Browsing daily archive

February 2, 2021

ଫେବ୍ରୁଆରି ୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଖବର ଆଜିର,ତାରିଖ ୦୨-୦୨-୨୦୨୧ ମଙ୍ଗଳବାର ୧-କୋରାପୁଟରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା  ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨-ବରଗଡ : ବରାହଗୁଡାରେ ଜଣେ ବ୍ୟବସାୟୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣକରି ତାଙ୍କ ଠାରୁ ୧୧ ଳକ୍ଷ ୧୮ ହଜାର ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି । ୩-ଫେବ୍ରୁଆରି ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା । ୧୮ରୁ ବିଧାନସଭା […]

ଆଜିର ରାଶିଫଳ

ଫେବୃଆରୀ ୦୨ ତାରିଖ ୨୦୨୧ ମସିହା(ମଙ୍ଗଳବାର)ମାଘମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ,ବୃଷ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ନିମ୍ବ ଭକ୍ଷଣ ନିଷେଧ।  ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ। ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ […]

ଆଜିର ଅନୁଚିନ୍ତା

➡️ଯେତେବେଳେ ପରିସ୍ଥିତି ପରିବର୍ତ୍ତନ ହୁଏ,ସେତେବେଳେ ରଣନୀତି ବଦଳାଇବାରେ କୌଣସି କ୍ଷତି ନାହିଁ ➡️ସୁଖ ଏବଂ ପ୍ରେମ ହେଉଛି ବିଶ୍ୱସ୍ତତାର ଏକ ଉପ-ଉତ୍ପାଦ, ଯଦି କେହି କାମ କରେ |ଏହାକୁ ପୂର୍ଣ୍ଣ ଭକ୍ତି ସହିତ କର, ନଚେତ୍ ଏହାକୁ ଛାଡିଦିଅ ➡️ଅନେକ ସମୟରେ ଦୁଃଖ ଆମକୁ ଜ୍ଞାନୀ କରିଥାଏ |ସମୃଦ୍ଧତା ଠିକ୍ ଏବଂ ଭୁଲକୁ ମଧ୍ୟ ପାର୍ଥକ୍ୟ କରିପାରିବ ନାହିଁ ➡️ସୌନ୍ଦର୍ଯ୍ୟ, ସେହି ଲୁକ୍କାୟିତ ଗୁଣ ଦ୍ୱାରା ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ |ସର୍ବଦା ରହିବାକୁ ଥିବା ସନ୍ଧାନ କରାଯିବା […]