Browsing monthly archive

June 2021

ଭୁଶୁଡିଲା ନିର୍ମାଣାଧିନ ବ୍ରିଜ

ଯାଜପୁର,୧/୬(ଏସ୍‌ଏସ୍‌ନିୟୁଜ) ନିର୍ମାଣାଧିନ ବ୍ରିଜ ଭୁଶୁଡିପଡିଛି । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ନିର୍ମାଣ କରାଯାଉଥିବା ବ୍ରିଜ ଗତକାଲି ଅପରାହ୍ନରେ ଭୁସୁଡିପଡିଥିଲା ।ଏକ ଠିକା ସଂସ୍ଥା ଦ୍ୱାରା କରାଯାଉଥିବା ଏହି ବ୍ରିଜ ଭୁଷୁଡିପଡଥିଲେ ମଧ୍ୟ କାହାର କିଛି କ୍ଷତି ହୋଇଥିବାର ଜଣାପଡିନାହିଁ ।ଏହି ସମୟରେ କୈାଣସି ଠିକା କର୍ମଚାରୀମାନେ ନଥିଲେ । ତେବେ ଠିକାଦାର ଦ୍ୱାରା କରାଯାଉଥିବା କାର୍ଯ୍ୟର ମାନକୁ ନେଇ ଏଠାରେ ପ୍ରଶ୍ନ ଉଠିଛି ।

ଓଡ଼ିଶାରୁ ୨୪ ଘଣ୍ଟାରେ ୮୭୩୫ ପଜିଟିଭ୍, ୩୭ମୃତ

ଭୁବନେଶ୍ୱର, ୧/୬(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୮ହଜାର ୭୩୫ ନୂଆ ଆକ୍ରାନ୍ତ । ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୪ହଜାର ୮୯୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୪୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୨୨୨, ଅନୁଗୋଳରୁ ୪୫୬, ବାଲେଶ୍ୱରରୁ ୫୬୬, ବରଗଡରୁ ୧୯୩, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୪୯, ବୌଦ୍ଧରୁ ୧୩୭, କଟକରୁ ୬୭୩, ଦେବଗଡରୁ ୬୩, ଢେଙ୍କାନାଳରୁ ୫୦୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତ୍‌ସିଂହପୁରରୁ ୩୮୨, ଯାଜପୁରରୁ […]

ପ୍ରଦୀପପାଣିଗ୍ରାହୀଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୧/୬(ଏସଏସନିୟୁଜ) ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ୫ ଲକ୍ଷ ଟଙ୍କାର ଜମା ଓ ୨ ଲକ୍ଷ ଲେଖାଏଁ ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ମିଳିଛି ଜାମିନ। ମାମଲା ସମ୍ପର୍କରେ ଗଣମାଧ୍ୟମରେ ବିବୃତି ନ ଦେବାକୁ କୋର୍ଟଙ୍କ ପରାମର୍ଶ। ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ । ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ […]

କଥା ବଦଳାଇଲେ ବାବା ରାମଦେବ

୧-କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି । ୨-୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କଲେ ଅଭିନେତ୍ରୀ ଜୁହି ଚାୱଲା । ୩-ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2600 ଟନ୍ ଅକ୍ସିଜେନ୍ ପରିବହନ କରାଗଲା :ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ […]

ଆଜିର ଅନୁଚିନ୍ତା

➡️ଜୀବନରେ କିଛି କ୍ଷଣ ଏମିତି ବି ଆସି ଥାଏ ଯେତେବେଳେ କି ମନୁଷ୍ୟ ପାଖରେ ସବୁ ଥାଇ ବି ହସିବା ଭୁଲି ଯାଇଥାଏ । ➡️ଇର୍ଷା ଏବଂ ଘୃଣାର ଅନୁଭବ କାହାକୁ ଜୀବନରେ ସୁଖ ପାଇବାକୁ ଦିଏ ନାହିଁ । ଏହି ଭାବନା ଆମର ମାନସିକ ଶାନ୍ତି ସମାପ୍ତ କରିଦିଏ। ➡️ଜଣେ ଜଣଙ୍କ ପାଇଁ ସେତିକି ଦିନ ପର୍ଯ୍ୟନ୍ତ ଖାସ ହେଇଥାଏ, ଯେତିକି ଦିନ ପର୍ଯ୍ୟନ୍ତ ଆଉଜଣେ ତା ଜୀବନକୁ ଆସି ନଥାଏ । ➡️”ଖୁସିରେ ରହିବାକୁ […]

ଆଜିର ରାଶିଫଳ

ଜୁନ ମାସ ୦୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର,ମକର ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ । ମେଷ: ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜର କାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ବୃଷ: ନିଜର ଶକ୍ତିର ସଠିକ୍‌ ବିନିଯୋଗ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ […]