ଆଜିର ଅନୁଚିନ୍ତ। 

  ତାରିଖ - ୦୬:୦୬:୨୦୨୧ (ରବିବାର )

➡️ତେଲ ମାରି କାହା ପାଖରେ ଭଲ ହେବାଠୁ ଉଚିତ୍ କଥା କହି ଖରାପ ହେବା ଅନେକ ଭଲ ।
➡️ଆଜି ମଲେ କାଲିକୁ ଦୁଇଦିନ,ତା ‘ ହେଲେଏତେ ଗର୍ବ ଅହଙ୍କାର କଣ ପାଇଁ !
➡️ ଅଶାନ୍ତ ମନରେ କୌଣସି ସକାରାତ୍ମକ ଭାବନା ଆସିନଥାଏ, ଶାନ୍ତ ମନ ହିଁ ଆମକୁ ଉଚିତ୍ ରାସ୍ତା ଦେଖାଇଥାଏ ।
➡️ତୁମେ ଯାହାକୁ ଯାହା ବି ଦେଇଛ ତା’ଠୁ ପ୍ରତିଦାନରେ ଆଶା କର ନାହିଁ , କାରଣ ସମସ୍ତଙ୍କ ପାଖରେ ତୁମ ଭଳି ମନ ନ ଥାଏ ।
➡️ Single Life is Best Life କିନ୍ତୁ ସେଇଟା ହିଁ ବୁଝାପଡେ ଠୋକର୍ ଖାଇବା ପରେ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ।ଜୟ ଜଗନ୍ନାଥ।

Comments (0)
Add Comment