ନାବାଳିକା ହେଲେ ଗର୍ଭବତୀ
ପାରଳାଖେମୁଣ୍ଡି, ୬/୬ (ଏସଏସନିୟୁଜ) ଗଜପତି ଜିଲ୍ଲା ରେ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି ।ଆର୍.ଉଦୟଗିରି ଥାନା ଅଧିନରେ ଥିବା ଏକ ଗ୍ରାମରେ ୧୬ବର୍ଷର ଜଣେନାବାଳିକା ଗଭବତୀ ହୋଇଛନ୍ତି ।ଏହି ନାବାଳିକା ଜଣକ ଆଠମାସର ଗର୍ଭବତୀ ହୋଇଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ପ୍ରଶାସନିକ ସାହାଯ୍ୟ ଓ ନ୍ୟାୟ ପାଇଁ ଶିଶୁ କଲ୍ୟାଣ ସମିତି ଦ୍ୱାରା ପ୍ରୟାସ ଆରମ୍ଭ କରାଯାଇଛି । ଏବିଷୟରେ ଆର୍.ଉଦୟଗିରି ପୋଲିସ ଠାରୁ ସୂଚନା ପାଇ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ […]