ତାତିଲେ ଛାତ୍ରଛାତ୍ରୀ
୧-IPL-2021 -ଗର୍ଜିଲା ପୃଥ୍ଵୀ ଓ ଧାଓ୍ଵନଙ୍କ ବ୍ୟାଟ୍, ଗୁରୁ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ଧୂଳି ଚଟାଇଲା ଶିଷ୍ୟ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ୨-ଡାକ୍ତରଖାନା ବେଡ୍ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି। । ୩-ରାଜ୍ୟରେ ବିସ୍ଫୋରକ ହେଉଛି ଦୈନିକ ସଂକ୍ରମଣ: ରେଡ୍ ଜୋନ୍ରେ ଖୋର୍ଧା ଓ ସୁନ୍ଦରଗଡ଼ । ୪-ସୁନ୍ଦରଗଡ଼ ଜିଲ୍ଲାରେ “ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ – ଭିଡିଓ କନଫରେନ୍ସିଂ ଜରିଆରେ […]