ଗ୍ଲୋବାଲ୍ ଟେଣ୍ଡର ଖୋଲିବ ଆଜି

ଭୁବନେଶ୍ୱର,୨୮/୫(ଏସଏସନିୟୁଜ) ଟିକାକରଣ ନେଇ ଗ୍ଲୋବାଲ୍ ଟେଣ୍ଡର ଆଜି ସକାଳ ୧୧ଟାରେ ଖୋଲିବ ।ତେବେ ସନ୍ଧ୍ୟା ୫ଟାରେ ସରକାରଙ୍କୁ କେଉଁ କେଉଁ କମ୍ପାନୀ ଟିକା ଦେବେ ତାହା ଜଣାପଡିବ । ରାଜ୍ୟରେ ଟିକାର ଅଭାବ ଦୁରକରିବାପାଇଁ ସରକାର ଗ୍ଲୋବାଲ୍ ଟେଣ୍ଡର ଡାକିବାସହ ଥିଲେ ଅଧିକ କମ୍ପାନୀକୁ ଆକୃଷ୍ଟ କରିବାପାଇଁ ଟେଣ୍ଡର ସର୍ତ୍ତରେ ପରିବର୍ତ୍ତନ କରିଥିଲେ । ତେବେ ଅଗ୍ରଣୀ ଟିକାପ୍ରସ୍ତୁତକାରୀ କମ୍ପାନୀ ମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ ହୋଇଥିଲା

 

Comments (0)
Add Comment