Browsing daily archive

January 24, 2021

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଜାଣନ୍ତୁ

ଭୁୁବନେଶ୍ୱର୨୪/୧(ସତ୍ୟସନ୍ଧାନଡେସ୍କ)ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ: କଟକରେ ପତାକା ଉତ୍ତୋଳନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ପତାକା ଉତ୍ତୋଳନ କରିବେ । ସେହିଭଳିଭାବେ  କଳାହାଣ୍ଡିରେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପସ୍ୱାଇଁ,ଗଞାମରେ ପଦ୍ମନାଭବେହେରା,ବାଲେଶ୍ୱରରେ ପ୍ରତାପଜେନା,ରାୟଗଡାରେ ଅରୁଣକୁମାର ସାହୁ,କନ୍ଧମାଳରେ ସୁଦାମମାରାଣ୍ଡି,ମୟୁରଭଞରେ ସୁଶାନ୍ତସିଂ,ବରଗଡରେ ନବକିଶୋରଦାସ,ସମ୍ବଲପୁରରେ ଟୁକୁନିସାହୁ,ନୟାଗଡରେ ଜଗନ୍ନାଥ ସାରକା,କେଉଁଝରରେ ଦିବ୍ୟଶଙ୍କର ମିଶ୍ର,ଯାଜପୁରରେ ଅଶୋକଚନ୍ଦ୍ରପଣ୍ଡା,ବଲାଙ୍ଗିରରେ ସମିରରଞନଦାସ,ସୁନ୍ଦରଗଡରେ ଜ୍ୟୋତିପ୍ରକାସ ପାଣିଗ୍ରାହୀ,କୋରାପୁଟରେ […]

ଚିଡିଲେ ଦିଦି

୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍‌, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର […]

ଆଜିର ଅନୁଚିନ୍ତା

➡️ବୋକା ଲୋକ ଧୋକା ଖାଏ, ସତ୍ ଲୋକ କଷ୍ଟ ପାଏ, ସରଳ ଲୋକ ଆଘାତ ପାଏ ଏବଂ ଜବାବ ଦେଇ ପାରୁନଥିବା ଲୋକ ଆଖିରୁ ଲୁହ ଝରାଏ । ➡️ଥରେ ମନ ଭାଙ୍ଗିଗଲେ,ମନର ଯନ୍ତ୍ରଣା କାହାକୁ ଦେଖାଇ ହୁଏ ନାହିଁ । ➡️ ସୁଖ ଓ ଦୁଃଖ – ଦିନେ ହଠାତ୍ ଏକ ଛକରେ ସୁଖ ଓ ଦୁଃଖ ଭେଟ ପଡିଲେ ଦୁଃଖ ସୁଖକୁ କହିଲା – ତୁ ଭାଗ୍ୟବାନ ଅଟୁ ତୋତେ ପାଇବା ପାଇଁ ଲୋକେ […]

ଆଜିର ରାଶିଫଳ

ମେଷ :-ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର‌୍ୟ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆପଣଙ୍କ ଭାବନା ଆଜି ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ। ମିଥୁନ:-ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ […]