Browsing daily archive

May 21, 2021

ଝାରପଡ଼ା ଜେଲ୍‌ରେ ଚିହ୍ନଟ ହେଲେ ୯୬ କରୋନା ପଜିଟିଭ

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ମହାମାରୀ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଜେଲ୍‌ରେ କଏଦୀ ଓ ଷ୍ଟାଫ୍କୁ ମିଶାଇ ୯୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଆଇସୋଲେସନରେ ରଖାଯିବାସହ ଡାକ୍ତରମାନଙ୍କ ନଜରବନ୍ଦିରେ ଆକ୍ରାନ୍ତମାନେ ରହିଛନ୍ତି । ତେବେ୧୯୫ ଜଣଙ୍କ ସାମ୍ପୁଲ ନେଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୬ ଜଣ ପଜିଟିଭ ବାହାରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବୁର୍ଲା ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ବରଗଡ଼ ଜିଲ୍ଲା ବରପାଲି ଅଂଚଳରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇ ସୁସ୍ଥ ହେବାପରେ ବ୍ଲାକ ଫଙ୍ଗସ ଜଣାପଡିଥିଲା ।ସେ ଗୁଜରାଟରେ ଥିବାବେଳେ କୋଭିଡରେ ଆକ୍ରନ୍ତ ହୋଇ ସୁସ୍ଥ ମଧ୍ୟ ହୋଇ ଘରକୁ ଫେରିଥିଲେ ।ତାଙ୍କର ନାକତଳରେ ଅସୁବିଧା ସୃଷ୍ଟିହେବାରୁ ସମ୍ବଲପୁର ବୁର୍ଲା ମେଡିକାଲର ଇଏନଟି ବିଭାଗକୁ ଚିକିସ୍‌ା ପାଇଁ ଯାଇଥିଲେ ।ସେଠାରେ ବୃଦ୍ଧ ଜଣଙ୍କ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ପ୍ରାଥମିକ ପର୍ଯ୍ୟାୟରେ ପହଁଚିଥିବାର ଡାକ୍ତରମାନେ ଜାଣିବାକୁ ପାଇଥିଲେ ।ଏହାପରେ […]

ଆଜିର ରାଶିଫଳ

ମେଷ: –ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ବୃଷ: –ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ। […]

ଆଜିର ଅନୁଚିନ୍ତା

➡️ପାଣି କିଣୁଥିଲୁ ଏବେ ପବନ କିଣିଲୁ,ବାକି ରହିଗଲା ମାଟି ,ଯେଉଁ ଦିନ ଏହି ସମସ୍ୟା ଆସିବ,ସେ ଦିନ ସଭିଙ୍କ ଛୁଟି, ମାୟା ମୋହ ଯିବ ତୁଟି ➡️ରୁପ ଠାରୁ ଚରିତ୍ର ବଡ –ପ୍ରେମ ଠାରୁ ତ୍ଯାଗ ବଡ –।ଧନ ଠାରୁ ମାନବିକତା ବଡ –ହେଲେ—-ସୁନ୍ଦର ସମ୍ପର୍କ ଠାରୁ ଏ ଦୁନିଆରେ କିଛି ବି ନାହିଁ । ➡️ ହୁଏତ ଆପଣଙ୍କୁ ସବୁ ଜାଗାରେ ପ୍ରଶଂସା ମିଳିଯାଇପାରେ ! ହେଲେ –ମାଆ ଆଉ ବାପା ଙ୍କର ଆଶୀର୍ବାଦ କୋଉଠି […]

ବ୍ଲାକ ପରେ ଆସିଲା ହ୍ବାଇଟ୍‌

୧-ଜୁନ୍ ରୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ମିଳିବ ଆଣ୍ଟି-କୋଭିଡ୍ ମ୍ୟାଡିସନ୍ ୨ ଡିଜି: ଡ.ରେଡ୍ଡୀଜ ଲ୍ୟାବର ଘୋଷଣା । ୨-ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଖାଦ୍ୟଯୋଗାଣ ଓ ସମବାୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ ୩-ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍‌ ଫଙ୍ଗସ; ବିହାରରେ ୪ ରୋଗୀ ଚିହ୍ନଟ, ଅଧିକ ପ୍ରାଣଘାତୀ। ୪-୨୨ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଜନିତ ବାତ୍ୟା କେଉଁଠି କରିବ ମାଡ । ୱିଣ୍ଡି-ଡଟ୍-କମ୍ […]