Browsing daily archive

February 22, 2021

ଉପସ୍ଥାପନ ହେଲା ୨୦୨୧-୨୦୨୨ ବଜେଟ୍ , ଆସନ୍ତୁ ଜାଣିବା କେଉଁ କ୍ଷେତ୍ରକୁ କେତେ ଟଙ୍କା

ଭୁବନେଶ୍ଵର,୨୨/୨(ଏସଏସନିୟୁଜ) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ନୂଆ ଆର୍ଥିକ ବର୍ଷ ପାଇଁ ରାଜ୍ୟ  ସରକାର ମୋଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି। ସେଥିରୁ ୧, ୨୫, ୬୦୦ କୋଟି ଟଙ୍କା ଟିକସ ଓ ଅନୁଦାନରୁ ପ୍ରାପ୍ତ କରିବା ଲକ୍ଷ୍ୟ ରହିଥିବାବେଳେ ଋଣ ବାବଦରେ ପ୍ରାୟ ୪୪ ହଜାର ୪୦୦ କୋଟି ଆସିବା ଲକ୍ଷ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ […]

ଆଜିଠାରୁ ରାଜଧାନୀରେ କରୋନା କଟକଣା କଡ଼ାକଡ଼ି

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ) ପୁଣି ବୃଦ୍ଧି ପାଉଛି କରୋନାର ପ୍ରକୋପ। ଚିନ୍ତା ବଢାଉଛି ବିଦେଶୀ ଷ୍ଟ୍ରେନ୍‍। ତେଣୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ଗତ କିଛି ଦିନ ବେହ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କିରଛି ବିଏମ୍‍ସି। ରବିବାର ବିଏମ୍‍ସି ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସୋମବାରଠାରୁ କଡ଼ାକଡ଼ି ଭାବେ […]

ବହୁ ଚର୍ଚ୍ଚିତ ଗଣବଳାତ୍କାର ମୁଖ୍ୟଅଭିଯୁକ୍ତକୁ ଫାଶୀ ମିଳୁ-ପିଡିତା

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଓଡ଼ିଶାର ବହୁ ଚର୍ଚ୍ଚିତ ୧୯୯୯ ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ଵାଳକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ। ଘଟଣାର ୨୨ ବର୍ଷ ପରେ ବିବନକୁ କମିଶନରେଟ ପୁଲିସ ମୁମ୍ବଇରୁ ଗିରଫ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୀଡ଼ିତା। ପୀଡ଼ିତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଅଭିଯୁକ୍ତକୁ ତା’କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ, ନଚେତ ତା’କୁ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ଜେଲ୍‌ରେ ରଖାଯାଉ। ପୀଡ଼ିତା କହିଛନ୍ତି, ସେ ଏବେ କିଛିଟା […]

ଲୋୟର ପିଏମଜିରେ ଆମରଣ ଅନଶ କରୁଛନ୍ତି ଯାତ୍ରା କଳାକାର

ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)ଆଜି ଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶରେ କରୁଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ । ୨ ହଜାର ଦର୍ଶକ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ କଳାକାର ସଂଘ ଆମରଣ ଅନଶନ ଓ ଗଣଧାରଣା ଦେଉଥିବା ଖବର ମିଳିଛି। ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲାରେ କଳାକାରମାନେ ଆନ୍ଦୋଳନ କରିବେ […]

୨୨ବର୍ଷ ତଳର ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

  ଭୁବନେଶ୍ୱର,୨୨/୨(ଏସ ଏସ ନିୟୁଜ)୨୨ ବର୍ଷ ତଳର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକେଇ ଦେବୁ, ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ ଗଣଦୁଷ୍କର୍ମ ଘଟିଥିଲା। […]

ଆଜିର ରାଶିଫଳ

ଫେବୃଆରୀ ୨୨ ତାରିଖ ୨୦୨୧ ମସିହା(ସୋମବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଦଶମୀ,ନକ୍ଷତ୍ର-ମୃଗଶିରା,କନ୍ୟା ରାଶି ର ଘାତଚନ୍ଦ୍ର,ମିଥୁନ ରାଶି ର ଘାତବାର,ଦଶମୀର ଏ କୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମସାଗ ଶିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ:-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ […]

ଆଜିର ଅନୁଚିନ୍ତା

➡️ନିଜ ମୁହଁରେ ନିଜକୁ ପ୍ରଶଂସା କରୁଥିବା ବ୍ୟକ୍ତିଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ । ➡️ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ନିଜ ଉପରେ ଭରସା ରଖିବା । ➡️କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ । ➡️ପାଣି ଭଳି ହୁଅନ୍ତୁ ଏବଂ ନିଜ ରାସ୍ତା ନିଜେ ତିଆରି କରନ୍ତୁ, ପଥର ହେଇ ଅନ୍ୟ ରାସ୍ତାରେ ବାଧା ପ୍ରାପ୍ତ ନ ହୁଅନ୍ତୁ । ➡️ଥରେ ଭରସା ଭାଙ୍ଗିଲା […]

ଭାଷଣ ଦେବା ପରେ ‘ଅଲବିଦା !

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । ୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC ୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ ୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ । ୫-‘ବିଗ୍ ବସ୍ ୧୪’ […]