Browsing yearly archive

2020

ବାରଙ୍ଗ-ଚନ୍ଦକା ରାସ୍ତା ବନ୍ଦ କଲେ ମହିଳା

ଚନ୍ଦକା,୮/୧(ଏସଏସନିଉଜ)ବୁଧବାରଦିନ କେନ୍ଦ୍ରିୟଟ୍ରେଡୟୁନିୟନ ଓ ଗଣସଂଗଠନ ମାନଙ୍କ ର ମିଳିତ ମହାମଂଚ ଓ ବାମପନ୍ଥୀ ଦଳମାନଙ୍କତରଫରୁ ଦେଶବ୍ୟାପୀ ଧର୍ମଘଟ ଭାରତବନ୍ଦ ଓ ହରତାଳରେ ଚନ୍ଦକା ଅଂଚଳର ଆଦିବାସୀମାନେ ସାମିଲ ହୋଇଛନ୍ତି । ଦାରୁଠେଙ୍ଗ, ଗୋଡିବାରୀ,ଭାଲୁଙ୍କା ,ଆମ୍ବପଡିଆ ,ଚନ୍ଦକାର ବିଭିର୍ଣ ସ୍ଥାନମାନଙ୍କୁ ଆଦିବାସୀ ସଂଗଠନ ମାନେ ସଙ୍ଗଠିତ ହୋଇ ଶୋଭାଯାତ୍ରାରେ ସକାଳ ୮ଟାରେ ଚନ୍ଦକାବଜାରରେ ଥିବା ପିଣ୍ଡିକି ବାହୁବଳେନ୍ଦ୍ର ଙ୍କ ପ୍ରତିମର୍ତୀ ନିକଟରେ ପହଁଚିଥିଲେ । ଏହାପରେ ବନ୍ଦ ହୋଇଯାଇଥିଲା ଚନ୍ଦକା-ବାରଙ୍ଗ ମୁଖ୍ୟ ରାସ୍ତା ।ପୁରୁଷ ଓ ମହିଳାମାନେ ମୁଖ୍ୟରାସ୍ତାରେ […]

ଧର୍ମଘଟରେ ସାମିଲ ହେଲା ଅନମୋଲବିସ୍କୁଟଓାର୍କରର୍ସ ୟୁନିୟନ

ଚନ୍ଦକା,୮/୧(ଏସଏସନିଉଜ)କେନ୍ଦ୍ରସରକାରଙ୍କର ଜନବିରୋଧି ଆର୍ଥିକନିତୀ,ଶ୍ରମିକ-କୃଷକ-ଛାତ୍ର-ମହିଳା-ଆଦିବାସୀ-ଦଳିତ ମାରଣନିତୀ ଓ ଦେଶବିଭାଜନକାରୀ ନାଗରିକ ସଂଶୋଧନଆଇନ,ଜାତୀୟ ନାଗରିକ ରେଜିଷ୍ଟାର ଓ ଜାତୀୟ ଜନଗଣନା ରେଜିଷ୍ଟରଙ୍କ ବିରୁଦ୍ଧରେ ସିଆଇଟିୟୁ ସମେତ କିଷାନସଭା,କ୍ଷେତରମଜଦୁର ୟୁନିୟନ, ଡିଓାଇଏଫଆଇ,ଏସଏଫଆଇ,ଏଆଇଡିଡବ୍ଲ୍ୟୁ,ଆଦିବାସୀମହାସଂଘ,ଦଳିତମୁକ୍ତିମଂଚର ମିଳିତ ଡାକରାରେ ବୁଧବାରଦିନ ଆରମ୍ଭ ଦେଶବ୍ୟାପୀ ଧର୍ମଘଟ ଓ ବିକ୍ଷୋଭ ।ରାଜ୍ୟର ବିଭିର୍ଣ ସ୍ଥାନମାନଙ୍କରେ ଏହା ଦେଖିବାକୁ ମିଳିଥିବାବେଳେ ଚନ୍ଦକା ସ୍ଥିତ ଅନମୋଲବିସ୍କୁଟଓାର୍କର୍ସ ୟୁନିୟନ ଏହି ଧର୍ମଘଟରେ ସାମିଲ ହୋଇଛି ।ଏହି ୟୁନିୟନର ସଦସ୍ୟମାନେ କମ୍ପାନି ଫାଟକ ଆଗରେ ବୁଧବାର ସକାଳୁ ବିକ୍ଷୋଭ ଆରମ୍ଭ କରିଥିବାର ଦେତ୍କବାକୁ ମିଳିଛି

ଜିତିଲେ ମିଳିବ ନ ଫୁଟ୍ ର କପ

ବାରଙ୍ଗ-୭/୧/୨୦୨୦(ଏସ୍ଏସ୍ ନିଊଜ) ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି ମଧୁପୁର ଭିଲେଜ କପ କ୍ରିକେଟ୍ ଟୁର୍ଣ୍ଣାମେଂଟଣ୍ଟ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ । ଅନ୍ୟପଟେ ଏହି ଟୁର୍ଣ୍ଣାମେଂଟରେ ଭାଗ ନେବାକୁ ଥିବା କ୍ରିକେଟ୍ ଦଳ ମଧ୍ୟରେ ଚାଲିଛି ଜୋରଦାର ଅଭ୍ୟାସ । ତେବେ ଏହି ଟୁର୍ଣାମେଂଟକୁ ନେଇ ଉସ।ହିତ ଅଛନ୍ତି ମଧୁପୁର ଜୟଶ୍ରୀରାମକ୍ଲବର ପିଲାମାନେ ।୧୧ତାରିଖରେ ଆରମ୍ଭ ହୋଇ ୧୨ତାରିଖରେ ଏହା ସରିବ ।ଦୁଇଦିନ ଧରି ଗ୍ରାମମଝି ଭାଗବତଗୃହର ପଛପଟ ଖେଳପଡିଆରେ […]

ଅଶୁଭ ନୁଆବର୍ଷ!ଚିତା ପରେ ହେଟା ମୃତ୍ୟୁ

ଭୁୁବନେଶ୍ବର:୪/୧-(ଏସଏସଏନ)ଅଶୁଭ ନୁଆବର୍ଷ । ଏକଥା ଆମେ କହୁନୁ , କହୁଛନ୍ତି ପଶୁପ୍ରେମୀ । କହିବା ବି ସ୍ବଭାବିକ୍ । କାରଣ ନୁଆବର୍ଷ ପାଦ ଥାପୁଥାପୁ ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ବିରଳ ଜୀବଜନ୍ତୁଙ୍କର ମୁଣ୍ଡ ଗଡିବା ଆରମ୍ଭ କଲାଣି । ନୁଆବର୍ଷର ଠିକ୍ ତିନି ଦିନ ପୁର୍ବରୁ ସିଂହ ପିଛାନ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ପୁଣି ଗୋଟିଏ ଦିନ ପରେ ଚିତା ବାଘ ବର୍ଷାର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କର୍ମଚାରି ଠୁ ଆରମ୍ଭ କରି କର୍ତ୍ତୁପକ୍ଷ […]