Browsing daily archive

May 28, 2021

ସ୍ୱାମୀ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଧରିଲେ ସ୍ତ୍ରୀ ,ତାପରେ..

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ସ୍ୱା୍ମୀ ଅନ୍ୟଜଣେ ମହିଳାଙ୍କ ସହ ବନ୍ଦ କୋଠରୀରେ ଥିଲେ ,ଖବରପାଇ ଆସି ଧରିଲେ ସ୍ତ୍ରୀ ,ତାପରେ କଣ ହେଲା ଜାଣନ୍ତୁ ।ଏହି ଘଟଣାଟି ମଧ୍ୟପ୍ରଦେଶର ଅଗରମଲୱା ଜିଲ୍କାର ନାଗଡା ଜଙ୍କସନରେ ଏକ ଘର ବାହାରେ ଉତ୍ତେଜନା ଦେଖାଦେଇଥିଲା । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଦ୍ୱିତୀୟ ମହିଳାଙ୍କ ସହିତ କୋଠରୀରେ ଥିବାବେଳେ ଧରିଥିଲେ । ସ୍ୱାମୀଙ୍କର କାରନାମା ବିଷୟରେ ସ୍ତ୍ରୀ କୈାଣସି ସୁତ୍ରରୁ ଖବରପାଇ ସାମ୍ବାଦିକ ଓ ପୋଲିସକୁ ସାଙ୍ଗରେ ଧରି ଘର ଆଗରେ ପହଁଚି କବାଟ […]

କେତେ ଟଙ୍କା ଦେଲେ ଆପୋଲୋ ହସ୍ପିଟାଲରେ ମିଳିବ ସ୍ପୁଟନିକ-ଭି ଟିକା ?

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରୁଷର କୋଭିଡ ଟିକା ସ୍ଫୁଟନିକ୍‌-ଭି ବ୍ୟବହାର ପାଇଁ ଅନୁମତି ମିଳିସାରିଛି । ଆପୋଲୋ ଗ୍ରୁପ୍ ଅଫ୍ ହସ୍ପିଟାଲ୍ ଘୋଷଣା କରିଛି ଯେ ଜୁନ୍ ମାସର ଦ୍ୱିତୀୟ ସପ୍ତାହରୁ ଭାରତରେ ଥିବା ସମସ୍ତ ଆପୋଲୋ ହସ୍ପିଟାଲରେ ଲୋକେ ନେଇପାରିବେ ସ୍ପୁଟନିକ-ଭି ଟିକା । ଏହାର ଆନୁମାନିକ ମୂଲ୍ୟ ରହିଛି ୧,୧୯୫ ରହିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆପୋଲୋ ଗ୍ରୁପ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ଟିକା ପାଇଁ […]

ୟାସ୍ ପାଇଁ ଓଡ଼ିଶାକୁ ୫୦୦ କୋଟି ସହାୟତା

ଇୁବନେଶ୍ୱର.୨୮/୫(ଏସଏସନିୟୁଜ) ଆକାଶମାର୍ଗରୁ ବାତ୍ୟା ୟାସଦ୍ୱାରା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଓ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ୟାସର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ବାତ୍ୟା ୟାସର ପ୍ରଭାବ ଓଡିଶାରେ ଅଧିକ ପଡିଥିବାରୁ ଓଡ଼ିଶାକୁ ଅଧିକ ସହାୟତା ରାଶି ମିଳିଛି । ସେହିଭଳି ବାକି ୫୦୦ […]

ଉଦଘାଟକୁ ଦୁଇ ବର୍ଷ ପୁରିଲାନାହିଁ, ଭୁଶୁଡି ପଡିଲା ବ୍ରିଜ

ଭୁବନେଶ୍ୱର,୨୮/୫(ଏସ ଏସ ନିୟୁଜ)ଝାଡ଼ଖଣ୍ଡର ରାଞ୍ଚି ନିକଟରେ ବୁନ୍ଦୁ -ତାମର ସହିତ ସଂଯୋଗ କରୁଥିବା କାଞ୍ଚି ନଦୀ ଉପରେ ଏକ ସେତୁ ଗୁରୁବାର ଦିନ ବାତ୍ୟା ୟାସ୍ ର ପ୍ରକୋପରେ ହୋଇଥିବା ପ୍ରବଳ ବର୍ଷା ହେତୁ ଭୁଶୁଡି ପଡିଛି ବୋଲି ଜଣେ ଅଧିକାରୀ କହିଛନ୍ତି।ଏହି ଘଟଣାରେ ଏପର୍ଯ୍ୟନ୍ତ କୋୖଣସି କ୍ଷୟକ୍ଷତି ହୋଇନାହିଁ। କାଞ୍ଚି ନଦୀ ଉପରେ ହୋଇଥିବା ଏହି ବ୍ରିଜ ୧୩ କୋଟି ଟଙ୍କା ବ୍ୟୟବରାଦରେ ତିନି ବର୍ଷ ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିଲା।ଉଦଘାଟନର […]

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ବାତ୍ୟା ପରେ ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ରହିଛି । ବିପଦ ସଂକେତ ୪୯.୧୬ ଥିବା ବେଳେ ବର୍ତ୍ତମାନ ୫୦.୮୮ ମିଟର୍ ଦେଇ ଜଳ ପ୍ରବାହିତ ହେଉଛି। ସେହିପରି ବାଲେଶ୍ୱରରେ ବାତ୍ୟା ପରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ଗାଁରେ ପାଣି ପଶିବା ସହିତ ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ […]

ଗ୍ଲୋବାଲ୍ ଟେଣ୍ଡର ଖୋଲିବ ଆଜି

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ଟିକାକରଣ ନେଇ ଗ୍ଲୋବାଲ୍ ଟେଣ୍ଡର ଆଜି ସକାଳ ୧୧ଟାରେ ଖୋଲିବ ।ତେବେ ସନ୍ଧ୍ୟା ୫ଟାରେ ସରକାରଙ୍କୁ କେଉଁ କେଉଁ କମ୍ପାନୀ ଟିକା ଦେବେ ତାହା ଜଣାପଡିବ । ରାଜ୍ୟରେ ଟିକାର ଅଭାବ ଦୁରକରିବାପାଇଁ ସରକାର ଗ୍ଲୋବାଲ୍ ଟେଣ୍ଡର ଡାକିବାସହ ଥିଲେ ଅଧିକ କମ୍ପାନୀକୁ ଆକୃଷ୍ଟ କରିବାପାଇଁ ଟେଣ୍ଡର ସର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଅଗ୍ରଣୀ ଟିକାପ୍ରସ୍ତୁତକାରୀ କମ୍ପାନୀ ମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ ହୋଇଥିଲା  

ଆଜିର ଅନୁଚିନ୍ତା

➡️କାହାକୁ ଅତ୍ୟଧିକ ଗୁରୁତ୍ୱ ଦେଲେ, ତା ପାଖରେ ନିଜକୁ ମୂଲ୍ୟହୀନ ହେବାକୁ ପଡେ । ➡️ଆଘାତ ମଣିଷକୁ ବଦଳେଇ ଦିଏ—ଅବହେଳା ମଣିଷକୁ ବାସ୍ତବତା ଶିଖାଇ ଦିଏ —। ➡️ଲୋକଙ୍କର “ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ! ➡️”ସନ୍ଦେହ”, ଗୋଟିଏ ମଣିଷର ସଂସାର ନଷ୍ଟ କରିଦିଏ; ଆଉ “ଭଲପାଇବା”, ଜଣେ ଅପରିଚିତକୁ ଅତି ନିଜର କରିଦିଏ । ➡️କାହା କାହା ମୁଁହରୁ Sorry ଶବ୍ଦଟା […]

ଆଜିର ରାଶିଫଳ

ମଇ ମାସ ୨୮ ତାରିଖ ୨୦୨୧ ମସିହା(ଶୁକ୍ରବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଦ୍ଵିତୀୟା ,ବିଛା,ଧନୁ ଓ ମୀନ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତିକଖାରୁ ପୋଟଳ ଭକ୍ଷଣ ନିଷେଧ।  ମେଷ-ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ। ବୃଷ […]

ବାତ୍ୟା ପରେ କରୋନା ଚିନ୍ତା

୧-ବାତ୍ୟା ପାଇଁ ସ୍ଥାନାନ୍ତରିତ ଲୋକଙ୍କ ଉପରେ ସତର୍କ ଦୃଷ୍ଟି ପାଇଁ ନିର୍ଦ୍ଦେଶ । ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ । ୨-ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ ।ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା । ୩-ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪-ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ […]