ମାଟ୍ରିକ୍ ପାସ୍ କଲେ ଦାନ ମାଝୀଙ୍କ ଝିଅ
୧. କିସ୍ରୁ ମାଟ୍ରିକ୍ ପାସ୍ କଲେ ଦାନ ମାଝୀଙ୍କ ଝିଅ । ୨. ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ : ଦୁଇଟି ୟୁନିଟରୁ ୪୦ମେଗାୱାଟ ବିଦ୍ୟୁତ ଉତ୍ପାଦନ ଆରମ୍ଭ । ୩. ଆବର୍ଜନାରେ ଔଷଧ ଫିଙ୍ଗା ମାମଲା : ରାଜ୍ୟ ବାହାରକୁ ନା ଜିଲା ବାହାରକୁ ଚାଲାଣ ! ୪. ବ୍ୟାଟସମ୍ୟାନଙ୍କୁ ବିରାଟ କୋହଲିଙ୍କ କଡା ସନ୍ଦେଶ- ରନ କର, କ୍ରିଜରେ କେବଳ ଛିଡା ହୁଅ ନାହିଁ । ୫. ଆଗାମୀ ଟି୨୦ ବିଶ୍ୱକପ୍ ଭାରତରେ ହେବ ନାହିଁ। […]