ରାଜଧାନୀ ବିଚ ରାସ୍ତାରେ ରକ୍ତର ହୋଲି
ଭୂବନେଶ୍ଵର,୬/୩(ଏସଏସନିୟୁଜ) ରାଜଧାନୀ ଥରହର । ବିଚ ରାସ୍ତାରେ ରକ୍ତର ହୋଲି । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ । ଏହିଭଳି ଘଟଣ । ରାଜଧାନୀ ଭୁବନେଶ୍ୱର ସିଆରପି ଛକରେ ଦିନ ଦ୍ୱିପହରରେ ଏହି ଚାଞ୍ଚଲ୍ୟକର ଘଟିଛି। ଯୁବକଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣ ଅଟକ ଥିବା ଡିସିପି କହିଛନ୍ତି । ପ୍ରକାସ ଯେ,ତେବେ ପିକଅପ୍ ଭ୍ୟାନରେ ସାଲିଆସାହିର ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ […]