Browsing monthly archive

April 2021

ଆଜିର ରାଶିଫଳ

ମେଷ-ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ-ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। ଏକ ନୂତନ […]

ମା ହେଲା ମେଘା

ବାରଙ୍ଗ-୧୪/୪(ଏସଏସଏନ୍)ପ୍ରାଣୀଉଦ୍ୟାନ ନନ୍ଦନକାନନରେ  ଅନେକ ସମୟରେ ଖାଦ୍ୟଅଭାବ କୁ ନେଇ ବିଭିନ୍ନ ନୀରିହ ଜୀବଜନ୍ତୁ ନିଜନିଜ ଭିତରେ ମାରପିଟ୍ ହୋଇ କାହାର ଜୀବନ ଯାଉଛି ତ ଆଉ କିଏ ଅସୁସ୍ଥ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ପଶୁପ୍ରେମୀଙ୍କ ମନରେ ଦୁଖଃର ବାତାବରଣ ସୃଷ୍ଟି ହେଉଥିବା ବେଳେ ଆଜି ସକାଳ ସମୟରେ ପ୍ରାଣୀଉଦ୍ୟାନରେ ରହୁଥିବା ବାଘୁଣୀ ମେଘା ୩ଟି ଶାବକ ଜନ୍ମ ଦେଇଛି । ଏହି ଖବର ଶୁଣିବା ପରେ କର୍ମଚାରୀଠୁ ଆରମ୍ଭ କରି […]

ଆଜିର ଅନୁଚିନ୍ତା

➡️ମନ ପବିତ୍ର ହେଲେ ଗୋବରଗଡିଆ ଗଙ୍ଗା ! ଧନ ନୁହେଁ ବରଂ ଗୁଣର ଆଦର ସବୁଠି ହୋଇଥାଏ ! ➡️ଅଯୋଗ୍ୟକୁ ଯୋଗ୍ୟ ବନେଇବା ସହଜ କିନ୍ତୁ ବିଶ୍ବାସ ଘାତିକୁ ପୁଣି ଥରେ ବିଶ୍ବସ୍ତ ବନେଇବା ବହୁତ କଷ୍ଟ ➡️ ଯିଏ ଦୁଃଖ ବେଳେ ଉଦବେଗ ପ୍ରକାଶ କରେନାହିଁ କି ସୁଖ ବେଳେ ଆତ୍ମହରା ହୋଇପଡେ ନାହିଁ, ସେ ହିଁ ବାସ୍ତବରେ ସୁଖୀ । ➡️ଯେତେବେଳେ ଯାଏଁ ନିଜ ଆଖିରେ ନ ଦେଖିଛ କିମ୍ବା ନିଜ କାନରେ ନ […]

ଶିକ୍ଷାନୁଷ୍ଠାନ ପରେ ଧର୍ମାନୁଷ୍ଠାନରେ କରୋନା

୧-ଆଇପିଏଲ୍‌-୨୦୨୧ : ବୋଲରଙ୍କ କମାଲ , ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍ ରାଇଡର୍ସକୁ ୧୦ ରନରେ ହରାଇଲା । ୨–ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ । ୩-ଭାକସିନ ଅଭାବକୁ ନେଇ କେନ୍ଦ୍ରର ଜବାବ, ସମସ୍ୟା ଟିକା ଅଭାବକୁ ନେଇ ନୁହେଁ ବରଂ ଉତ୍ତମ ସଞ୍ଚାଳନରେ ରହିଛି । ୪-ମତ୍ସ୍ୟଚାଷୀଙ୍କ ପାଇଁ ଆରମ୍ଭ ହେଲା ଇ-ଶାନ୍ତା ଇଲେକ୍ଟ୍ରୋନିକ୍‍ ବଜାର ୫-ଋଷର […]

ଆଜିର ରାଶିଫଳ

ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ। ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ କାର୍ଯ୍ୟ ସ୍ଥଳୀରେ ଉଚସ୍ଥ […]

ଟ୍ରକ ପଛକୁ ପିଟିଲା ହାଇୱା,୧ ମୃତ

ବାରଙ୍ଗ,୧୩/୪(ଏସଏସନିୟୁଜ) ଚନ୍ଦକା ଥାନା ଅଧିନସ୍ଥ ଜଙ୍ଗଲ ଭିଉ ହୋଟେଲ ନିକଟରେ ଥିବା ଏକ ବ୍ୟାଟେରୀ ଗୋଦାମ ସମ୍ମୁଖରେ ଟ୍ରକ୍ କୁ ପଛପଟୁ ପିଟିଲା ହଇୱା।ଘଟଣାସ୍ଥଳରେ ହାଇୱା ଚଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି।ସୂଚନାନୁସାରେ ମଙ୍ଗଳବାର ରାତି ପ୍ରାୟ ୮ ସମୟରେ ଚନ୍ଦକା ଆଡୁ ଦୃତଗତିରେ ଓଡି୦୨-ଏଏଚ୍‌-୪୦୯୮ନଂ ହାଇୱା ଆସୁଥିବା  ବେଳେ  ବ୍ୟାଟେରୀ ଗୋଦାମ ସମ୍ମୁଖରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା।ଫଳରେ […]

ପୁଲିସର ଦାଦାଗିରି

୧-ଶେଷ ବଲ୍ ଯାଏ ଜୋରଦାର ଲଢ଼େଇ: ସାମସନଙ୍କ ଶତକୀୟ ପାଳି ବେକାର, ୪ ରନ୍‌ରେ ଜିତିଲା ପଞ୍ଜାବ । ୨-ଭୁବନେଶ୍ଵରରେ ପ୍ରତିଷ୍ଠା ହେବ କ୍ୟାନସର ହସ୍‌ପିଟାଲ୍‌, ୩୪୦କୋଟି ଟଙ୍କା ଅନୁଦାନ ଦେବେ ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ । ୩-କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ । ଓଡିଶାରେ ମେ ମାସରେ ଶୀର୍ଷ ଛଇଁପାରେ କରୋନା, ନିହାତି ଆବଶ୍ୟକ ନଥିଲେ ହସ୍ପିଟାଲ ନ ଯିବାକୁ ପରାମର୍ଶ । ୪–ସୁଶୀଲ ଚନ୍ଦ୍ରା ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୋଗ […]

ଆଜିର ଅନୁଚିନ୍ତା

➡️ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ ।ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ । ➡️ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ । ➡️ବିନା କାରଣରେ ସମ୍ପର୍କରେ ଫାଟ ସୃଷ୍ଟି ହେବ ନାହିଁ, କୌଣସି ନିଜ ଲୋକ ହିଁ ବିଷ ମିଶାଇ ଦେଇଥାନ୍ତି । ➡️ଜୀବନରେ […]

ଆଜିର ରାଶିଫଳ

ମେଷ:-ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ:-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ […]

ଆଜି ଭୁବନେଶ୍ୱରରେ ୧୯୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୨/୪(ଏସଏସନିୟୁଜ) ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ପଜିଟିଭ୍ ୧୯୦ରେ ପହଁଚିଛି ।୨୪ଘଂଟା ମଧ୍ୟରେ ଦିନକ ମଧ୍ୟରେ ବଡଗଡ, ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ଝାରପଡା, ସାମନ୍ତବିହାର ,ମଂଚେଶ୍ୱର ଓ ସୁନ୍ଦରପଦା ଅଂଚଳରୁ ଏକାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ଓ ୩୮ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ବୋଲି ବିଏମସିର ରିପୋର୍ଟ ରେ ଦର୍ଶାଯାଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୧୧ରେ ପହଁଚିଥିବାବେଳେ ୫୬ ଜଣ […]