ଆମରଣ ଅନଶନରେ ବସିଲେ ଜିଲ୍ଳାପରିଷଦସଭ୍ୟ
ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀଙ୍କ ବଦଳି ଦବୀରେ ଥାନା ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି ୨୧ ନମ୍ବର ଜୋନ ବିଜେପି ଜିଲ୍ଳା ପରିଷଦ ସଭ୍ୟ ଦେବଦତ୍ତ ଚୌଧୁରୀ।ସେ ତାଙ୍କ ଅଭିଯୋଗରେ କହିଛନ୍ତି,ଥାନା ଅଧିକାରୀକାଳନ୍ଦୀ ବେହେରା ଦୀର୍ଘ ୪ ବର୍ଷ ହେବ ଏହି ଥାନାରେ ଅଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଏକ ଥାନାରେ କୌଣସି ଥାନା ଅଧିକାରୀ ୩ ବର୍ଷରୁ ଅଧିକ ସମୟ ରହିବା କଥା ନୁହେଁ କିନ୍ତୁ ଏଠାରେ ବ୍ୟତିକ୍ରମ […]