Browsing daily archive

June 22, 2021

୪୭୭ ଏସ୍.ଆଇ ପଦବୀ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(୨୨/୬(ଏସଏସନିୟୁଜ) ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ପୋଲିସ ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି । ଆଜିଠୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ୧୫ ଜୁଲାଇ ଶେଷ ତାରିଖ ରହିଛି । ଏହି ପଦବୀ ପାଇଁ ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ଅନଲାଇନରେ ପରୀକ୍ଷା ହେବ ।ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗିମାନଙ୍କୁ ଓଡ଼ିଶା ପୁଲିସ୍ ବିଭାଗରେ ଆବେଦନ କରିବାର ସୁଯୋଗମିଳିବ […]

ଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ମାଲକାନଗିରି ,୨୨/୬(ଏସଏସନିୟୁଜ) ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର‌୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଲଘୁ ଖଣିଜ ଉତ୍ସ ଟେଣ୍ଡର କାରବାରରେ ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା ଲାଞ୍ଚ ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ଜିଲ୍ଲାପାଳଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି । ଜଣେ ବ୍ୟକ୍ତିଙ୍କୁ ୭ଟି ଖାଦାନ ଲିଜ୍ ମିଳିଛି । ଆନ୍ଧ୍ର […]

ମନ୍ଦିରରେ ନିର୍ବଦ୍ଧ ବନ୍ଦ କଲା ପୋଲିସ

ବାଙ୍କୀ,୨୨/୬(ଏସଏସନିୟୁଜ)ମନ୍ଦିରରେ ହେଉଥିଲା ବାହାଘର ।ନା ଥିଲା ସାମାଜିକ ଦୁରତା ନାଥିଲା ମୁହଁରେ ମାସ୍କ ।ଏହାସହ କୋଭିଡ ନୀୟମମୁତାବକ ସ୍ୱଳ୍ପ ସଂଖ୍ୟାକ ପରିବେର୍ତ ଗହଳି ହୋଇଥିଲା ।ଖବରପାଇ ପୋଲିସ ଯାଇ ବାହାଘରକୁ ବନ୍ଦ କରିଛି ।ଏହିଭଳିଘଟଣା ବାଙ୍କୀ ବ୍ଲକ କଳାପଥର ଗ୍ରାମରେ ଥିବା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ।ମନ୍ଦିରରେ ଦୁଇଟି ବାହାଘର ଓ ଗୋଟିଏ ନିବର୍ଦ୍ଧ କାର୍ଯ୍ୟ ହେଉଥିଲା ।ଦୁଇଟି ବାହାଘର ହେଉଥିଲା ।ତେବେ ନିବର୍ଦ୍ଧାକର୍ଯ୍ୟରେ ଶତାଧରକ ଲାକେ ଏକାଠି ହେବାସହ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା […]

ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ

ଗଞ୍ଜାମ,୨୨/୬(ଏସ ଏସ ନିୟୁଜ)ଗଞ୍ଜାମ ଜିଲ୍ଲାପାଳ ଏବେ ନୂଆ ନିୟମ କରିଛନ୍ତି।ବିନା ଟିକାରେ ଖୋଲିହେବ ନାହିଁ ଦୋକାନ।ଦୋକାନ ଖୋଳିବାକୁ ହେଲେ ଦୋକାନୀଙ୍କୁ ଟୀକା ନେବାକୁ ପଡିବ।ଦୋକାନୀ ଟିକା ନେବା ସହ ଦୋକାନ କର୍ମଚାରୀ ଟିକା ନେବା ହେଲା ବାଧ୍ୟତାମୂଳକ କରାଯାଇଛି।ଟିକା ନେଇ ନଥିଲେ ଆଉ ଖୋଲି ପାରିବେନି ଦୋକାନ ।ଏହାସହ ଗଞ୍ଜାମରେ ଦୋକାନ ଆଗରେ ଲଗାଇବେ ଟିକା ନେବା ପ୍ରମାଣପତ୍ର ଦୋକାନ ଆଗରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାର ସବୁ ଦୋକାନୀ ଓ ଭେଣ୍ଡରମାନେ […]

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର୨୨/୬(ଏସ ଏସ ନିୟୁଜ)ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ ।ରାଜ୍ୟ ସରକାର ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ।୨୦୨୨ ମାର୍ଚ୍ଚ ୧୦ରେପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ। ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରାଯାଇଛି ।ଏହା ସରିଲେ ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ।

ଭୁଲହୋଇଗଲା କହିଲେ ଦିଦି

ମୟୁରଭଞ୍ଜ , ୨୨/୬(ଏସଏସନିୟୁଜ) ଜାଣିପାରିଲେନି ଦିଦି । ଜଣେ ବ୍ୟକ୍ତିଙ୍କୁ ୫ ମିନିଟ୍‌ରେ ସ୍ବାସ୍ଥ୍ୟ କର୍ମୀ ଜଣଙ୍କ କୋଭିସିଲଡ୍‌ର ୨ଟି ଡୋଜ୍ ଦେଇଦେଲେ ।ଏହିଭଳି ଦାୟିତ୍ୱହିନତା ଘଟଣା ବାରିପଦା ବେତନଟୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି । ବାଛୁରୀପଡ଼ା ଗାଁର ପ୍ରସନ୍ନ ସାହୁ ୧୯ ତାରିଖରେ କରୋନା ଟିକା ନେବାପାଇଁ ଖୁଣ୍ଟାପୁର ଉଚ୍ଚ ବିଦ୍ୟାଳୟରେ ପହଁଚିଥିଲେ । ନାମ ପଞିକରଣ ପରେ ତାଙ୍କୁ ନର୍ସ ଜଣଙ୍କ ପ୍ରଥମ ଡୋଜ ଦେଇଥିଲେ ।କିଛିସମୟପରେ ପୁଣି ଦ୍ୱିତୀୟ ଡୋଜଟି ଦେଇଦେଲେ । […]

୩ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) ଆସନ୍ତା ୩ ଦିନ ଯାଏ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି ।ଏଥିନିମନ୍ତେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାସହ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ […]

ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୨/୬(ଏସଏସନିୟୁଜ) କରୋନା ଟିକାକୁ ନେଇ ଉପୁଜୁଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମଶ୭ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।ଏବେ ଟିକାନେଲେ ପ୍ରଜଜନ କ୍ଷମତା ହ୍ରାସପାଏ ବୋଲି ହୋଇଥିବା ଗୁଜବ ଉପରେ ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛିଯେ, କରୋନା ଟିକା ସହ ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ […]

ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪

ପୁରୀ,୨୨/୬(ଏସଏସନିୟୁଜ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରରେ ୧୪୪ ଜାରି କରାଯାଇଛି । ଏହିସମୟରେ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ କରାଯିବ ନାହିଁ। ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବାବେଳେ ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ ରହିବ ବୋଲି ଜଣାପଡିଛିା

ସାକ୍ଷୀଗୋପାଳରୁ ଶ୍ରୀକ୍ଷେତ୍ର ଗଲା ବଉଳକାଠ

ସାକ୍ଷୀଗୋପାଳ,୨୧/୬(ଏସଏସନିୟୁଜ) ନିର୍ଜଳା ଏକାଦଶୀ ତିଥିରେ ସତ୍ୟବାଦୀରୁ ବଉଳକାଠପୁରୀ ଅଭିମୁଖେ ଯାତ୍ରା କରିଛି । ସାରୁଗାଡିଆ ସାହି ସ୍ଥିତ ସଂରକ୍ଷିତ ମନ୍ଦିର ଜଙ୍ଗଲରେ ଚିହ୍ନଟ କରାଯାଇଥିବା ବଉଳ ଗଛ କୁ ଆଜି ଗ୍ରାମବାସୀମାନେ ପୁଜାର୍ଜନା କରିଥିଲେ ।ପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଠାରୁ ଆସିଥିବା ଆଜ୍ଞାମାଳ ବଉଳ ବୃକ୍ଷରେ ବନ୍ଧାଯାଇ ଧୂପ, ଦୀପ, ଭୋଗ କରାଯିବା ପରେ ଭୋଇ ସେବକ ଧୃବ ଚରଣ ଭୋଇ ନଡିଆ ବାଡେଇ ଗଛରେ ପଥମ ଚୋଟ ମାରିଥିଲେ । ପରେ ସାଙ୍ଗରେ ଆସିଥିବା ଅନ୍ୟମାନେ […]