Browsing monthly archive

April 2021

ବିଏମ୍‌ସିର ନୂଆ ମାର୍ଗଦର୍ଶିକା

ଭୁବନେଶ୍ୱର୨/୪(ଏସଏସନିୟୁଜ) ରାଜଧାନୀରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ନୂଆ ମାର୍ଗଦର୍ଶିକା ଜାରି କରିଛି ।ଏହି ମାର୍ଗଦର୍ଶିକା ଅନୁଯାୟୀ ବିବାହରେ କେବଳ ୧୦୦ ଜଣ ଲୋକ ଓ ଅନ୍ତ୍ୟେଷ୍ଟି କ୍ରିୟାରେ କେବଳ ୫୦ ଜଣ ଲୋକ ଯୋଗ ଦେଇପାରିବେ ବୋଲି କୁହାଯାଇଛି । ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ । ବିଏମସିର ବିନା ଅନୁମତିରେ କୌଣସି ସାମାଜିକ କାର୍ଯ୍ୟ ଭୁବନେଶ୍ୱରରେ ହୋଇପାରିବନି । ଏହି କଟକଣା ଏପ୍ରିଲ ୬ […]

ସର୍ତକ କଲେ ସରକାର,ବଢୁଛି କରୋନା ସଂକ୍ରାମଣ

ଭୁବନେଶ୍ୱର୨/୪(ଏସଏସନିୟୁଜ) କରୋନା ଲେଉଟାଣି ଲହରମୁକାବିଲାପାଇଁ ସରକାରି ତପ୍ତରତା ଦେଖାଦେଇଛି ।ସବୁ ଜିଲ୍ଲାପାଳ,ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟବିଭାଗ ଏସିଏସ ଚିଠି ଲେଖରଥିବା ନେଇ ସୁଚନା ମିଳିଛି । ରାଜ୍ୟର ସବୁ ଜିଲ୍ଲାର ହସ୍ପିଟାଲରେ ଅକ୍ସିଜେନ ବ୍ୟବସ୍ଥା ସହ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ।କେବଳ ଏତିକି ନୁହେଁ ଆଇସିୟୁ,ଡାଏଲିସସ୍‌,ଲେବରରୁମ୍‌, ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସରକାରୀ ନୁହେଁ ଘରୋଇ ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖରବାକୁ ନିର୍ଦ୍ଦେସ ଦିଆଯାଇଛି । ଫାଭିପିରାଭିର୍, ରେମଡିସିଭିର୍ ଆଦି ଔଷଧ […]

ମାଲକାନଗିରିରେ ମାସ୍କ ବାଧ୍ୟତାମୂଳ. ଝାରସୁଗୁଡାରେ ସାପ୍ତାହିକ ହାଟ ବନ୍ଦ

ଭୁବନେଶ୍ୱର,୨/୪(ଏସଏସନିୟୁଜ) ରାଜ୍ୟରେ କରୋନା ଗ୍ରାଫ୍ ବଢୁଥିବାବେଳେ ପୁଣି ନିୟମ କଡାକଡି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲାର ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ଜିଲ୍ଲା ପ୍ରଶାସନ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର ସହ ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ […]

ଜବତ ହେଲା ଚିତାବାଘ ଛାଲ ,ଜାରିହେଲା ହେଲ୍ପଲାଇନ ନମ୍ବର

ବୋଲାଗଡ,୨/୪(ଏସ୍‌ଏସ୍‌ନିୟୁଜ) ନିର୍ଭରଯୋଗ୍ୟ ସୁତ୍ରରୁ ଖବରପାଇ ଏସଟିଏଫ୍ ଟିମ୍ ଗୁରୁବାର ରାତିରେ ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ  ଚଢାଉ କରି ବିକ୍ରିକରିବାକୁ ଗ୍ରାହକକୁ ଅପେକ୍ଷା କରିରହିଥିବା ଚିତାବାଘର  ଛାଲ  ସହ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଜବତ କରିଛନ୍ତି ।ଏହାସହ ଦୁଇଜଣଙ୍କୁ ଗିରଫ ମଧ୍ୟ କରିଛନ୍ତି ।ସେମାନେ ହେଲେ ନୟାଗଡ଼ ଜିଲ୍ଲାର ସୁଧୀରା ବେହେରା ଓ ସୁବାଷ ଚନ୍ଦ୍ର ବେହେରା ।ଏସଟିଏଫ ଥାନାକେଶନଂ ୧୧/୨୧ ରେ ଏକ ମକଦ୍ଦମା ରୁଜୁକରାଯାଇଛି ।ଜବତ ହୋଇଥିବା ଚିତାବାଘ ଚର୍ମ କୁ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ […]

