Browsing daily archive

March 22, 2021

ମାଲକାନଗିରିରେ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର,୨୨/୩(ଏସଏସନିୟୁଜ) ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ସହ ମାର୍ଚ୍ଚ ୩୧ ତାରିଖ ୧୧.୫୯ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ମାର୍ଚ୍ଚ ୨୩ରୁ ୩୧ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ କରାଯିବ ବୋଲି ମାଲକାନଗିରି ଜିଲାପାଳ ଡ.ୟେଦୁଲା ବିଜୟ ଆଜି ଘୋଷଣା କରିଛନ୍ତି। ସର୍ବସାଧାରଣ ଜାଗାରେ ଦୋଳ ଓ ହୋଲି […]

୪ ଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ଵର ୨୨/୩(ଏସଏସନିୟୁଜ) ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ […]

ଇମ୍ରାନଙ୍କ ପରେ ପତ୍ନୀ ବୁସରା ବିବି କରୋନାରେ ଆକ୍ରାନ୍ତ

➡️୧-ଆଜି ଅନ୍ତର୍ଜାତୀୟ ଜଳ ଦିବସ : ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ‘କ୍ୟାଚ୍‍ ଦ ରେନ୍‍’ ବା ବର୍ଷାଜଳ ସଂରକ୍ଷଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ଏଣିକି ଦ୍ୱିତୀୟ ଡୋଜ୍ କରୋନା ଭାକ୍ସିନ ନେବାର ୨୮ ଦିନ ପର୍ଯ୍ୟନ୍ତ କରିପାରିବେନି ରକ୍ତଦାନ, ଜାରି ହେଲା ନିର୍ଦ୍ଦେଶ। ଅର୍ଥାତ କେହି କରୋନା ଟିକା ନେଇଥିଲେ ୫୬ ଦିନ ମଧ୍ୟରେ ରକ୍ତଦାନ କରିପାରିବେ ନହିଁ। ➡️୩-ଆଜି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ତା ସହିତ କୋଣାର୍କ […]

ଆଜିର ଅନୁଚିନ୍ତା

➡️ବଡ ବଡ ଗ୍ରନ୍ଥ ପଢି ଦେଲେ କି ୧୦୮ ମାଳା ଜପ କରିଦେଲେ ଶାନ୍ତି ମିଳେ ନାହିଁ, ପ୍ରକୃତ ଶାନ୍ତି ଉତ୍ତମ କର୍ମ ଆଉ ସ୍ବଚ୍ଛ ବିଚାରରୁ ମିଳେ । ➡️ଆତ୍ମା କାନ୍ଦୁଥିଲେ ମଧ୍ୟ ସବୁ କଷ୍ଟ ସହି ଯିଏ ହୃଦୟରୁ କ୍ଷମା କରି ଆଶୀର୍ବାଦ ଦିଏ ସେ ହେଉଛି “ମାଆ” ➡️ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ, ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତା ଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୨୨ ତାରିଖ ୨୦୨୧ ମସିହା(ସୋମବାର)ଫାଲଗୁନ ମାସ-ଶୁକ୍ଳପ,କ୍ଷତିଥି-ଅଷ୍ଟମୀ ,ନକ୍ଷତ୍ର-ଆଦ୍ରା ,କନ୍ୟା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଓ ଲାଉ ଭକ୍ଷଣ ନିଷେଧ ।  ମେଷ-ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ ।ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବନ୍ଧୁବାନ୍ଧବ, ଧାରକରଜ ପ୍ରଭୃତିକୁ କେନ୍ଦ୍ରକରି କଳହର ଆଶଙ୍କାକୁ […]