ଲଣ୍ଡନରେ ପାଳିତ ହେଲା ୮୫ତମ ଉତ୍କଳ ଦିବସ
ଭୁବନେଶ୍ବର,୫/୪(ସତ୍ୟସନ୍ଧାନ ଡେସ୍କ) ଏପ୍ରିଲ ୩ ତାରିଖ ଶନିବାର ଦିନ ବ୍ରିଟେନ ରେ ଥିବା ଓଡିଶା ସୋସାଇଟି (OSUK) ଅତ୍ୟଧିକ ଗର୍ବର ସହିତ ୮୫ତମ ଉତ୍କଳ ଦିବସ ପାଳନ କରିଥିଲା। ବ୍ରିଟେନର ଓଡିଶା ସୋସାଇଟି ସହିତ ମିଳିତ ଭାବରେ ଓଡିଆ ସାଂସ୍କୃତିକ ସଙ୍ଗଠନ ଲଣ୍ଡନ ଦ୍ୱାରା ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ବିଶିଷ୍ଟ ବକ୍ତାମାନେ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ମାନ୍ୟବର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାନିଗ୍ରାହି, ରାଜ୍ୟସଭା ସଦସ୍ୟ ଡ: ଅମର ପଟ୍ଟନାୟକ, […]