ମହାରାଷ୍ଟ୍ରରେ ବେକାବୁ କରୋନା

୧-ଦୁଇଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିବେ ଉପରାଷ୍ଟ୍ରପତି, ପୂର୍ବାହ୍ନ ୧୧ଟା ୧୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ରାଜଭବନ ଯିବେ ଓ ମଧ୍ୟାହ୍ନଭୋଜନ କରିବେ। ୨-‘କାଳିଆ’ ଫାଇଲ୍ ଦସ୍ତଖତ କରି କାମ ଆରମ୍ଭ କଲେ ନବୀନ, ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ପାଖକୁ ରବି ଋତୁ ପାଇଁ ୬୯୩ କୋଟି ୯୪ଲକ୍ଷ ଟଙ୍କାର (କାଳିଆ) ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପଠାଗଲା । ୩-ରାଜ୍ୟରେ ଖରିଫ୍ ଧାନ କିଣା ପ୍ରକ୍ରିୟା ଶେଷ, ଏବର୍ଷ […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୨ ତାରିଖ ୨୦୨୧ ମସିହା(ଶୁକ୍ରବାର)ଚୈତ୍ର ମାସ-କୃଷ୍ଣପକ୍ଷ,ତିଥି-ପଞ୍ଚମୀ ,ବିଛା,ଧନୁ ଓ ମୀନ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ଓ ନିମ୍ବ ଭକ୍ଷଣ ନିଷେଧ।  ମେଷ-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। […]

ଆଜିର ଅନୁଚିନ୍ତା

➡️”ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ । ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ । ସର୍ବଦା ତିଷ୍ଠିରହେ ! ➡️କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ ।ଯାହା ଆପଣଙ୍କର ଦୁଃଖର କାରଣ ବନିପାରେ । ➡️ ଏ ସ୍ବାର୍ଥପର ଦୁନିଆରେ ଶତୃ ବନେଇବା କିଛି ଦରକାର ନାହି, କିଛି ଭଲ କାମ କର […]

ସୋମନାଥଙ୍କପୀଠରେ ଏକାଠି ହେଲେ ଦୁଇଟି ମନ

ବାରଙ୍ଗ,୧/୪(ଏସଏସନିୟୁଜ)ଶ୍ରଶ୍ରୀ ସୋମନାଥଦେବ ଜନକଲ୍ୟାଣ ସମିତିର ଏକ ଅଭିନବ ପ୍ରୟାସ ।ପାରିବାରିକ ବିବାଦରୁ ପାଚେରୀ ହଟାଇବ ।ଭାଇଚାରା ମଧ୍ୟରେ ଲାଗିରହିଥିବା ବିବାଦ ଓ ବିଭେଦକୁ ଦୁରେଇ ଦେବ ।ପରିବାର ଯୋଡିବ ।ଭଲପାଇବାର ଭାବ ଆଉ ଭାଇଚାରାର ବାର୍ତା ବାଂଟିବ ।ଏହାସହ ବାବା ସୋମନାଥଙ୍କ ମହିମା ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଏହାକୁ ଅଂଚଳର ସୋମନାଥପ୍ରେମୀଭକ୍ତମାନେ କରିଛନ୍ତି । ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଢାୱାଗ୍ରାମରେ ରହିଛି ବାରଙ୍ଗ ତଥା ପଟିଆ ଅଂଚଳର ସର୍ବପୁରାତନ ଶୈବପୀଠ ।ଏହି ପୀଠର ଆରାଧ୍ୟ ହେଉଛନ୍ତି […]

ସାଇଲେଣ୍ଟ କିଲର ସାଜିଛି ॰॰॰

୧-ବରଗଡ଼ : ମୁହଁ ମୋଡ଼ିଲେଣି ସୀମାନ୍ତ ଲୋକେ; ବାପା-ମା’ ଓଡ଼ିଶାର, ପୁଅ ଛତିଶଗଡ଼ି ୨-ସାଇଲେଣ୍ଟ କିଲର ସାଜିଲାଣି କରୋନା । ମୁମ୍ବାଇର ୯୧ ହଜାର ସଂକ୍ରମିତଙ୍କ ମଧ୍ୟରୁ ୭୪ ହଜାର ସଂକ୍ରମିତଙ୍କ ଠାରେ ଦେଖାଯାଉନି ଲକ୍ଷଣ, ଦେଶର ମୋଟ ସଂକ୍ରମଣର ଅଧା ଆସୁଛି ମହାରାଷ୍ଟ୍ରରୁ । ୩-ଜୁନ ୩୦ ଯାଏଁ ବଢିଲା ଆଧାର ଓ ପାନ୍ ଲିଙ୍କ ଅବଧି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି । ୪-୯ରେ ଓଟିଇଟି ପରୀକ୍ଷା, ବୋର୍ଡ ୱେବ୍‌ସାଇଟ୍‌ରେ […]

ଆଜିର ଅନୁଚିନ୍ତା

➡️କେବେ କାହାକୁ ଗରିବ ଭାବି ସମ୍ପର୍କ ଭାଙ୍ଗ ନାହିଁ , କାରଣ ଗରିବ ପାଖରୁ ଯେଉଁ ସମ୍ମାନ ମିଳିଥାଏ ତାହା କେବେ ଜଣେ ଧନୀ ପାଖରୁ ମିଳି ନ ଥାଏ । ➡️ସମସ୍ତ ନିଷ୍ପତି କେବଳ ଆମର ହୋଇନଥାଏ କିଛି ନିଷ୍ପତି ସମୟର ମଧ୍ୟ ହୋଇଥାଏ । ➡️ଯିଏ ପରିଶ୍ରମରେ ବିଶ୍ବାସ ରଖେ, ସେ ଭାଗ୍ୟ କଥା କେବେ ବି କୁହେନାହିଁ । ➡️ସ୍ବାର୍ଥ ଶେଷ ତ ସମ୍ପର୍କ ବି ଶେଷ ଏହା ହିଁ ବାସ୍ତବ । […]