ସାବଧାନ ମାସ୍କ ନପିନ୍ଧିଲେ ୨ଗୁଣା ଜୋରିମାନା
ଭୁବନେଶ୍ୱର୯/୪(ଏସଏସନିୟୁଜ) ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟବାସୀଙ୍କୁ ସମ୍ଭୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିନା ଲକଡାଉନରେ କରୋନାକୁ ରୋକିବାକୁ ହେଲେ ମାସ୍କ ନପିନ୍ଧିବାକୁ ପଡିବ । ରୋଜଗାର ବଞ୍ଚାଇବାକୁ, ଜୀବନ ଜୀବୀକା ବଞ୍ଚାଇବାକୁ ମାସ୍କ ପିନ୍ଧିବାକୁ ପଡିବ ।କରୋନା ସହ ଲଢେଇ ପାଇଁ ମାସ୍କ ହିଁ ଏକମାତ୍ର ଅସ୍ତ୍ର ଓ ସୁରକ୍ଷା କବଚ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହାସହ ମାଆମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି […]