Browsing monthly archive

June 2021

ବଡଭାଇ ଗୁଳିମାଡରେ ସାନଭାଇ ଗୁରୁତର

ଭଞ୍ଜନଗର,୫/୬(ଏସଏସନିୟୁଜ) ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ଭାଇର ଗୁଳିମାଡ଼ରେ ସାନଭାଇ ଗୁରୁତରଆହତ ହୋଇ ମେଡିକାଲରେ ଭର୍ତିହୋଇଛନ୍ତି । ବିଳମ୍ବିତ ରାତିରେ ଏହିଭଳି ଘଟଣା ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡା ଗାଁ ରେ ଘଟିଛ । ପାରିବାରିକ କଳହକୁ କେନ୍ଦ୍ରକରି, ବଡ଼ଭାଇ ଏକ ଛେରା ବନ୍ଧୁକ ଦ୍ୱାରା ଗୁଳିମାଡ଼ କରିବାରୁ ସାନଭାଇ ନରେନ୍ଦ୍ର ମଳିକଙ୍କର ଗୋଡ଼ ଓ ଜଂଘ ରେ ଗୁଳିଚୋଟ ଲାଗିଛି । ହାତୀଗୁଡା ଗାଁ ବଣ ଓ ପାହାଡିଆ ସ୍ଥାନ ହୋଇଥିବାରୁ ଦୋଳା ସାହାଯ୍ୟରେ […]

୯ରେ ଖୋଲିବ ଟିକା ଟେଣ୍ଡର ପ୍ରାଇସ୍ ବିଡ୍

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜ୍ୟରେ ଟିକା ଆବଶ୍ୟକତାକୁ ପୁରଣ କରିବାପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ତେବେ ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ରାଜ୍ୟ ଔଷଧ ନିଗମ ଦିନ ଘୁଞ୍ଚାଇବାସହ ଆସନ୍ତା ୯ ତାରିଖ ଦିନ ସାଢେ ୧୧ଟାରେ ଖୋଲିବ […]

ଚିହ୍ନଟ ହେଲେ ୭୩୯୫ କରୋନା ରୋଗୀ, ମୃତ୍ୟୁବରଣ କଲେ ୪୦

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ରାଜ୍ୟରେ ୭, ୩୯୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ରହିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୬୯, ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧.ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍‌ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, […]

ଲିଙ୍ଗରାଜ ମନ୍ଦିରରେ କଟକଣାରେ ହେବ ଶିବବିବାହ ଉତ୍ସବ

ଭୁବନେଶ୍ୱର,୫/୬(ଏସ୍‌ଏସ୍‌ନିୟୁଜ) । ଜୁନ ୧୫ ଓ ୧୬ ତାରିଖରେ ହେବ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ । କୋଭିଡ କଟକଣା ଭିତରେ ଏହା ପଡୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବିନା ପାଳନ ହେବ । ଏହାଭିତରେ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ଏହି ଉତ୍ସବ କଟକଣା ଭିତରେ ପାଳନ ପାଇଁ ଅନୁମତି ଦିଆଯାଇଛି ।ଏଥିରେ ସର୍ବାଧିକ ୭ ଜଣ ସେବାୟତ ସାମିଲ ହୋଇ ନୀତିକାନ୍ତି କରିପାରିବେ । ମନ୍ଦିର ପରିସରରେ କୋଭିଡ୍ ନିୟମ କଡ଼ାକଡ଼ି […]

ଆରପାରିରେ ‘ଶଲାବୁଢ଼ା’

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଜାତୀୟ ପୁରସ୍କାରପ୍ରାପ୍ତ ତଥା ‘ଶଲାବୁଢ଼ା’ର ମୁଖ୍ୟ ଚରିତ୍ର ଅଟଳ ବିହାରୀ ପଣ୍ଡାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିବା ସୂଚନା ଦେଇଛନ୍ତି ତାଙ୍କର କନିଷ୍ଠ ପୁତ୍ର ଅରୁଣ ପଣ୍ଡା । ସେ ସେପ୍ଟସେମିଆ ରୋଗରେ ପୀଡ଼ିତ ହୋଇ ବୁର୍ଲା ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ ।କିଛିଦିନ ପୂର୍ବରୁ ତାଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ଦେହ ଖରାପ ହେବାରୁ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ।।

