ଚୋରା ଶାଗୁଆନ କାଠ ଜବତ, ୨ଗିରଫ
ବାରଙ୍ଗ,୪/୫(ଏସଏସନିୟୁଜ)ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରି ଏକ କାଠ ବୋଝେଇ ଗାଡ଼ି ସମେତ ୨ ଜଣଙ୍କୁ କାବୁ କରି ବନବିଭାଗକୁ ହସ୍ତାନ୍ତର କରିଛି।ସୂଚନାନୁସାରେ ମଙ୍ଗଳବାର ସକାଳେ ବାଙ୍କୀ ଭଗିପୁର ଗ୍ରାମରୁ ବାରଙ୍ଗ ବ୍ରାହ୍ମଣୀ ଗାଁ କୁ ଶାଗୁଆନ କାଠ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇ ଗୋଡିସାହି ଫାଣ୍ଡି ନିକଟରେ ଚଢ଼ାଉ କରିଥିଲା।ଚଢାଉ କରି ୧୦ କ୍ଵିଣ୍ଟାଲ ଶାଗୁଆନ […]