Browsing daily archive

March 5, 2021

ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅଜଗର

ବାଙ୍କୀ,୫/୩(ଏସଏସନିୟୁଜ)ବାଙ୍କୀ ଥାନା ଅନ୍ତର୍ଗତ କଇଁମୁଣ୍ଡି ଗାଁ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବନବିଭାଗ। ସୂଚନା ଅନୁସାରେ ଗାଁଟି ଚନ୍ଦକା-ଡ଼ମପଡା ଅଭୟାରଣ୍ୟକୁ ଲାଗି ରହିଥିବାରୁ ଏହି ଅଜଗର ସାପଟି ଚଳପ୍ରଚଳ କରୁଥିବାର ଗ୍ରାମବାସୀ ପୂର୍ବରୁ ଦେଖିଥିଲେ। ଆଜି ସାପଟି କୌଣସିଏକ ଖାଦ୍ୟ ଗିଳିଦେଇ ଅସୁସ୍ଥ ଅବସ୍ଥାରେ ଧୀରେ ଧୀରେ ଗାଁ ଭିତରକୁ ପଶିବା ବେଳେ ବନ ବିଭାଗକୁ ଖବର ଦିଆଯାଇଥିଲା।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରିଥିବାର ଜଣାପଡିଛି ।

ଆଖଣ୍ଡଳମଣିଙ୍କ ପୀଠରେ ୧୪୪

ଭଦ୍ରକ ,୫/୩(ଏସଏସନିୟୁଜ)ଆଉ ଦିନ କେଇଟା ପରେ ପଡିବ ଜାଗର ଯାତ୍ରା । ଭକ୍ତମାନେ ମନ୍ଦିର ଯାଇ ବାବାଙ୍କ ଦର୍ଶନ କରି ଦୀପ ଜାଳିବା ସହ କେତେକ ଭକ୍ତ ମହାଦୀପ ଉଠିବା ପର୍ଯ୍ୟନ୍ତ ଉଜାଗର ରହିଥାନ୍ତି , କିନ୍ତୁ କୋଭିଡ଼ ପାଇ ଫିକା ପଡିଯାଇଛି ଜାଗର ଯାତ୍ରା । ରାଜ୍ୟର ପ୍ରମୁଖ ଶୈବପୀଠ ମାନଙ୍କରେ ଏବେ କଟକଣାମାନ ଆରମ୍ଭ କରାଯାଇଛି । ଭଦ୍ରକର ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ ଲାଗିଲା କଟକଣା। ଆରଡ଼ି ପୀଠରେ ଲାଗୁ […]

ବିଜୁପଟ୍ଟନାୟକଙ୍କ ଜୟନ୍ତୀରେ ବାଟିଂଲେ ଫଳ

ଭୁବନେଶ୍ୱର,୫/୩(ଏସ୍‌ଏସ୍‌ନିୟୁଜ)ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ରାଜଧାନୀ ମୁଖ୍ୟ ଚିକିସ୍‌ାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଚିକିସ୍‌। ଳୟର ଡାଇରେକ୍ଟର ଲକ୍ଷ୍ମିଧରସାହୁଙ୍କ ଉପସ୍ଥିତିରେ ବିଜେଡି ଜିଲ୍ଲା ସଭାପତି ତଥା ଉତର ବିଧାୟକ ସୁଶାନ୍ତ କୁମାରରାଉତ ଏହି ଫଳ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଉପଦେଷ୍ଟା ସମରେନ୍ଦ୍ରସାହୁ, ସୁଦାମସ୍ୱାଇଁ, ରାମାନାଥ ସାମନ୍ତରାୟ, ରଣଜିତ ମହାପାତ୍ର, ନଗେନ ୍‌ସାହୁ, ବିଜୟ ସାସ୍‌ମଲ,ବସନ୍ତସାହୁ,ସୈାମ୍ୟରଞନଦାସ ପ୍ରମୁଖ ବିଜୁଜନତାଦଳର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୫ ତାରିଖ ୨୦୨୧ ମସିହା(ଶୁକ୍ରବାର)ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ନକ୍ଷତ୍ର-ଅନୁରାଧା, ବିଛା,ଧନୁ ଓ ମୀନ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ । ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା […]

ଆଜିର ଅନୁଚିନ୍ତା

➡️ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ଚିହ୍ନା ମଣିଷର ଅଚିହ୍ନା ରୂପ । ➡️ମନକୁ ଯିଏ ନିୟନ୍ତ୍ରଣ କରିପାରିବ କେବଳ ସେହି ସୁଖୀ ହୋଇପାରିବ । ➡️ଜୀବନ ଯାତ୍ରାରେ ପ୍ରଥମେ ନିଜକୁ ଚିହ୍ନ , ତାପରେ ଦୁନିଆରେ କାହାକୁ ଜାଣିବାକୁ ଆବଶ୍ୟକ ପଡିବ ନାହିଁ । ➡️ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରି ନିଅନ୍ତି ଦୁନିଆରେ ସେହିମାନେ ସବୁଠାରୁ ବେଶୀ କଷ୍ଟ ପାଆନ୍ତି । ➡️Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ ଦ୍ରବ୍ୟଗୁଡ଼ିକୁ ବର୍ଜନ କରନ୍ତୁ […]

ଇଂଲଣ୍ଡକୁ ପୁଣି ଘାଇଲା କଲେ ଅକ୍ଷର

୧-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଅଞ୍ଚଳରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ବିଶ୍ବର ପ୍ରମୁଖ ଇସ୍ପାତ କଂପାନି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ଇଣ୍ଡିଆ। ୨–ପୁଣି ବଢିଲା ବସ୍ ଭଡା : ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି । ୩-ପୋଲାର୍ଡଙ୍କ ‘୬ ବଲ୍‌, ୬ ଛକା’ ପରାକ୍ରମ; ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗିବ୍ସ ଓ ଯୁବିଙ୍କ ପରେ ତୃତୀୟ ୪-ଇଂଲଣ୍ଡକୁ ପୁଣି ଘାଇଲା କଲେ […]