Browsing daily archive

January 23, 2021

ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ

କଟକ,୨୩/୧(ଏସଏସନିୟୁଜ)ସ୍ବର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବକ୍ସିବଜାର ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବର୍ଗତ ରାଓଙ୍କ ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଡି. ପ୍ରକାଶ ରାଓଙ୍କ ପରିବାର ସହ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଓଡ଼ିଶାର ଗୌରବ ଥିଲେ ଡି. ପ୍ରକାଶ ରାଓ । ପ୍ରକାଶ ରାଓଙ୍କୁ ବଣମଲ୍ଲି ସହ ତୁଳନା କଲେ । […]

ବୋହୂକୁ ଦୁଷ୍କର୍ମ ଅଭିଯୋଗରେ ଶ୍ୱଶୁର ଅଟକ

ମାହାଙ୍ଗା,୨୩/୧(ଏସଏସନିୟୁଜ)କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କୁ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।ମହିଳାଙ୍କ କୌଣସି ସନ୍ତାନ ସନ୍ତତି ନଥିବାରୁ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଇଆସୁଥିଲେ ।ତେବେ ପୀଡିତା ଏ ନେଇ ପୁତ୍ରବଧୁ ,ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଥାନାରେ କରିବାପରେ ପୁଲିସ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାସ ଯେ, ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ […]

ଆଜିର ଅନୁଚିନ୍ତା

➡️ଗୋଟେ ସମ୍ପର୍କ ପ୍ରଜାପତି ପରି ହୋଇଥାଏ-ଜୋର ଜବରଦସ୍ତି ଧରିଲେ ମରିଯାଇଥାଏ ଆଉ ହାଲୁକା ଧରିଲେ ଉଡିଯାଇଥାଏ,କିନ୍ତୁ ସ୍ନେହ ଓ ଆଦରରେ ଧରି ରଖିଲେ ସାରା ଜୀବନ ତୁମ ସାଥିରେ ରହିଥାଏ । ➡️ସମୟ ଆଉ ପରିସ୍ଥିତିର ଚାପରେ ବହୁତ ଲୋକ ବଦଳି ଯାଆନ୍ତି, କିନ୍ତୁ ନିଃସ୍ବାର୍ଥ ସମ୍ପର୍କ ଆଉ ପ୍ରକୃତ ସାଙ୍ଗ କେବେବି ବଦଳନ୍ତି ନାହିଁ । ➡️ପ୍ରକୃତ ସମ୍ପର୍କ ଜୀବନରେ କେବେ ବି ସରେନାହିଁ ।କଥା ନହେଲେ ମଧ୍ୟ ଆଖିରେ ରହିଥାଏ ।ଆଖିରୁ ଦୂରେଇ ଗଲେ […]

ଆଜିର ରାଶିଫଳ

ଜାନୁଆରୀ ୨୩ ତାରିଖ ୨୦୨୧ ମସିହା(ଶନିବାର)ପୌଷମାସ,ଶୁକ୍ଳପକ୍ଷ,ତିଥି-ଦଶମୀ, ବିଛା ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମ ଶାଗ ଓ ଶିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ। […]

ବଦଳିପାରେ ଯୁକ୍ତ୨ ପରୀକ୍ଷା ଢାଞ୍ଚା

ଖବର ଆଜିର,ତାରିଖ ୨୩-୦୧-୨୦୨୧ ଶନିବାର ୧-ହରିଦ୍ୱାର ଅନ୍ତର୍ଗତ ଦୌଲତପୁରର ବାସିନ୍ଦା ସୃଷ୍ଟି ଗୋସ୍ୱାମୀ ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି । ଆସନ୍ତା ୨୪ ତାରିଖ ବାଳିକା ଦିବସ ଅବସରରେ ସେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ୨-ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ। ସେଥିପାଇଁ କେନ୍ଦ୍ର ସରକାର ଏହି ଜନ୍ମ ଦିବସକୁ ପାଳନ କରିବା ପାଇଁ ଏକ ବଡ ଆୟୋଜନ କରିଛନ୍ତି। ୩-ନିଜ […]