ଆଜିର ଅନୁଚିନ୍ତା

➡️ଜୀବନରେ ସେ ହିଁ ସଫଳ ଯିଏ ତାଙ୍କ ବାପା ମାଆଙ୍କୁ ସମ୍ମାନ କରିବା ଜାଣେ । ➡️ମୂର୍ଖ ଲୋକ ମାନେ ପଥର ଖଣ୍ଡକୁ ରତ୍ନ ବୋଲି ସିନା କହନ୍ତି, କିନ୍ତୁ ପୃଥିବୀରେ ମାତ୍ର ତିନିଟି ରତ୍ନ ଅଛି ! ତାହା ହେଲା- ଜଳ, ଅନ୍ନ ଓ ସୁବଚନ । ➡️ ମଣିଷ ପ୍ରକୃତି ହେଉଛି କୁକୁର ଲାଙ୍ଗୁଡ ପରି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଏହା ଏମିତି ବଙ୍କା ଯେ ତାକୁ ସିଧା କରିବା ଭାରି […]

ନିଜ ଫଟୋ ଲଗାଇଲେ ମମତା

୧-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ ୨-୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ : ୮ରୁ ବିଏମସିର ସ୍ୱତନ୍ତ୍ର ଅଭିଯାନ । ୩-୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା । ୪-ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ […]

ଆଜିର ରାଶିଫଳ

ଜୁନ ମାସ ୦୫ ତାରିଖ ୨୦୨୧ ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଏକାଦଶୀ,ମେଷ,ଧନୁ ରାଶିର ଘାତ ଚନ୍ଦ୍ର,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ ଭକ୍ଷଣ ନିଷେଧ ମେଷ = ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ […]

ବ୍ରହ୍ମଙ୍କ ପାଖରେ ବ୍ରହ୍ମକମଳ

ବାରଙ୍ଗ,୪/୬(ଏସ ଏସ ନିୟୁଜ)ବ୍ରହ୍ମଙ୍କ ପାଖରେ ଫୁଟିଛି ବ୍ରହ୍ମକମଳ।ଗୋଟିଏ ନୁହେଁ ଏକାବେଳକେ ତିନଟି ଫୁଟିଛି।ଏହିଭଳି ଘଟଣା ନନ୍ଦନକାନନସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଦେଖିବାକୁ ମିଳିଛି ।ଏହି ଦୁର୍ଲଭ ଫୁଲ ଗୁରୁବାର ରାତିରେ ଫୁଟିଥିବାର ଦେଖିବାକୁ ମିଳିଛି।ମନ୍ଦିର ପାର୍ଶ୍ୱରେ ରହୁଥିବା ଜଣେ ବ୍ୟକ୍ତି ରାତିରେ ଉଠିଥିବାବେଳେ ଏହା ଜଣିବାକୁ ପାଇଥିଲେ ।ପରେ ପୂଜକକୁ ଡାକି ଦେଖାଇବା ସହ ପାଖରେ ଥିବା କିଛି ଲୋକମାନେ ଆସି ଦେଖିବା ପାଇଁ ରୁଣ୍ଡିଭୁତ ହୋଇଥିଲେ ।ଶୁକ୍ରବାର ସକଳେ ଏହା ପ୍ରଭୁଙ୍କ ପାଖରେ ଅର୍ପଣ କରାଯା […]

ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ

ଚୌଦ୍ୱାର, ୪/୬(ଏସଏସନିୟଜ) ଟାଙ୍ଗିସ୍ଥିତ କୋଭିଡ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇଦିନ ହେଲା କୋଭିଡ ହସ୍ପିଟାଲକୁ ଚିକିସ୍‌ାପାଇଁ ଯାଇଥିବା ଏକ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳ କାଟି ଖାଇବା ପାଇଁ ସାଙ୍ଗରେ ଆଣିଥିବା ଏକ ଛୁରି ରେ ନିଜ ବେକରେ ଭୁଷି ଦେଇଛନ୍ତି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିସ୍‌ାପାଇଁ କଟକ ଏସସିବିର ସର୍ଜରୀ ବିଭାଗକୁ ଅଣାଯାଇଛି । ମାନସିକ ଭାରସାମ୍ୟ ହରାଇ ନିଜ କେବକୁ ଛୁରିରେ ଭୁଷିଦେଇଥିବା […]