ଚୌଦ୍ୱାର ବିଜୁ ଯୁବବାହିନୀ ସାନିଟାଇଜ କଲେ,ମାସ୍କ ବାଣ୍ଟିଲେ
ଚୌଦ୍ୱାର,୩୦/୫(ଏସ ଏସ ନିୟୁଜ)ଓଡିଶା ମୋ ପରିବାର ତରଫରୁ ଚୌଦ୍ୱାର ବିଜୁ ଯୁବବାହିନୀ ଦ୍ଵାରା ସାନିଟାଇଜିଙ୍ଗ କରିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କ ପରାମର୍ଶ କ୍ରମେ ଆଜି ଚୌଦ୍ୱାର ପୌରପାଳିକା ର ୭ ନମ୍ବର ୱାର୍ଡ ଓଟିଏମ୍ କଲୋନୀ ରେ କିଛି ଘର ଘର ବୁଲି ସାନିଟାଇଜ଼ର କରିବା ସହ ମାସ୍କ ବଣ୍ଟନ କରାଯାଇଛ।ଏଥି ସହିତ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ , […]