ଧର୍ମଘଟରେ ସାମିଲ ହେଲା ଅନମୋଲବିସ୍କୁଟଓାର୍କରର୍ସ ୟୁନିୟନ

ଚନ୍ଦକା,୮/୧(ଏସଏସନିଉଜ)କେନ୍ଦ୍ରସରକାରଙ୍କର ଜନବିରୋଧି ଆର୍ଥିକନିତୀ,ଶ୍ରମିକ-କୃଷକ-ଛାତ୍ର-ମହିଳା-ଆଦିବାସୀ-ଦଳିତ ମାରଣନିତୀ ଓ ଦେଶବିଭାଜନକାରୀ ନାଗରିକ ସଂଶୋଧନଆଇନ,ଜାତୀୟ ନାଗରିକ ରେଜିଷ୍ଟାର ଓ ଜାତୀୟ ଜନଗଣନା ରେଜିଷ୍ଟରଙ୍କ ବିରୁଦ୍ଧରେ ସିଆଇଟିୟୁ ସମେତ କିଷାନସଭା,କ୍ଷେତରମଜଦୁର ୟୁନିୟନ, ଡିଓାଇଏଫଆଇ,ଏସଏଫଆଇ,ଏଆଇଡିଡବ୍ଲ୍ୟୁ,ଆଦିବାସୀମହାସଂଘ,ଦଳିତମୁକ୍ତିମଂଚର ମିଳିତ ଡାକରାରେ ବୁଧବାରଦିନ ଆରମ୍ଭ ଦେଶବ୍ୟାପୀ ଧର୍ମଘଟ ଓ ବିକ୍ଷୋଭ ।ରାଜ୍ୟର ବିଭିର୍ଣ ସ୍ଥାନମାନଙ୍କରେ ଏହା ଦେଖିବାକୁ ମିଳିଥିବାବେଳେ ଚନ୍ଦକା ସ୍ଥିତ ଅନମୋଲବିସ୍କୁଟଓାର୍କର୍ସ ୟୁନିୟନ ଏହି ଧର୍ମଘଟରେ ସାମିଲ ହୋଇଛି ।ଏହି ୟୁନିୟନର ସଦସ୍ୟମାନେ କମ୍ପାନି ଫାଟକ ଆଗରେ ବୁଧବାର ସକାଳୁ ବିକ୍ଷୋଭ ଆରମ୍ଭ କରିଥିବାର ଦେତ୍କବାକୁ ମିଳିଛି

Comments (0)
Add Comment