Browsing monthly archive

December 2020

ଆଜିର ରାଶିଫଳ

ଡିସେମ୍ବର ୦୧ ତାରିଖ ୨୦୨୦ ମସିହା(ମଙ୍ଗଳବାର),କାର୍ତ୍ତିକ-କୃଷ୍ଣପକ୍ଷ,ତିଥି-ପ୍ରତିପଦ, ନକ୍ଷତ୍ର-ରୋହିଣୀ, ମକର ରାଶି ର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ , ବୋଇତିିକଖାରୁ ଭକ୍ଷଣ ନିଷେଧ,ଆଜିର ରାଶିଫଳ। ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ  ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:- ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ […]

ମିଛର ସାମ୍ରାଜ୍ୟ ଗଢିଥିଲେ ଆକାଶ ପାଠକ

ଖବର ଆଜିର,ତାରିଖ ୦୧-୧୨-୨୦ ମଙ୍ଗଳବାର ୧-ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ କରୁଛି ଅକ୍ତିଆର । ୨-ବହୁ ଦଶନ୍ଧିର ଛଳନା ଚାଷୀଙ୍କୁ ଆଶଙ୍କା ମଧ୍ୟରେ ରଖିଛି, କିନ୍ତୁ ଏବେ କୌଣସି ଛଳନା ନାହିଁ, ଗଙ୍ଗାଜଳ ଭଳି ପବିତ୍ର ଉଦ୍ଦେଶ୍ୟ ନେଇକାର୍ଯ୍ୟ କରାଯାଉଛି : ପ୍ରଧାନମନ୍ତ୍ରୀ । ୩-ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟର ଶହେ କୋଟିର ମାନହାନୀ ମକଦ୍ଦମା । ଟିକା ପରୀକ୍ଷଣରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ […]