ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…
ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର । ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା […]