇଛି […]

ଚାଷୀ ସଂଗଠନ-କେନ୍ଦ୍ର ମଧ୍ୟରେ ଆଲୋଚନା ଶେଷ

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଧାରଣା କେନ୍ଦ୍ର ସରକାରଙ୍କ ପାଇ କିନତର କାରଣ ପାଲଟିଛି ,ଚାଷୀ ସଂଗଠନ ତାଙ୍କ ଜିଦରେ ଅଟଳ ରହିଥିବାର ଜଣାପଡିଛି ,ଆଜି ଚାଷୀ ସଂଗଠନ ଓ କେନ୍ଦ୍ର ସରକାର ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ,ଏହି ଆଲୋଚନା ଶେଷ ହୋଇଥିବା ବେଳେ କିଛି ମାତ୍ରାରେ ସଫଳ ହୋଇଥିବା ସୂଚନା ମିଳିଛି ,୨ଟି ପ୍ରସଙ୍ଗକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ମିଳିଥିବା ବେଳେ କୃଷକଙ୍କ ୪ଟି ଦାବିରୁ ୨ଟି ଦାବିରେ ସହମତି ମିଳିଥିବାର […]

ଜାରି ହେଲା ଜାନୁୟାରୀ ମାସର ଗାଇଡ ଲାଇନ

ଭୁବନେଶ୍ବର,୩୦/୧୨(ସତ୍ୟସନ୍ଧାନ)ଜାନୁୟାରୀ  ମାସପାଇ  ରାଜ୍ୟସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା  ଆଜି ସୂଚନାଦେଇ କହିଛନ୍ତି ଯେ,ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦିଆଯାଇଛି। ଯାହାକି ଡିସେମ୍ବର ମାସ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାରଣ ରହିଥିଲା।ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୧୦୦ଜଣ […]

କଟକ ରେ ନକଲି ପନୀର

କଟକ ,୩୦/୧୨(ଏସଏସନିୟୁଜ)ଗତ କିଛିଦିନ ଧରି ନକଲି ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପାନ ମସଲା ,ଓ ନିର୍ମାଣ ସାମଗ୍ରୀ ପର୍ଯ୍ୟନ୍ତ ପ୍ରସ୍ତୁତିରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା କଟକ ସହରରେ ପୁଣି ଏକ ନକଲି ପନୀର କାରବାର ଉପରେ ଚଢ଼ାଉ କରି କଟକ ଚାଉଳିଆଗଞ୍ଜ ପୋଲିସ ପ୍ରାୟ ଏକ କୁଇଣ୍ଟାଲ ରୁ ଅଧିକ ନକଲି ପନୀର ଜବତ କରିଥିବା ସୂଚନା ମିଳିଛି।ଏହି ନକଲି ପନୀର କୋଲକାତା ରୁ ଆସି ସାରା ସହରରେ ବିକ୍ରୟ କରାଯାଉଥିବା […]

ବିସ୍ମୟ ବାଳକ କିଶୋର

୧-କେନ୍ଦ୍ରାପଡ଼ା-ବିସ୍ମୟ ବାଳକ କିଶୋର; ବୟସ ୬, ଦିନକୁ ଦୌଡୁଛନ୍ତି ୨୪ କିମି। ୨-ବ୍ରିଟେନରୁ ଫେରି ଟ୍ରେନ ଯୋଗେ ଆନ୍ଧ୍ର ଯାଇଥିବା ମହିଳା କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ । ୩-ପ୍ରଥମ ପର୍ଯ୍ୟାୟରେ ଓଡିଶାରେ ପହଞ୍ଚିଲା ୨୧ ଲକ୍ଷ ସିରିଞ୍ଜ: କୋଭିଡ୍ ଭ୍ୟାକ୍ସିନ୍ ପାଇଁ ଡାଟାବେସ୍ ପ୍ରସ୍ତୁତ । ୪-ଆଜି ସରକାର-କୃଷକ ସଂଗଠନ କଥାବାର୍ତ୍ତା; ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ । ୫-ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ବଡ ନିଷ୍ପତି : କୃଷକଙ୍କ ଦାବି ପ୍ରସଙ୍ଗରେ […]