Browsing monthly archive

February 2021

ରସିକିଆ କଳା ଶିକ୍ଷକ !

୧-ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨-ଚାଷୀ ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା, ଗୃହରେ ଭଙ୍ଗାରୁଜା: ବିରୋଧୀଙ୍କ ଚେତାବନୀ- ଧାନ ନଉଠିବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ ୩-ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ। ।କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି […]

ଆଜିର ଅନୁଚିନ୍ତା

➡️ଅନ୍ୟକୁ ସାହାର୍ଯ୍ୟ କରିବାର ମୂଳ ପୁଞ୍ଜି ଧନ ନୁହେଁ, ଏକ ବିଶାଳ ହୃଦୟ ଅଟେ । ➡️ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ➡️ଅଗ୍ନି ନୁହେଁ, ବିଶ୍ବାସ ଘାତକତା ହିଁ ଯଥେଷ୍ଟ ସମ୍ପର୍କକୁ ଜାଳିବାପାଇଁ । ➡️ପରିସ୍ଥିତିକୁ ଏଭଳି କରିଦିଅନ୍ତୁ ନାହିଁ ଯେ, ସମସ୍ୟା ଆଗରେ ଆପଣଙ୍କ ସାହସ ହାରିଯିବ । ➡️କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ମଣିଷର ସବୁଠାରୁ ସୁନ୍ଦର ପୋଷାକ ହେଉଛି ତାର “ହସ” । ➡️ବେଳେ […]

ଆଜିର ରାଶିଫଳ

ଫେବୃଆରୀ ୨୦ ତାରିଖ ୨୦୨୧ ମସିହା(ଶନିବାର),ମାଘମାସ-ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ,ବିଛା ରାଶି ର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ନଡ଼ିଆ ଓ ଲାଉ ଭକ୍ଷଣ ନିଷେଧ ।  ମେଷ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ:-କମ ସମୟରେ ଅଧିକ ଲାଭ ପାଇବା ବିଚାରରେ […]

ରାସ୍ତା ନିର୍ମାଣ ପାଇ ବିଏମସି କଲା ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୧୯/୨(ଏସଏସନିୟୁଜ) ଦୀର୍ଘ ଦିନ ଧରି ନେତାଜୀ ନଗର ଠାରେ ବସବାସ କରୁଥିବା ଜନତାଙ୍କ ଦାବି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ତରଫରୁ ରସୁଲଗଡ଼ ଶବର ସାହି ନିକଟସ୍ଥ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଜବରଦଖଲ ଯୋଗୁଁ ବାଧା ସୃଷ୍ଟି ହୋଇଥିଲା । ରାସ୍ତା ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ପଥରେ ଥିବା ଜବରଦଖଲକୁ ଆଜି ବିଏମସି ତରଫରୁ ଉଚ୍ଛେଦ କରାଯାଇଛି ଏବଂ ପୁନଃ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ନେତାଜୀ ନଗରଠାରେ ରହୁଥିବା […]

ଆଇପିଏଲ-କେଉଁ ଦଳ କେତେଟଙ୍କାରେ କାହାକୁକିଣିଲେ ଜାଣନ୍ତୁ?

ଭୁବନେଶ୍ବର,୨୦/୨(ସତ୍ୟସନ୍ଧାନ) ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି। ୮ଟି ଯାକ ଦଳ ସେମାନଙ୍କ ପସନ୍ଦ ମୁତାବକ ଖେଳାଳି କିଣିଛନ୍ତି। ୧୪୫.୩ କୋଟି ଟଙ୍କା ଖର୍ଚ୍ଚ କରି ୫୭ ଜଣ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ନିଜ ଟିମ୍‌ରେ ସାମିଲ କରିଛନ୍ତି।୨୨ ଜଣ ବିଦେଶୀ ଖେଳାଳି କିଣା ଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସ ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ୧୬.୨୫ କୋଟି ଟଙ୍କାରେ […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

ଆଜିର ଅନୁଚିନ୍ତା

➡️ନିଜ ବାପା ମାଆଙ୍କୁ ଅଶାନ୍ତିରେ ରଖି ଶହେ ଦେବା ଦେବୀଙ୍କୁ ଖୁସିରେ ରଖିଲେ କିଛି ଲାଭ ନାହିଁ ।➡️ଈଶ୍ବରଙ୍କ ଜ୍ଞାନ ତୁଲ୍ୟ କୌଣସି ଜ୍ଞାନ ନାହିଁ, ଈଶ୍ବରଙ୍କ ପ୍ରଭାବ ସମାନ କୌଣସି ପ୍ରଭାବ ନାହିଁ, ଈଶ୍ବରଙ୍କ ଦର୍ଶନ ସମାନ କୌଣସି ଦର୍ଶନ ନାହିଁ । ➡️ଜିତିବା ହାରିବା ନିଜ ଭାବନା ଉପରେ ନିର୍ଭର କରିଥାଏ । ➡️ଜୀବନରେ ସର୍ବଦା ଜାଣି ରଖନ୍ତୁ ଯେ, ସଫଳତା ଏକ ଏକୁଟିଆ ରାସ୍ତା । ➡️ମନକୁ ବୁଝେଇ ଦେଇ ହେବ କିନ୍ତୁ […]

ଆଜିର ରାଶିଫଳ

ଫେବୃଆରୀ ୧୯ ତାରିଖ ୨୦୨୧ ମସିହା(ଶୁକ୍ରବାର)ମାଘମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ,ନକ୍ଷତ୍ର- କୃତ୍ତିକା,ମେଷ ରାଶି ର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶି ର ଘାତବାର,ଅଷ୍ଟମୀ ର ପାର୍ବଣଶ୍ରାଦ୍ଧ,ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ।  ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର […]

ଖୋର୍ଦ୍ଧାରୋଡ ରେଳମଣ୍ଡଳର ପକ୍ଷରୁ ଆରମ୍ଭ ହେଲା ସିମେଣ୍ଟ ପରିବହନ

ଜଟଣୀ,୧୮/୨(ଏସଏସନିୟୁଜ) ଖୋର୍ଦ୍ଧାରୋଡ ରେଳମଣ୍ଡଳ ସିମେଣ୍ଟ ପରିବହନ ଆରମ୍ଭ କରିଛି । ପ୍ରଥମଥରଲାଗି ମହାମାରୀ ପରେ ଯାଜପୁର,କେଉଁଝର ଓ ହରିଦାସପୁରରୁ ଆଦି ୩ଟି ସ୍ଥାନରୁ ସିମେଣ୍ଟ ପରିବହନ ଆରମ୍ଭ କରିଛି ।ହରିଦାସପୁର ରାମକୋ ସାଇଡିଂରୁ ୨୧ଟି ୱାଗନ,ଯାଜପୁର ଓ କେଉଁଝର ରୋଡରୁ ୨୧ଟି ୱାଗନ ସିମେଣ୍ଟର ଗୋଟିଏ ରେକ୍ ପରିବହନ କରିଛି ।ସେହିପରି ୨୧ଟନ୍ ୱାଗନର ୧୩୮୦ଟନ୍ ସିମେଣ୍ଟ ରେକ୍ ଯାଜପୁର-କେଉଁଝର ରୋଡରୁ ପ୍ରଥମଥର ଲୋଡ ହୋଇ ପଶ୍ଚିମବଙ୍ଗର ଡାଙ୍କୁଣିକୁ ପରିବହନ କରାଯାଇଛି । ବ୍ୟବସାୟ ବିକାଶ ୟୁନିଟ୍ […]

ଶିଶୁପାଳ ହୋଇ କନ୍ୟାର ସାନ ଭଉଣୀକୁ ବାହାହେଲା ବର,ତାପରେ…

ମୁଖୀଗୁଡା,୧୭/୨(ସତ୍ୟସନ୍ଧାନ ଡେସ୍କ) ଆସିଥିଲେ ଖୁସିରେ ବାହା ହେବା ପାଇଁ  । ବାଜା ବାଜିଥିଲା ,ବାଣ ଫୁଟିଥିଲା ,ରୋଷଣୀ କରି ଆସିଥିଲେ ବାର ।  ହେଲେ ବେଦିରେ କନ୍ୟା ନ ଥିଲା। କନ୍ୟା ଫେରାର ହୋଇ ଯାଇଥିଲା। ଶେଷରେ କନ୍ୟାର ନାବାଳିକା ଭଉଣୀକୁ ବିବାହ କରିଥିଲା ବର। ଏହି ଖବର ଜୟପାଟଣା ପୁଲିସ ଏବଂ ସିଡ଼ିପିଓଙ୍କ ନିକଟରେ ପହଞ୍ଚିବା ପରେ ନାବାଳିକାକୁ ଉଦ୍ଧାର କରାଯାଇ ବାପା ମାଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାରୁ ପ୍ରକାଶ ଯେ, ଗତ କାଲି ଜୟପାଟଣା […]