Browsing daily archive

May 23, 2021

୨୬ସନ୍ଧ୍ୟାରେ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୩/୫(ଏସ ଏସ ନିୟୁଜ)ବାତ୍ୟା ୟଶ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା- ଆଜି ଘନିଭୂତ ହୋଇ ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ ।ଆଗାମୀ ୧୨ ଘଣ୍ଟା ପରେ ଅବପାତର ରୂପ ନେବା ସହ ୨୪ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ।୨୬ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ପହଞ୍ଚିବା ସମ୍ଭାବାନା ରହିିିଥିବା ବେଳେ ଅତି ତୀବ୍ର ସାମୁଦ୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା […]

ବୁଲା ଗାଈ ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ୫୫ଲଷଟଙ୍କା ସହାୟତା ମଞୁର

ଭୁବନେଶ୍ୱର ୨୩/୫(ଏସ ଏସ ନିିିଉଜ)ୟୟକୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି ।ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏ ସି ମାନଙ୍କୁ ପଞ୍ଚାବନ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । […]

ଆଜିର ରାଶିଫଳ

ମେଷ:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ। ବୃଷ:-ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହୋଇପାରେ, ଏହାର ଧ୍ୟାନ ରଖିବେ। ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ। ବିଦ୍ୟାର୍ଥିମାନଙ୍କ ପାଇଁ […]

ଡାକ୍ତରଙ୍କ ଗବେଷଣାରୁ ଖୁଲାସା

୧-କରୋନା ସଂକ୍ରମିତ ମାଓବାଦୀ ଆତ୍ମ ସମର୍ପଣ କରନ୍ତୁ : ସମସ୍ତ ଚିକିତ୍ସା ଖର୍ଚ୍ଚ ଦାୟିତ୍ୱ ପୋଲିସ ବହନ କରିବ । ୨-ସମ୍ଭାବ୍ୟ ବାତ୍ୟା ମୁକାବିଲା: ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ ହେବା କୁ ପରାମର୍ଶ: ଆମର ସିଦ୍ଧାନ୍ତ ହେଉଛି ‘ସବୁ ଜୀବନ ମୂଲ୍ୟବାନ’, ତେଣୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଗୁରୁତ୍ବ – ମୁଖ୍ୟମନ୍ତ୍ରୀ । ୩-ସୋସିଆଲ୍ ମିଡିଆ କମ୍ପାନୀକୁ କେନ୍ଦ୍ରର କଡା ନିର୍ଦ୍ଦେଶ, ତୁରନ୍ତ ହଟାଅ କରୋନାର ନୂଆ ଷ୍ଟ୍ରେନ୍‌କୁ ଭାରତୀୟ କୁହାଯାଇଥିବା […]

ଆଜିର ଅନୁଚିନ୍ତା

➡️ବାପା ମାଆଙ୍କୁ କଷ୍ଟ ଦେଇ ଦୁନିଆରେ କେହି କେବେ ବି ସୁଖରେ ରହି ପାରିବେ ନାହିଁ । ➡️ପିମ୍ପୁଡି ପରି ଯଦି ମଣିଷ ବି ପରିବାରରେ ଜଣେ ଜଣଙ୍କୁ ସାହାର୍ଯ୍ୟ କରିବ କଠିନରୁ କଠିନ କାମ ବି ବହୁତ ସରଳତାର ସହିତ ସମ୍ପୁର୍ଣ୍ଣ ହୋଇଯିବ । ➡️ ଆଜିକାଲି ଲୋକେ ମଜାକ୍ କମ୍ କରନ୍ତି କିନ୍ତୁ ମଜାକ୍ ବାହାନାରେ ଅପମାନ ବେଶି କରନ୍ତି । ➡️ଯଦି କେହି ଅଭିମାନ କରିଛି ତାକୁ ଶୀଘ୍ର ମନେଇନେବା ଉଚିତ୍, କାହିଁକି […]