ବାରଙ୍ଗରେ୧୫ ଓ ରାଜଧାନୀଉପକଣ୍ଠରେ ୬ ପଜିଟିଭ
ବାରଙ୍ଗ,୧୮/୫(ଏସଏସନିୟୁଜ) ମଙ୍ଗଳବାର ଭୁବନେଶ୍ବର ଉପକଣ୍ଠ କଲ୍ୟାଣପୁର ପଞ୍ଚାୟତ ନୂଆବନ୍ତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ହୋଇଯାଇଛି।ଏହି ଟୀକାକରଣ ରେ ୪୫ ବର୍ଷରୁ ଉର୍ଦ୍ଧ ୧୧୦ ଜଣଙ୍କୁ ଟିକା ଦିଆଯାଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଡାକ୍ତର ତପସ୍ଵିନୀ ଦାସ ଙ୍କ ତତ୍ତ୍ଵାବଧାନରେ ସ୍ବାସ୍ଥ୍ୟକର୍ମୀ ଜ୍ୟୋତିରଞ୍ଜନ ସାମନ୍ତରାୟ ଏହି ଟୀକାକରଣ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।ଭୁବନେଶ୍ୱର ଉପକଣ୍ଠ ପାଞ୍ଚ ପଞ୍ଚାୟତ ରୁ ମଙ୍ଗଳବାର ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାରାହାଙ୍ଗ ଅଞ୍ଚଳରୁ ୨,ରଘୁନାଥପୁର ଅଞ୍ଚଳରୁ ୨,କଲ୍ୟାଣପୁର ଓ ଦାଢା […]